ଖୋର୍ଦ୍ଧା-ବଲାଙ୍ଗୀର ଓସାରିଆ ରେଳ ପ୍ରକଳ୍ପ ତରଫରୁ ଟାକରା ଗ୍ରାମରେ ଜନଶୁଣାଣି
ଦଶପଲ୍ଲା : ଧିର ମନ୍ଥର ତଥା କଚ୍ଛପ ଗତିରେ ଚାଲିଛି ଖୋର୍ଦ୍ଧା ବଲାଙ୍ଗୀର ଓସାରିଆ ରେଳପଥ ପ୍ରକଳ୍ପ । ପ୍ରକଳ୍ପର ଅଗ୍ରଗତି ତ ବହୁ ଦୂରର କଥା,ଅଦ୍ୟାବଧି ଜମି ଅଧିଗ୍ରହଣ କାର୍ଯ୍ୟ ମଧ୍ୟ ସରିପାରିନାହିଁ । ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା, ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ!-->…
Read More...
Read More...