ମୁମ୍ବାଇ ଇଣ୍ଡିଆନ୍ସର ପରାଜୟ ପଛରେ ବିଦେଶୀ ଖେଳାଳି !
ମୁମ୍ବାଇ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଇତିହାସର ସବୁଠାରୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ୨୦୨୨ ରେ ବିଫଳ ହେବାର କାରଣ ବିଦେଶୀ ଖେଳାଳି ବୋଲି କହିଲେ ଭୁଲ ହେବନାହିଁ । ଆଇପିଏଲର ୧୫ ତମ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ଚାରିଟି ମ୍ୟାଚ୍ ହାରିଛି । ଏହି ଚାରୋଟି!-->…
Read More...
Read More...