କଣ୍ଟାମାଳ କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର
କଣ୍ଟାମାଳ : କଣ୍ଟାମାଳ ପଞ୍ଚାୟତ କଲେଜ ପରିସରରେ ଆଜି ଆଠ ଦିନିଆ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ଆଜି ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରରେ ମୁଖ୍ୟ ଅତିଥିଭାବେ କଲେଜ ଅଧ୍ୟକ୍ଷା ପ୍ରଭାସିନୀ ଖଟୁଆ ଯୋଗ ଦେଇ ବର୍ତ୍ତମାନର ପରିସ୍ଥିତିରେ ମହିଳା ନିଜ ସୁରକ୍ଷା ପାଇଁ!-->…
Read More...
Read More...