ଓକିଲ ସଂଘ ନିର୍ବାଚନ : ସଭାପତି ହେବେ ନରସିଂହ

ନବରଙ୍ଗପୁର,୭/୩- ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ ନିର୍ବାଚନ ପ୍ରକ୍ରିୟାରେ ନାମାଙ୍କନ ଦାଖଲର ଅନ୍ତିମ ଦିବସରେ ନରସିଂହ ତ୍ରିପାଠୀ ସଭାପତି ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ନାମାଙ୍କନର ଅନ୍ତିମ ଦିବସ ସୁଦ୍ଧା କେବଳ ଜଣେମାତ୍ର ସଭାପତି ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ ।
Read More...

ସରିଲା ପ୍ରାର୍ଥୀ ପତ୍ର ଦାଖଲ, କାଉନସିଲର ପାଇଁ ୩୭ ଓ ଅଧ୍ୟକ୍ଷ ପାଇଁ ୮ଜଣ କଲେ ନାମାଙ୍କନ ପତ୍ର ଦାଖଲ

ଘୁ.ଉଦୟଗିରି,୭/୩- ପୌର ନିର୍ବାଚନ ନିମନ୍ତେ ଘୁ ଉଦୟଗିରି ରାଜନୀତି ସରଗରମ ହୋଇଥିବା ଦେଖିବାକୁ ମିଳିଛି । ଆଜି ନାମାଙ୍କନ ପତ୍ର ଦାଖଲ କରିବା ଶେଷ ଦିନ । ଶେଷ ଦିନରେ ବିଜେଡି ପକ୍ଷରୁ ଶତାଧିକ ସମର୍ଥକ ଉପସ୍ଥିତ ରହି ସ୍ଥାନୀୟ କାଳୀ ମନ୍ଦିରରେ ସମସ୍ତ କର୍ମୀଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା
Read More...

ପୌରାଧ୍ୟକ୍ଷ ପାଇଁ ବିଜେପି ଓ ବିଜେଡି ମଧ୍ୟରେ ହେବ କଡା ଟକ୍କର

ନବରଙ୍ଗପୁର : ନବରଙ୍ଗପୁର ପୌର ନିର୍ବାଚନ ନିମନ୍ତେ ଆଜି ନାନା କଳ୍ପନା ଜଳ୍ପନାର ପୂର୍ଣଚ୍ଛେଦ ପଡି ଶେଷରେ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ପୌରାଧ୍ୟକ୍ଷ ପାର୍ଥି ସମତେ ନବରଙ୍ଗପୁର ପୌରପାଳିକାର ୧୭ ଗୋଟି ୱାର୍ଡ ପାଇଁ ୧୭ ଗୋଟି କାଉନସିଲର ପାର୍ଥି ଔପଚାରିକ ଭାବେ ଘୋଷଣା କରିବା ସହ
Read More...

ଆସନ୍ତାକାଲି ଆନ୍ତର୍ଜାତୀୟ ମହିଳା ଦିବସ, ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା

ପୁରୀ : ଆନ୍ତର୍ଜାତୀୟମହିଳା ଦିବସ ଅବସରରେ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଏକ ଚିତ୍ତାକର୍ଷକ ବାଲୁକା କଳା ନିର୍ମାଣ କରିଛନ୍ତି । ସମାଜରେ ନାରୀ ପୁରୁଷ ସମାନ । ତେଣୁ ନାରୀକୁ ଉଚିତ ସମ୍ମାନ ପ୍ରଦର୍ଶନ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ୧୫ଫୁଟ ଲମ୍ବ ଏହି ବାଲୁକା କଳା ନିର୍ମାଣ କରିବାରେ
Read More...

ଗ୍ଲୋଭ୍‌ସରେ ଲାଖିଗଲା ବଲ୍‌,ରନ-ଆଉଟରୁ ବର୍ତ୍ତିଗଲେ ବାଂଲା ବ୍ୟାଟର

ନୂଆଦିଲ୍ଲୀ,୭/୩ : କ୍ରିକେଟରେ ଅନେକ ସମୟରେ ପଡ଼ିଆରେ ବଡ଼ ଅଜବ ଘଟଣାସବୁ ଘଟିଥାଏ,ଯାହା ମ୍ୟାଚକୁ ଆହୁରି ରୋମାଞ୍ଚକର କରିଥାଏ । ଏଭଳି ଏକ ଘଟଣା ଘଟିଥିଲା ଆଇସିସି ମହିଳା ବିଶ୍ୱକପର ନ୍ୟୁଜିଲାଣ୍ଡ-ବାଂଲାଦେଶ ମ୍ୟାଚରେ । ଖେଳର ୨୬ତମ ଓଭରରେ ଦେଖିବାକୁ ମିଳିଥିଲା ଏକ ଆମୋଦଦାୟକ ଦୃଶ୍ୟ ।
Read More...

ପୌର ନିର୍ବାଚନ: ଅଧ୍ୟକ୍ଷ ପଦବୀ ପାଇଁ ବିଜେପିରୁ ଯୁଗଳ ସାମଲ, ବିଜେଡିରୁ ମୃତ୍ୟୁଞ୍ଜୟ ମିଶ୍ର ଓ କଂଗ୍ରେସରୁ ଗଣେଶ…

ବୌଦ୍ଧ,୭/୩: ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲର ଅନ୍ତିମ ଦିବସ ଥିବାବେଳେ ସମସ୍ତଦଳ ତରଫରୁ ୧୭ଟି ୱାର୍ଡ ପାଇଁ କାଉନସିଲର ଓ ଅଧ୍ୟକ୍ଷ ପଦପାଇଁ ସମସ୍ତ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅଧ୍ୟକ୍ଷ ପଦ ପାଇଁ ବିଜେପି ଦଳ ତରଫରୁ ଯୁଗଳ କିଶୋର ସାମଲ
Read More...

୫ ରାଜ୍ୟ ବିଧାନସଭା ନିର୍ବାଚନ ନେଇ ଆସିଲା ଏକଜିଟ୍‌ ପୋଲ ରିପୋର୍ଟ, ଜାଣନ୍ତୁ ୟୁପିରେ କିଏ ଗଢିବ ସରକାର

ନୂଆଦିଲ୍ଲୀ : ୫ ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନ ଆଜି ଶେଷ ହୋଇଛି । ଉତ୍ତରପ୍ରଦେଶରେ ଚାଲିଥିବା ୭ ପର୍ଯ୍ୟାୟ ନିର୍ବାଚନ ମଧ୍ୟ ଆଜି ଶେଷ ହୋଇଛି । ଏହାପରେ ବିଭିନ୍ନ ଗଣମାଧ୍ୟମ ଓ ସଂସ୍ଥା ଦ୍ୱାରା ଏକଜିଟ ପୋଲ ଘୋଷଣା କରାଯାଇଛି । ଏଥିରେ କୁହାଯାଇଛି ଯେ, ଉତ୍ତରପ୍ରଦେଶରେ ପୁଣିଥରେ
Read More...

ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କୁ ବିମାନବନ୍ଦରରେ ଭେଟିଲେ ମୁଖ୍ୟମନ୍ତ୍ରୀ,ପାଠପଢା ନେଇ ଦେଲେ ଆଶ୍ୱାସନା

ଭୁବନେଶ୍ବର:ଦୀର୍ଘ ୧୨ ଦିନର ଉତ୍କଣ୍ଠା ଓ ଆଶଙ୍କାର ଆଜି ଅନ୍ତ ଘଟିଛି । ୟୁକ୍ରେନ୍‌ରେ ପଢୁଥିବା ଓଡିଆ ଛାତ୍ରଛାତ୍ରୀଙ୍କ ପରିବାର ପାଇଁ ଆଣିଛି ଆଶ୍ବସ୍ତି । ଯୁଦ୍ଧ ବିଧ୍ବସ୍ତ ୟୁକ୍ରେନ୍‌ରେ ପାଠ ପଢୁଥିବା ୭୭ ଓଡିଆ ଛାତ୍ରଛାତ୍ରୀ ଆଜି ରାଜ୍ୟ ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଇଥିବା
Read More...

ପଞ୍ଜାବରେ କିଏ ଗଢିବ ସରକାର,ଆସିଲା ଏକଜିଟ ପୋଲ ରିପୋର୍ଟ

ଚଣ୍ଡିଗଡ ୦୭।୦୩: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଶେଷ ବା ସପ୍ତମ ପର୍ଯ୍ୟାୟ ମତଦାନ ସରିବା ପରେ ଅନେକ ଜାତୀୟ ଗଣମାଧ୍ୟମ ଦ୍ଵାରା ସାମ୍ନାକୁ ଆସିଛି ଏକଜିଟ୍ ପୋଲ୍। ଆଭ୍ୟନ୍ତରୀଣ କନ୍ଦଳ ଦେଇ ଗତି କରୁଥିବା ପଞ୍ଜାବରେ କଂଗ୍ରେସକୁ ଜୋରଦାର ଝଟକା ଲାଗିଛି। ଦିଲ୍ଲୀ ପରେ ପଞ୍ଜାବରେ ପ୍ରଥମ
Read More...

ଜାଣନ୍ତୁ,ଋଷ୍‌ର ଶତ୍ରୁ ଦେଶ ତାଲିକାରେ କେଉଁମାନେ ଅଛନ୍ତି

ବେଜିଂ,୭/୩ : ଋଷ୍‌ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ଆଜି ପ୍ରକାଶ ପାଇଛି ଏକ ଚାଞ୍ଚଲ୍ୟକର ରିପୋର୍ଟ । ଏହି ରିପୋର୍ଟରେ ରହିଛି ଋଷ୍‌ର ପରମ ଶତ୍ରୁ ଦେଶମାନଙ୍କର ତାଲିକା । ଏହି ତାଳିକାରେ ଅଛନ୍ତି ଆମେରିକା ସମେତ ମୋଟ ୩୦ଟି ଦେଶ । ଶୀର୍ଷରେ ଅଛି ଆମେରିକା । ଏହାଛଡ଼ା,ବ୍ରିଟେନ,ୟୁକ୍ରେନ
Read More...