ଅମୃତସର ଇଷ୍ଟ ଆସନ: ସିଦ୍ଧୁ ପଛରେ, ଜୀବନ ଜୋତ କୌର ଆଗରେ

ନୂଆଦିଲ୍ଲୀ : ନିର୍ବାଚନ ପୂର୍ବରୁ ପଞ୍ଜାବ ରାଜନୀତିକୁ ଅସ୍ଥିର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ନବଜୋତ ସିଂ ସିଦ୍ଧୁ  । ତାଙ୍କ ବିଦ୍ରୋହ ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଅମିରନ୍ଦର ସିଂ ହଟିଥିଲେ  । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ ମଧ୍ୟ ବିରୋଧ କରିବାକୁ
Read More...

ନାବାଳକର ମୃତଦେହ ଠାବ

ପିପିଲି: ନିଖୋଜ ହେବାର ୩ ଦିନ ପରେ ଜଣେ ନାବାଳକଙ୍କ ମୃତଦେହ ମିଳିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଟିଉସନକୁ ଯାଇ ଘରକୁ ଫେରି ନଥିବା ଗୋବିନ୍ଦପୁରର ମାଟିଆପଡ଼ାର ଉକ୍ତ ନାବାଳକର ମୃତଦେହ ଉଦ୍ଧାର ହୋଇଛି। ସଂପୃକ୍ତ ନାବାଳକକୁ ହତ୍ୟା ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବିରେ ଅଞ୍ଚଳବାସୀ
Read More...

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୩ ବର୍ଷ ଜେଲ

ଫୁଲବାଣୀ : ଫୁଲବାଣୀ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ତଥା ଜିଲ୍ଲା ଅତିରିକ୍ତ ଜିଲ୍ଲା ଜଜ୍‌ ଭାସ୍କରଚନ୍ଦ୍ର ସାହୁ ଏକ ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୧୦ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପୀଡ଼ିତାଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ ପପୁନା ମଲ୍ଲିକକୁ
Read More...

ଦୁଇ ସ୍ୱାଧୀନ କାଉନସିଲ୍‌ ପାର୍ଥିଙ୍କର୍‌ ନାମାଙ୍କନ ପତ୍ର ନାକଚ

ଘୁ ଉଦୟିରି : ଘୁ ଉଦୟିରି ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ପୌର ନର୍ବାଚନ ନିମନ୍ତେ ସ୍ଥାନୀୟ ଏନ୍‌ଏସି କାର୍ଯ୍ୟାଳୟରେ ଗତ ୫ଦିନରେ ୩୭ଜଣ କାଉନସିଲର ପାଇଁ ଓ ୮ଜଣ ଅଧ୍ୟକ୍ଷ ପାଇ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଗତକାଲି ଏହାର ଯାଞ୍ଚ ପ୍ରକ୍ରିୟା ରହିଥିଲା । ଏହି ଯାଞ୍ଚ ବେଳେ ନିର୍ବାଚନ
Read More...

ପିଙ୍କ୍‌ ବଲ ଟେଷ୍ଟ ପାଇଁ ଭାରତୀୟ ଦଳର ପ୍ରସ୍ତୁତି ଆରମ୍ଭ, ଦେଖନ୍ତୁ ଫଟୋ

ବାଙ୍ଗାଲୁରୁ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦୁଇ ଟେଷ୍ଟ ସିରିଜର ଶେଷ ମ୍ୟାଚ୍‌ ମାର୍ଚ୍ଚ ୧୨ ରୁ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ । ଏହି ଟେଷ୍ଟ ମ୍ୟାଚ ଦିବାରାତ୍ରୀ ଖେଳାଯିବା ସହ ପିଙ୍କ୍‌ ବଲରେ ଖେଳାଯିବ । ଭାରତୀୟ ଖେଳାଳିମାନେ ଏହି ଟେଷ୍ଟ ପାଇଁ
Read More...

ପ୍ରାରମ୍ଭିକ ଟ୍ରେଣ୍ଡ : ୟୁପିରେ ପୁଣି ଫେରିବ ଯୋଗୀ ସରକାର, ପଞ୍ଜାବ ଦଖଲ କରିବ ଆପ

ନୂଆଦିଲ୍ଲୀ : ଆରମ୍ଭ ହୋଇଛି ଭୋଟ ଗଣତି । ୫ ରାଜ୍ୟରେ ପ୍ରାରମ୍ଭିକ ଟ୍ରେଣ୍ଡ୍ ସାମ୍ନାକୁ ଆସିବାରେ ଲାଗିଲାଣି । ଉତ୍ତର ପ୍ରଦେଶରେ ଏଗଜିଟ୍ ପୋଲ ମୁତାବକ ବିଜେପି ଆଗରେ ଥିବା ସୂଚନା ମିଳିଛି । ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ, ବିଜେପି ୨୪୫ଟି ଆସନରେ ଆଗୁଆ ଥିବା ବେଳେ ସମାଜବାଦୀ ପାର୍ଟି
Read More...

ପୌର ନିର୍ବାଚନ ପାଇଁ ଆଦର୍ଶ ଆଚାର ସଂହିତାର କାର୍ଯ୍ୟକାରୀ ନିମନ୍ତେ ରାଜନୈତିକ ଦଳ ସହ ବୈଠକ

ସୁବର୍ଣ୍ଣପୁର: ଅବାଧ, ନିରପେକ୍ଷ, ଶାନ୍ତିଶୃଙ୍ଖଳା ପୂର୍ବକ ନିର୍ବାଚନ ପରିଚାଳନା ଉପରେ ପର୍ଯ୍ୟବେକ୍ଷକଙ୍କ ଗୁରୁତ୍ୱାରୋପ ପରେ ଚଳିତ ପୌର ସଂସ୍ଥାର ସାଧାରଣ ନିର୍ବାଚନ -୨୦୨୨ ଘୋଷଣା କାର୍ଯ୍ୟସୂଚୀ ଅନୁଯାୟୀ ମତଦାନ ୨୪/୩/୨୨ ରେ ଅନୁଷ୍ଠିତ ହେବ । ନିର୍ବାଚନକୁ ଅବାଧ, ନିରପେକ୍ଷ, ଶାନ୍ତି
Read More...

ବିବାହ ବନ୍ଧନରେ ଇଶାନୀ-ଚହର

ନୂଆଦିଲ୍ଲୀ : ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଭାରତୀୟ କ୍ରିକେଟ ଜଗତର ଆଉ ଜଣେ ଯୁବ କ୍ରିକେଟର । ସେ ହେଉଛନ୍ତି ରାହୁଲ ଚହର । ବୁଧବାର ଗୋଆରେ ନିଜର ନିକଟ ସମ୍ପର୍କୀୟଙ୍କ ଗହଣରେ ପ୍ରେମିକା ଇଶାନୀ ଜୋହରଙ୍କୁ ବିବାହ କରିଛନ୍ତି ରାହୁଲ । ରାହୁଲଙ୍କ ବାହାଘରରେ ଭାଇ ଦୀପକ ଚହର ମଧ୍ୟ
Read More...

ଜାଣନ୍ତୁ,କିଭଳି ଭାବରେ ମନର ଯନ୍ତ୍ରଣା ଦୂର କରୁଛନ୍ତି ୟୁକ୍ରେନ ସୈନ୍ୟ

କିଭ୍‌ : ୟୁକ୍ରେନର ପ୍ରତ୍ୟେକ ସୈନ୍ୟ ଏବେ ଦେଶ ପାଇଁ ଜୀବନକୁ ବାଜି ଲଗାଇ ଦେଇଛନ୍ତି । ନିଜ ପରିବାର,ପିଲାଛୁଆଙ୍କୁ ଭୁଲିଯାଇଛନ୍ତିି ସେମାନେ । ଏଥିରୁ ଅନୁମାନ କରାଯାଇପାରେ,କେତେକ ମାନସିକ ଯନ୍ତ୍ରଣା ଭିତରେ ସେମାନେ ଗତି କରୁଛନ୍ତି । ଜୀବନ ମାତ୍ର ଆଉ କେଇଟା ମୁହୂର୍ତ୍ତ ତାହା ଜାଣିବା ପରେ
Read More...

ନରମିଲେ ପୁଟିନ୍‌ : ଜାଣନ୍ତୁ,କ’ଣ କହିଲେ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣର ୧୪ଦିନ ପରେ ନରମିଲେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ । ପୂର୍ବରୁ ୟୁକ୍ରେନକୁ ଦଖଲ କରିବା ପାଇଁ ଏବଂ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କୁ ହଟାଇବା ପାଇଁ ରୁଷ ଯୁଦ୍ଧ କରୁଥିବା କଥା କହୁଥିବା ବେଳେ ଏବେ ନିଜର ସ୍ୱର ବଦଳାଇଛନ୍ତି ପୁଟିନ୍‌ । ରୁଷ
Read More...