ଇମ୍ରାନ ଖାଁଙ୍କ ଆସନ ଟଳମଳ

ଇସଲାମାବାଦ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଇ୍ରାନ ଖାଁ ଚାରିଆଡ଼ୁ ଏବେ ସଙ୍କଟର ସମ୍ମୁଖୀନ ହୋଇଛନ୍ତି । ସମସ୍ୟାରେ ଏଭଳିଭାବରେ ସେ ଛନ୍ଦିହୋଇ ପଡ଼ିଛନ୍ତି ଯେ ସେଥରୁ ମୁକୁଳିବା ଏତେ ସହଜ ନୁହେଁ । ତାଙ୍କର ପ୍ରଧାନମନ୍ତ୍ରୀ ଆସନ ଏବେ ଟଳମଳ । କାରଣ ପାକିସ୍ତାନର ବିରୋଧୀ ଦଳମାନେ
Read More...

ଆଇସିସି ମହିଳା ଦିନିକିଆ ର‍୍ୟାଙ୍କିଙ୍ଗ: ନମ୍ବର ଟୁ’ରେ ଲ୍ୟାନିଂ,ଚତୁର୍ଥକୁ ଖସିଲେ ମିତାଲି

ଦୁବାଇ: ଆଜି ପ୍ରକାଶ ପାଇଛି ଆଇସିସି ମହିଳା ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ । ଏଥିରେ ବଡ ସଫଳତା ହାସଲ କରିଛନ୍ତି ଅଷ୍ଟ୍ରେଲିଆ ଦିନିକିଆ ଟିମ୍‌ର ଅଧିନାୟକ ମେଗ ଲାନ୍ନିଂ । ସେ ରାଙ୍କିଙ୍ଗର ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି । ତେବେ ଭାରତର ଦିନିକିଆ ଅଧିନାୟକ ମିତାଲି ରାଜଙ୍‌କଉ ନିରାଶ ହେବାକୁ
Read More...

ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଦଶପଲ୍ଲା : ଦଶପଲ୍ଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଆଇନ୍‌ ସେବା କମିଟି ତଥା ତାଲୁକ ଆଇନ୍‌ ସେବା ପ୍ରାଧିକରଣ ପକ୍ଷରୁ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ଜେଏମ୍‌ଏଫ୍‌ସି
Read More...

ଅଂଶୁଘାତର ମୁକାବିଲାକୁ ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ସଭାଗୃହ ଠାରେ ଅଂଶୁଘାତ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ସଭାପତିତ୍ୱ କରି ଅଂଶୁଘାତ ନିୟନ୍ତ୍ରଣ ପାଇଁ କିପରି
Read More...

ରଟିଙ୍ଗିଆ ଓ କେଭିକେରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଘୁ. ଉଦୟଗିରି: ରଟିଙ୍ଗିଆ ଗ୍ରାମ ପଞ୍ଚାୟତରେ ଅନ୍ତରଙ୍ଗ ଯୁବ ମହାସଂଘ, କନ୍ଧମାଳ ଓ ସେୱା ସଂଗଠନ ଆଇନା ଅନୁଷ୍ଠାନର ମିଳିତ ଉଦ୍ୟମରେ ଆଜି ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଆଇନା ଅନୁଷ୍ଠାନର ରିତାଞ୍ଜଳି ବଗର୍ତ୍ତୀ ମୁଖ୍ୟ ଅତିଥି, ଅନ୍ତରଙ୍ଗ ଯୁବ ମହାସଂଘର
Read More...

କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କାରେ ଚାଲିଗଲା ବାପପୁଅଙ୍କ ଜୀବନ

ଅନୁଗୋଳ,୮/୩ : ଢେଙ୍କାନାଳ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପ-ପୁଅଙ୍କର ଜୀବନ ଚାଲିଯାଇଛି । ଏହ ଘଟଣା ସମଗ୍ର ଅଞ୍ଚଳକୁ େ।।କାଭିଭୂତ କରିଛି । ହିନ୍ଦୋଳ ଥାନା ଅନ୍ତର୍ଗତ ହାତୁରା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏକ କାର୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା
Read More...

ଆସନ୍ତା ୨୭ରୁ ପୁଣି ଅନ୍ତର୍ଜାତୀୟ ବିମାନ ସେବା

ନୂଆଦିଲ୍ଲୀ: ଆସନ୍ତା ୨୭ ତାରିଖରୁ ପୁଣି ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା । କରୋନା ସଂକ୍ରମଣ ଦୀର୍ଘ ଦୁଇ ବର୍ଷ ଧରି ଉଡ଼ାଣ ବନ୍ଦ ରହିଥିଲା । ଆଜି ଭାରତ ସରକାର ଏହା ଘୋଷଣା କରିଛନ୍ତି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ସମଗ୍ର ବିଶ୍ୱରେ ଏବେ
Read More...

ଆସିଲା ରିଜର୍ଭ ବ୍ୟାଙ୍କର ନୂଆ ଆପ୍‌ : ଜାଣନ୍ତୁ,କ’ଣ ରହିଛି ଏଥିରେ ବିଶେଷ ସୁବିଧା

ନୂଆଦିଲ୍ଲୀ,୮/୩ : ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ଏକ ସଂପୂର୍ଣ୍ଣ ନିଆରା ସେବା ଆରମ୍ଭ କରିଛନ୍ତି । ଏହି ସେବା କ୍ରମରେ ଦେଶରେ ୪୦ କୋଟିରୁ ଅଧିକ ଫିଚର ଫୋନ ଉପଭୋକ୍ତା ଓ ସାମାନ୍ୟ ମୋବାଇଲ ଫୋନ ବ୍ୟବହାରକାରୀ ସୁରକ୍ଷିତ ଭାବେ ଡିଜିଟାଲ ପେମେଣ୍ଟ
Read More...

ଇଟାଲୀର ପ୍ରଫେସର ଆଲଫ୍ରେଡୋ ରୋମ୍ବୋଲାଙ୍କୁ ହତ୍ୟା ଧମକ, ୨୫ ବର୍ଷ ହେଲାଣି ଓଡିଶାରେ କରୁଛନ୍ତି ସେବା କାର୍ଯ୍ୟ

ପୁରୀ: ଭାରତବର୍ଷର ମହାନ୍‌ ସଂସ୍କୃତି ଓ ପରମ୍ପରା ପ୍ରତି ଆକୃଷ୍ଟ ହୋଇ ଅନେକ ବିଦେଶୀ ଭାରତକୁ ଆସି ପୁରୀର ନାଗରିକତା ଗ୍ରହଣ କରିବା ସହ ବସବାସ କରୁଛନ୍ତି ।ଏଭଳିକି ଅନେକ ଗବେଷଣା,ସେବାମୂଳକ କାର୍ଯ୍ୟ କରୁଛନ୍ତି ।ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ଇଟାଲୀର ପ୍ରଫେସର ଆଲଫ୍ରେଡୋ ରୋମ୍ବୋଲା । ସେ
Read More...

ଷ୍ଟେଟବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ଶିକ୍ଷା କେନ୍ଦ୍ରଠାରେ ଜାତୀୟ ମହିଳା ଦିବସ ପାଳିତ

ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ଥିବା ଷ୍ଟେଟବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ଶିକ୍ଷା କେନ୍ଦ୍ରଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ଓ ନୂତନ ବିଉଟି ପାର୍ଲର ଟ୍ରେନିଂର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ସଦର ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ ତାଲିମ
Read More...