୧୦୦ତମ ଟେଷ୍ଟରେ ୮ହଜାର ରନ ପୂରଣ କଲେ ବିରାଟ କିନ୍ତୁ….
ଚଣ୍ଡିଗଡ : ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ କ୍ୟାରିୟରର ୧୦୦ ତମ ମ୍ୟାଚ୍ ଖେଳୁଥିବା ବିରାଟ କୋହଲି ଟେଷ୍ଟ କ୍ରିକେଟରେ ୮୦୦୦ ରନ୍ ପୂରଣ କରିଛନ୍ତି । ମୋହଲି ଟେଷ୍ଟର ପ୍ରଥମ ଇନିଂସରେ ୩୮ ରନ୍ ପୂରଣ କରିବା ପରେ ବିରାଟ କୋହଲି ଏହି ରେକର୍ଡ ସୃଷ୍ଟି କରିଛନ୍ତି । ଟେଷ୍ଟ କ୍ରିକେଟରେ ୮୦୦୦ ରନ୍!-->…
Read More...
Read More...