ଅଟୋକୁ ଧକ୍କା ଦେଲା ଟ୍ରକ୍‌, ଜଣେ ମୃତ

ଦଶପଲ୍ଲା : ଆଜି ସକାଳ ୯.୩୦ ସମୟରେ ନୟାଗଡ଼ ରଣପୁର ରାସ୍ତାର ବଜ୍ରକୋଟ୍‌ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଏକ ପାସେଞ୍ଜର ଅଟୋକୁ ଧକ୍କା ଦେଇଛି ମାଲବୋଝେଇ ଟ୍ରକ । ଅଟୋଟି ପାସେଞ୍ଜେର ଧରି ଦର୍ପନାରାୟଣପୁରୁରୁ ରଣପୁର ଅଭିମୁଖେ ଯାଉଥିଲାବେଳେ ଟ୍ରକଟି ରଣପୁରରୁ ନୟାଗଡ଼
Read More...

ସୁବାସ ସିଂ ଧୋନୀ ମେୟର ପ୍ରାର୍ଥୀ, ଜାଣନ୍ତୁ ତାଙ୍କର ସଂପତ୍ତି ପରିମାଣ

କଟକ: ସିଲିଭର ସିଟି କଟକରେ  ମେୟର ପଦ ପାଇଁ ବିଜେଡି, କଂଗ୍ରେସ ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ  ଶାସକ ବିଜେଡି ପକ୍ଷରୁ ମଇଦାନକୁ ଓହ୍ଲାଇଥିବା କଟକର ଶ୍ରମିକ ନେତା ତଥା ରାଜ୍ୟସଭା ସାଂସଦ ସୁବାସ ସିଂ ସବୁଠୁ ଧନୀ । ସମ୍ପତ୍ତି ତାଲିକାରେ କଂଗ୍ରେସର ଗିରିବାଳା ବେହେରା ଓ ବିଜେପିର ଶ୍ରୀତମ
Read More...

୫ରୁ ୧୨ବର୍ଷ ପିଲାଙ୍କୁ କାର୍ବୋଭାକ୍ସ ଟିକା!

ନୂଆଦିଲ୍ଲୀ: ସାରା ଦେଶରେ ଟିକାକରଣ ଅଭିଯାନ ଜାରି ରହିଛି । କରୋନା ସଂକ୍ରମଣର ହାର ମଧ୍ୟ ଦିନକୁ ଦିନ କମିବାରେ ଲାଗିଛି । ଏହାସହିତ ମୃତୁ୍ୟ ସଂଖ୍ୟାରେ ମଧ୍ୟ ସମାନ ସ୍ଥିତି ପରିଲକ୍ଷିତ ହେଉଛି । ତେବେ ଦେଣରେ ଏଯାଏ ୧୭୯କୋଟି ୩୦ଲକ୍ଷ ଟପିଛି । ସେମାନଙ୍କ ମଧ୍ୟରୁ ୯୧କୋଟି ୧୦ଲକ୍ଷରୁ ଅଧିକ
Read More...

ବଦଳିଲା କ୍ରିକେଟର ଏହି ସବୁ ନିୟମ, ମଙ୍କଡିଂ ଠାରୁ ଆରମ୍ଭ କରି ୱାଇଡ ନିୟମରେ ହୋଇଛି ବଡ ପରିବର୍ତ୍ତନ

ନୂଆଦିଲ୍ଲୀ: କ୍ରିକେଟ ଫ୍ୟାନମାନଙ୍କ ପାଇଁ ବଡ ଖବର । ପୂର୍ବରୁ କ୍ରିକେଟରେ ଥିବା ଅନେକ ନିୟମରେ ହୋଇଛନ୍ତି ପରିବର୍ତ୍ତନ । ମଙ୍ଗଳବାର କ୍ରିକେଟ ପାଇଁ ନିୟମ ଧାର୍ଯ୍ୟ କରୁଥିବା ମେଲବର୍ଣ୍ଣ କ୍ରିକେଟ କ୍ଲବ(ଏମସିଏ) ନୂଆ ନିୟମ ସମ୍ପର୍କରେ ଘୋଷଣା କରିଛି ।ମଙ୍କଡିଂ ଠାରୁ ଆରମ୍ଭ କରି ୱାଇଡ
Read More...

ସୁବର୍ଣ୍ଣପୁରରେ ନୂତନ ଏସପିଙ୍କ ଯୋଗଦାନ

ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ ଭାବରେ ଅମରେଶ ପଣ୍ଡା ଯୋଗ ଦେଇଛନ୍ତି । ୧୯୮୫ ରୁ ପୋଲିସ ବିଭାଗରେ ସେ ନିଯୁକ୍ତି ପାଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାଙ୍କର ଦାୟିତ୍ୱ ନିର୍ବାହ କରିଥିବା ବେଳେ ସବୁସମୟରେ ଜନସାଧାରଣଙ୍କ ସେବା ଓ ସୁରକ୍ଷାକୁ ପ୍ରାଥମିକତା
Read More...

ପୁଣି ମନ୍ଦିରରୁ ମୂର୍ତ୍ତି ଚୋରି କଲେ ଦୁର୍ବୃତ୍ତ

ପୁରୀ : ପୁଣି ଟାର୍ଗେଟରେ ମନ୍ଦିର । କଣାସ ବ୍ଲକ ବକୁ ପଞ୍ଚାୟତର ଇସ୍ନାହେଶ୍ୱର ମନ୍ଦିରରୁ ମୂର୍ତ୍ତି ଚୋରି କଲେ ଦୁର୍ବୁତ୍ତ । ଗତକାଲି ବିଳମ୍ବିତ ରାତିରେ ମନ୍ଦିର କବାଟ ଭାଙ୍ଗି ରାଧାକୃଷ୍ଣ,ଶିବ ଓ ଦୁର୍ଗା ମୂର୍ତ୍ତି ଚୋରି କରି ନେଇଛନ୍ତି ଦୁର୍ବୃତ୍ତ । ଆଜି ସକାଳୁ ମନ୍ଦିରକୁ ପୂଜା କରିବା
Read More...

ସିଏସକେ ଫ୍ୟାନଙ୍କ ପାଇଁ ଖୁସି ଖବର, ଦୀପକ ଚହର ଖେଳିପାରନ୍ତି ଆଇପିଏଲ-୨୦୨୨

ସୁରତ : ଆଇପିଏଲ୍‌ ୨୦୨୨ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଥିବାବେଳେ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ ଡିଫେଣ୍ଡିଂ ଚାମ୍ପିଅନ୍‌ ଚେନ୍ନାଇ ସୁପର କିଙ୍ଗ୍ସ ନିଜର ତାରକା ଖେଳାଳିଙ୍କ ଆହତ ସମସ୍ୟା ଯୋଗୁଁ ଚିନ୍ତାରେ ରହିଛି । ୧୪ କୋଟି ଟଙ୍କା ଖର୍ଚ୍ଚ କରିବା ପରେ ସିଏସକେ
Read More...

“ଆଜିର ସମୟରେବି ନାରୀ ଅସୁରକ୍ଷିତ,ସାମାଜିକ ସଚେତନତା ନିତାନ୍ତ ଜରୁରୀ’

ପାରଳାଖେମୁଣ୍ଡି :ଅଗ୍ରଣୀ ମହିଳା ଅନୁଷ୍ଠାନ ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ସ୍ଥାନୀୟ ୟୁ ଟେକ୍‌ କ୍ୟୁମ୍ପଟର ଇନଷ୍ଟିଚ୍ୟୁଟ ଠାରେ ଆଲୋଚନା ଏବଂ ମହାବିଦ୍ୟାଳୟ ସ୍ତରୀୟ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସଂଯୋଜକ ଲୋକନାଥ ମିଶ୍ରଙ୍କ ସଂଯୋଜନାରେ ସ୍ୱାଗତ ସମ୍ଭାଷଣ କରିଥିବାବେଳେ
Read More...

ଏଟିଏମରୁ ଟଙ୍କା ଉଠାଉଛନ୍ତି କି ? ଜାଣି ରଖନ୍ତୁ ଏହି ନୂଆ ନିୟମ ବିଷୟରେ

ନୂଆଦିଲ୍ଲୀ ; ଏଟିଏମ୍‌ ରୁ ଟଙ୍କା ଉଠାଇବାକୁ ନେଇ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଗ୍ରାହକଙ୍କ ପାଇଁ ନୂଆ ନିୟମ ଆସିଛି। ଷ୍ଟେଟ୍‌ ବ୍ୟାଙ୍କ ଏଟିଏମ୍‌ ଧାରୀ ଏଥର ଏଟିଏମ୍‌ରୁ ଟଙ୍କା ଉଠାଇବା ସମୟରେ ଏକ ଓଟିପି ପାଇବେ। ଓଟିପି ଦେବା ପରେ
Read More...

ଆଶ୍ୱସ୍ତି ଫାଉଣ୍ଡେସନ ଟ୍ରଷ୍ଟ ପରିସରରେ ବିଶ୍ୱ ମହିଳା ଦିବସ ପାଳିତ

ପୁରୀ : ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆଶ୍ୱସ୍ତି ଫାଉଣ୍ଡେସନ ଟ୍ରଷ୍ଟ ପରିସରରେ ମହିଳା ସଶକ୍ତିକରଣ ଓ ମହିଳାଙ୍କ ବିକାଶ ପାଇଁ ଏକ ସଭା ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମହିଳା ମାନଙ୍କ ସୋତନ୍ତ୍ର ଅଧିକାର ଓ କାର୍ଯ୍ୟ ଲିପି ବିଷୟରେ ଆଲୋଚନା କରାଯାଇଥିଲା । ଏଥି ସହିତ
Read More...