କୃତି ଛାତ୍ର ରାଜେଶଙ୍କୁ ସମ୍ବର୍ଦ୍ଧିତ
ବୌଦ୍ଧ,୩/୩ : ବୌଦ୍ଧବ୍ଲକ ବଘିଆପଡା ଗ୍ରାମ ପଞ୍ଚାୟତ ସାନଗୋଛାପଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ର ରାଜେଶ ବେହେରା ୨୦୨୦-୨୧ ପଞ୍ଚମ ଶ୍ରେଣୀ ବୃତ୍ତିି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଆଜି ରାଜେଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଧାନଶିକ୍ଷକ!-->…
Read More...
Read More...