ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୬ତମ ଜନ୍ମଜୟନ୍ତୀ ପାଳିତ

ବାଲିଗୁଡ଼ା,୫/୩: ଝଡ଼ର ଇଗଲ୍‌ ସେ । ଆଜି ପ୍ରବାଦ ପୁରୁଷ ମହାନ ଜନନାୟକ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ପାଳନ ହୋଇଯାଇଛି । ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର କ.ନୂଆଗାଁ, ବାଲିଗୁଡ଼ା, କୋଟଗଡ଼ ଓ ତୁମୁଡ଼ିବନ୍ଧ ଚାରୋଟି ବ୍ଲକରେ
Read More...

ଗଜପତି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ବିଜୁ ଜୟନ୍ତୀ ପାଳିତ

ଗଜପତି,୫/୩- ଉତ୍କଳର ମଣି ସ୍ୱାଧୀନତା ସଂଗ୍ରାମୀ ତଥା ଓଡିଶାର ଗର୍ବ ଓ ଗୌରବ ପ୍ରବାଦ ପୁରୁଷ ଶ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜନ୍ମ ଜୟନ୍ତୀ ଓ ପଞ୍ଚାୟତ ରାଜ ଦିବସ ଅବସରରେ ଗଜପତି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ବିଜୁ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ହାଇସ୍କୁଲ ଛକ
Read More...

ବୌଦ୍ଧ: ଚତୁର୍ଥ ଦିନରେ ୧୭ ସେଟ୍‌ ଫର୍ମ ବିକ୍ରି

ବୌଦ୍ଧ,୫/୩- ପୌର ନିର୍ବାଚନ ପାଇଁ ଆଜି ଚତୁର୍ଥ ଦିନରେ ୧୭ ସେଟ୍‌ ଫର୍ମ ବିକ୍ରି ହୋଇଥିବାବେଳେ ଗୋଟିଏ ବି ନାମାଙ୍କନ ପତ୍ର ଦାଖଲ ହୋଇନାହିଁ । ଅଧ୍ୟକ୍ଷ ପଦବୀ ପାଇଁ ୨ଜଣ ପ୍ରାର୍ଥୀ ରେବତୀ ବେହେରା ଓ ପ୍ରେମାନନ୍ଦ ମିଶ୍ର ନାମାଙ୍କନ ପତ୍ର କିଣିଥିବାବେଳେ ୱାର୍ଡମେମ୍ବର ପଦବୀ ପାଇଁ ମାଳିସାହି
Read More...

ଭୁବନେଶ୍ୱର ମହାନଗର ନିଗମ ପାଇଁ ବିଜେପି ପକ୍ଷରୁ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସରିବା ପରେ ପରେ ପୌର ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । କଂଗ୍ରେସ ଓ ବିଜେଡି ପକ୍ଷରୁ ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା ପରେ ଏବେ ବିଜେପି କରିଛି ପ୍ରାର୍ଥୀ ଘୋଷଣା । ଭୁବନେଶ୍ୱର ମେୟର ପଦ ପାଇଁ ଆଜି ବିଜେପି ପ୍ରାର୍ଥୀ ଘୋଷଣା
Read More...

ତିନି ମହାନଗର ପାଇଁ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡି

ଭୁବନେଶ୍ୱର ୦୫।୦୨ : କଳ୍ପନାଜଳ୍ପନାରେ ହେଲା ଅନ୍ତ । ତିନୋଟି ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା ବିଜେଡି । ବରିଷ୍ଠ ବିଜେଡି ନେତ୍ରୀ ସୁଲୋଚନା ଦାସଙ୍କୁ ଭୁବନେଶ୍ୱର ମହାନଗର ନିଗମର ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜୁ ଜନତା ଦଳ । ସେହିପରି କଟକ ଓ ବ୍ରହ୍ମପୁର
Read More...

ଜିଲ୍ଲା କଂଗ୍ରେସ ଘୋଷଣା କଲା ଭୁବନେଶ୍ୱର ମହାନଗର ନିଗମର ପ୍ରଥମ ପର୍ଯ୍ୟାୟ କର୍ପୋରେଟର ପ୍ରାର୍ଥୀ ତାଲିକା

ଭୁବନେଶ୍ୱର : ଚଳିତ ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ସମସ୍ତ ଦଳକୁ ପଛରେ ପକାଇ କଂଗ୍ରେସ ଆଜିମେୟର ପ୍ରାର୍ଥୀନୀ ଶ୍ରୀମତୀ ମଧୁସ୍ମିତା ଆଚାର୍ଯ୍ୟଙ୍କ ନାମ ଘୋଷଣା କରିଛି । ସେହିପରି ଆଜି ଅପରାହ୍ନରେ ପ୍ରଥମ ପର୍ଯ୍ୟାୟରେ୩୦ ଜଣିଆ କର୍ପୋରେଟର ପ୍ରାର୍ଥୀ ତାଲିକା ଘୋଷଣା କରିଛି
Read More...

୧୨୭ ବାଟାଲିୟନ ସିଆରପିଏଫ ପକ୍ଷରୁ ସୋଲାର ଲ୍ୟାମ୍ପ, ରେଡ଼ିଓ ବଣ୍ଟନ

ଫୁଲବାଣୀ/ବାଲିଗୁଡା: ୧୨୭ ବାଟାଲିୟନ ସିଆରପିଏଫ ଥାନା ଗୋଛପଡା ଅନ୍ତର୍ଗତ ବାଳନ୍ଦାପଡ଼ା ଠାରେ ଆଣ୍ଟି ନକ୍ସଲ ଡିଉଟି ପାଇଁ ନିୟୋଜିତ ହୋଇଥିଲା । ବାଟାଲିୟନ ପକ୍ଷରୁ ବାଳନ୍ଦାପଡା ପଂଚାୟତ, ଲୁଇସିଙ୍ଗ ପଂଚାୟତ ତଥା କୁଇରମାଣ୍ଡୁ ପଂଚାୟତ ଗାଁ ର ଅଭାବି ଗରିବ ଲୋକଙ୍କ ପାଇଁ ସୋଲାର ଲ୍ୟାମ୍ପ,
Read More...

ଜାତୀୟ ବିଜ୍ଞାନ ଦିବସ ପାଳିତ

ସୁବର୍ଣ୍ଣପୁର : ସୋନପୁର ଜିଲ୍ଲା ଶିକ୍ଷା ଓ ପ୍ରତିଷ୍ଠାନର ସମ୍ମିଳନୀ କକ୍ଷରେ ଅନୁଷ୍ଠାନର ଅଧ୍ୟକ୍ଷ ଡ଼. ପ୍ରସନ୍ନ କୁମାର ସାହୁଙ୍କ ପୌରହିତ୍ୟରେ ଏକ ସଭା ଆୟୋଜନ ହୋଇଥିଲା ଯେଉଁ ଥିରେ କି ପ୍ରତିଷ୍ଠାନର ଗୁରୁ ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ଦିନରେ କିପରି ବୈଜ୍ଞାନିକ ସ୍ୱଭାବକୁ ଅତି ମାତ୍ରାରେ
Read More...

ପୂର୍ବତନ ସ୍ଥଳସେନାଧ୍ୟକ୍ଷ ଜେନେରାଲ ରୋଡ୍ରିଗସ୍‌ଙ୍କ ପରଲୋକ

ନୂଆଦିଲ୍ଲୀ, ୪/୩ : ଭାରତୀୟ ସେନାର ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏସ.ଏଫ. ରୋଡ୍ରିଗ୍ସଙ୍କର ଆଜି ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍ଖୁ ୮୮ ବର୍ଷ ବୟସ ହୋଇଥିଲା । ଜେନେରାଲ ରୋଡ୍ରିଗ୍ସ ୧୯୯୦ରୁ ୧୯୯୩ ମସିହା ପର୍ଯ୍ୟନ୍ତ ଦେଶର ସ୍ଥଳସେନାଧ୍ୟକ୍ଷ ଥିଲେ । ସେନାରୁ ଅବସର ନେବା ପରେ ୨୦୦୪ରୁ
Read More...

ଦୁଃଖଦ : ଜ୍ୱାଇଁଙ୍କ ଆଗରେ ଚାଲିଗଲା ଶାଶୂଙ୍କ ଜୀବନ

ଚଣ୍ଡିଖୋଲ,୪/୩ : ରାଜ୍ୟରେ ସଡ଼କ ଦୁର୍ଘଟଣା ଅତି ଉଦବେଗଜନକଭାବେ ବଢିଚାଲିଛି । ବେପରୁଆ ଗାଡ଼ିଚାଳନାକୁ ରୋକିବା ପାଇଁ ଯେତେ ଚେଷ୍ଟା କଲେ ବି ତାହା ସମ୍ଭବ ହୋଇପାରୁ ନାହିଁ । ଯେତେ ସତର୍କରେ ଗଲେ ମଧ୍ୟ ଅନ୍ୟ ଗାଡ଼ିଗୁଡ଼ିକ ଧକ୍କା ଦେଇ ଜୀବନ ନେଉଛନ୍ତି । ଆଜି ସେହିଭଳି ଏଖ ଦୁର୍ଘଟଣା ଘଟିଛି
Read More...