ଶ୍ରୀଲଙ୍କା ହରାଇପାରେ ଏସିଆ କପ ଆୟୋଜନ ସୁଯୋଗ

କଲମ୍ବୋ: ଶ୍ରୀଲଙ୍କାରେ ଦେଖାଦେଇଥିବା ଭୟଙ୍କର ଅର୍ଥନୈତିକ ସଙ୍କଟ ବର୍ତ୍ତମାନ କ୍ରିକେଟ୍‌ ଉପରେ ପଡ଼ିଲାଣି । ଏହି କାରଣରୁ ଶ୍ରୀଲଙ୍କା ହାତରୁ ଏସିଆ କପ୍‌ ଆୟୋଜନର ଅଧିକାର ଚାଲିଯିବାର ଆଶଙ୍କା ଦେଖାଦେଇଛି । ୨୭ ଅଗଷ୍ଟରୁ ୧୧ ସେପ୍‌ଟେମ୍ବର ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ଏସିଆ କପ୍‌ ଅନୁଷ୍ଠିତ…
Read More...

୪୪ ରନରେ କୋଲକାତାକୁ ହରାଇଲା ଦିଲ୍ଲୀ

ମୁମ୍ୱାଇ,୧୦/୪: ଆଜି ଅନୁଷ୍ଠିତ ଆଇପିଏଲର ୧୯ତମ ମ୍ୟାଚରେ ଅଲରାଉଣ୍ଡ ପ୍ରଦର୍ଶନ କରି କୋଲକତା ନାଇଟ ରାଇଡର୍ସକୁ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ପୃଥ୍ୱୀ ଶ ଏବଂ ଡେଭିଡ୍‌ ୱାର୍ଣ୍ଣରଙ୍କ ଅର୍ଦ୍ଧଶତକ ଏବଂ କୁଲଦୀପ ଯାଦବଙ୍କ ୪ ୱିକେଟ୍‌ ସଫଳତା ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୪୪ ରନରେ…
Read More...

ବହୁପ୍ରତିକ୍ଷୀତ “ପରିବର୍ତ୍ତନ ଯାତ୍ରା’ ଆରମ୍ଭ

ସୁବର୍ଣ୍ଣପୁର : ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଇଚ୍ଛାପୁର ଗ୍ରାମପଞ୍ଚାୟତର ଐତିହାସିକ କନ୍ଦୁମୁଣ୍ଡା ଜଗନ୍ନାଥ ମନ୍ଦିରଠାରୁ ବିଜେପିର ବରିଷ୍ଠ ନେତା ଓକିଲ ବଳଦେବ ପ୍ରସାଦ ବେଦବାକଙ୍କ ବହୁ ପ୍ରତୀକ୍ଷିତ "ପରିବର୍ତ୍ତନ ଯାତ୍ରା' ଆରମ୍ଭ ହୋଇଛି । ବର୍ତ୍ତମାନ ପରିସ୍ଥିତିରେ ସୁବର୍ଣ୍ଣପୁର…
Read More...

ବିଦା ହେବେ ରମିଜ ରାଜା!

ଇସଲାମବାଦ : ଅନାସ୍ଥା ଭୋଟିଂରେ ଇମ୍ରାନ ଖାନ ଗାଦିଚ୍ୟୁତ ହେବା ପରଠୁ ତାଙ୍କ ସହଯୋଗୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି । ସେମାନଙ୍କ ଘରେ ରେଡ୍‌ ଚାଲିଛି । ବିଭିନ୍ନ ସରକାରୀ ଓ ସରକାରୀ ନିୟନ୍ତ୍ରଣାଧୀନ ସଂସ୍ଥାଗୁଡ଼ିକରେ ଥିବା ଇମ୍ରାନଙ୍କ ଅନୁଗତମାନଙ୍କୁ ହଟାଇବା ଲାଗି…
Read More...

ସ୍ୱଚ୍ଛ ଭାରତ ପକ୍ଷରୁ ଜଳଛତ୍ରର ଶୁଭ ଉଦଘାଟନ

ସୁବର୍ଣ୍ଣପୁର : ଆଜି ସହରର ଅଗ୍ରଣୀ ସଂଗଠନ ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ସହରରେ ଆୟୋଜିତ ଜଳ ଛତ୍ର ସେବା କାର୍ଯ୍ୟକ୍ରମକୁ ସୁବର୍ଣ୍ଣପୁର ସଦର ଥାନା ଅଧିକାରୀନିରଞ୍ଜନ ଦାଶ ଓ ପ୍ରାକ୍ତନ ନଗରପାଳ ପ୍ରକାଶ ସାହୁ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରି ସଂଗଠନର ଏହି ମହତ କାର୍ଯ୍ୟକୁ ପ୍ରଶଂସା…
Read More...

ସାରଙ୍ଗଡରେ ଶିକ୍ଷା ସଚେତନତା ରଥକୁ ସ୍ୱାଗତ ଓ ସମ୍ବର୍ଦ୍ଧନା

ଘୁ ଉଦୟଗିରି: ଆଜି ସାରଙ୍ଗଡର ସମସ୍ତ ବିଦ୍ୟାଳୟରେ ଶିକ୍ଷା ସଚେତନତା ରଥକୁ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଛି । ବିଗତ ଦୁଇ ବର୍ଷ ହେଲା କରୋନା ମହାମାରୀ ପାଇଁ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଓଡ଼ିଶାରେ ସମସ୍ତ ବିଦ୍ୟାଳୟ ରାଜ୍ୟ ସରକାରଙ୍କ ତରଫରୁ ବନ୍ଦ କରି ଦିଆଯଇଥିଲା । ଯାହାଫଳରେ ସମସ୍ତ…
Read More...

ଘୁ.ଉଦୟଗିରିର ବିଭିନ୍ନ ମନ୍ଦିରରେ ଶ୍ରୀରାମ ନବମୀ ଉତ୍ସବ ପାଳିତ

ଘୁ ଉଦୟଗିରି:ଆଜି ପବିତ୍ର ଶ୍ରୀରାମ ନବମୀ । ଏହି ଉପଲକ୍ଷେ ସ୍ଥାନିୟ ସହରର ବିଭିନ୍ନ ମନ୍ଦିରରେ ଏହି ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ଶ୍ରୀରାମ ନବମୀ ନିମନ୍ତେ ହୋମ ଯଜ୍ଞ ପୂଜାପାଠର ଆୟୋଜନ କରାଯାଇଥିଲା । ବହୁ ସଂଖ୍ୟାରେ ମହିଳାମାନେ ଉପସ୍ଥିତ ରହି…
Read More...

ଦେବଗଡରେ ଶ୍ରୀରାମ ନବମୀ ମହୋତ୍ସବ ଆରମ୍ଭ

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବାମଣ୍ଡା ଗ୍ରାମ ପଞ୍ଚାୟତ ଅଧିନ ଦେବଗଡ ଗ୍ରାମରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଶ୍ରୀରାମ ନବମୀ ମହୋତ୍ସବ ଆଜିଠାରୁ ଆରମ୍ଭ ହୋଇଯାଇଛି । ଏହି ଅବସରରେ ଆଜି ନୀତିକାନ୍ତି ଅନୁଯାୟୀ ପୂଜା ଅନୁଷ୍ଠିତ ହୋଇଥିଲା । ପୂଜାର କର୍ତ୍ତା ଭାବେ…
Read More...

ଆଡେଣୀଗଡରେ ପଞ୍ଚଶମ୍ଭୁ ମିଳନ

ହରଭଙ୍ଗା :ଗତକାଲି ହରଭଙ୍ଗା ବ୍ଲକ ଆଡେଣୀଗଡ଼ ଗ୍ରାମର ତେଲିସାହି ଠାରେ ପଞ୍ଚଶମ୍ଭୁ ମିଳନ ଦେଖିବାକୁ ମିଳିଥିଲା । ସୂଚନା ମତେ ଆଜକୁ ପାଞ୍ଚ ବର୍ଷ ହେବ ଏହି ମିଳନ ହୋଇଆସୁଅଛି । ଚଳିତ ବର୍ଷ ରାଣୀଗଞ୍ଜର ଗୁପ୍ତେଶ୍ୱର ବାବା, ମାଲିକ ଗାଁ ର ବାଲୁଙ୍କେଶ୍ୱର ବାବା, ଶରଧାପୁରର ମହେଶ୍ୱର ବାବା,…
Read More...

ବସ-ଟ୍ରକ ମୁହାଁ ମୁହିଁ ଧକ୍କା, ୭ ଆହତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ତାରାତାରିଣୀ ମନ୍ଦିରର ପାହାଡ଼ ରାସ୍ତାରେ ଦୁର୍ଘଟଣା । ଯାତ୍ରୀବାହୀ ବସ ସହ ଏକ ଟ୍ରକ ମୁହାଁ ମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ହୋଇଛନ୍ତି । ୨ ଗୁରୁତର ହେଲେ ଟ୍ରକ ଡ୍ରାଇଭର ଓ ଜଣେ ବସ୍…
Read More...