ଅଭୂତପୂର୍ବ ଅର୍ଥ ସଙ୍କଟ : କାଗଜ ଅଭାବରୁ ପିଲାଙ୍କ ପରୀକ୍ଷା ବନ୍ଦ!
କଲମ୍ବୋ,୨୦/୩ : ଶ୍ରୀଲଙ୍କାରେ ଏବେ ଦେଖାଦେଇଛି ଅଭୂତପୂର୍ବ ଅର୍ଥ ସଙ୍କଟ । ଏମିତି ଆଗରୁ କେବେ ବି ଦେଖା ଦେଇନଥିଲା । ଅବସ୍ଥା ଏମିତି ହୋଇଛି ଯେ କାଗଜ କିଣିବାକୁ ବି ସରକାରଙ୍କ ପାଖରେ ପଇସା ନାହିଁ । ଶୁଣିଲେ ଅବିଶ୍ୱାସ ଓ ଆଶ୍ଚର୍ଯ୍ୟ ଲାଗିବ ଯେ ଅର୍ଥାଭାବ ଯୋଗୁ କାଗଜ କିଣାଯାଇ ନପାରିବାରୁ!-->…
Read More...
Read More...