ସଂପୂର୍ଣ୍ଣ ଅନଲକ୍‌ ହେଲା ଆସାମ

ଗୌହାଟୀ,୧୫/୨ : ସମ୍ପୂର୍ଣ୍ଣ ଅନଲକ୍‌ ହେଲା ଆସାମ । ଦେଶର ପ୍ରଥମ ରାଜ୍ୟ ଭାବେ ଆସାମରୁ ସବୁ ପ୍ରକାର କୋଭିଡ୍‌ କଟକଣା ହଟାଇ ଦିଆଯାଇଛି । ଆଜିଠୁ ସ୍କୁଲ, କଲେଜ, ପୂର୍ବ ପରି ଚାଲିବ । ସିନେମା ହଲ୍‌, ସାଧାରଣ ସଭା, ବିବାହ ଉତ୍ସବରେ କୌଣସି କଟକଣା ରହିବ ନାହିଁ । କେବଳ ତିନିଟି ନିୟମକୁ
Read More...

ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ଭଟଲୀର କେଲେଣ୍ଡାପାଲି ସରପଞ୍ଚ ମତଦାନ ସ୍ଥଗିତ

ଭୁବନେଶ୍ୱର,୧୫/୨ : ବରଗଡ଼ ଜିଲ୍ଲାର ଭଟଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେଲେଣ୍ଡାପାଲିରେ ଆସନ୍ତାକାଲି ସରପଞ୍ଚ ପଦ ପାଇଁ ଭୋଟ ଗ୍ରହଣ ହେବ ନାହିଁ । ଏହାକୁ ସ୍ଥଗିତ ରଖାଯାଇଛି । ଆଜି ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ଏହି ପଦ ପାଇଁ ଲଢୁଥିବା ଜଣେ ପ୍ରାର୍ଥୀଙ୍କର ମୃତ୍ୟୁ ଘଟିବାରୁ ଏଭଳି
Read More...

ଆସନ୍ତାକାଲି ପ୍ରଥମ ଟି-୨୦ : ଏମିତି ହୋଇପାରେ ଭାରତୀୟ ପ୍ଲେଇଙ୍ଗ୍‌ ଇଲେଭେନ

କୋଲକତା : ଆସନ୍ତାକାଲିଠାରୁ ଇଡେନ ଗାର୍ଡେନରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ । ଦିନିକିଆ ସିରିଜ ଜିତିଥିବା ଭାରତୀୟ ଦଳ ଟି-୨୦ ସିରିଜକୁ କବଜା କରିବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତି କରିଛି । ଭାରତୀୟ ଦଳରେ ଅନେକ ଯୁବ ଖେଳାଳି ସ୍ଥାନ ପାଇଥିବାରୁ
Read More...

ପୁରୀ ଆସୁଛନ୍ତି ରାଷ୍ଟ୍ରପତି, ସ୍ଥିତି ଅନୁଧ୍ୟାନ କଲେ ଅତିରିକ୍ତ ଡିଜି

ପୁରୀ : ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତି ପୁରୀରେ ପହଞ୍ଚିବା ପରେ ସିଧାସଳଖ ରାଜଭବନ ଅଭିମୁଖେ ଓ ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ।୨୦ତାରିଖ ସକାଳ ୧୦.୩୫ରେ ଗୌଡୀୟ ମଠ ପରିଦର୍ଶନ କରି ପୂର୍ବାହ୍ନ
Read More...

ଲକ୍ଷ୍ମୀମୁଣ୍ଡା କ୍ରିକେଟ କପ୍‌ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ରାଖିଉଡାର ଚମ୍ପିୟାନ

ପାଟଣାଗଡ଼ : ପାଟଣାଗଡ଼ ବ୍ଳକ ଲକ୍ଷ୍ମୀ ମୁଣ୍ଡା ଗ୍ରାମର କ୍ରିକେଟ୍‌ କ୍ଲବ ଆନୁକୁଲ୍ୟରେ ସ୍ଥାନୀୟ ଖେଳ ପଡିଆରେ କ୍ରିକେଟ କପ୍‌ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ତିନି ଦିନ ଧରି ଅନୁଷ୍ଠିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୧୬ ଟି କ୍ରିକେଟ ଦଳ ପ୍ରତିଯୋଗିତାରେ ଭାଗ ନେଇ ଥିବା ବେଳେ
Read More...

ବାଲିଗୁଡା ବିଧାୟକଙ୍କ ଗାଁରେ ଭୋଟ ବର୍ଜନ ଚେତାବନୀ

ବାଲିଗୁଡା : ବାଲିଗୁଡା ବିଧାୟକଙ୍କ ଗାଁରେ ଭୋଟ ବର୍ଜନ ଚେତାବନୀ । ନୂତନ ପଂଚାୟତ ଗଠନ ଓ ମୌଳିକ ସମସ୍ୟାର ସମାଧାନ ପାଇଁ ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ବର୍ଜନ କରିବେ ସାଇନ ଗ୍ରାମ ପଂଚାୟତର ଛଅ ୱାର୍ଡବାସୀ । ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ନନ୍ଦମାହା
Read More...

ପ୍ରେମ ଦିବସରେ ସୁବର୍ଣ୍ଣପୁର ବୁଢାରଜା ସଂଗଠନର ନିଆରା ପ୍ରୟାସ

ସୁବର୍ଣ୍ଣପୁର : ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବୁଢାରଜା ୟୁଥ ଏସୋସିଏସନ ପକ୍ଷରୁ ଆଜିର ପ୍ରେମ ଦିବସକୁ ନାରୀ ସୁରକ୍ଷା ଓ ସମ୍ମାନ ଦିବସ ବା ସେବା ଦିବସ ଭାବେ ଉତ୍ସବ ପାଳନ କରିଛନ୍ତି । ଏହି ଅବସରରେ ଦୀର୍ଘ ଦଶ ବର୍ଷ ଧରି ଏହି ଅନୁଷ୍ଠାନ ଏହି ଦିବସକୁ ନାରୀ ସମ୍ମାନ ଓ ସେବା ଦିବସ ଭାବେ
Read More...

ପୁଣି ଦୋଷୀ ସାବ୍ୟସ୍ତ ହେଲେ ଲାଲୁ

ପାଟନା,୧୫/୨: ଏକଦା ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ଶହ ଶହ କୋଟି ଟଙ୍କାର ଗୋ-ଖାଦ୍ୟ ଦୁର୍ନୀତି ମାମଲା ଏବେ ବି ଜୀବିତ ହୋଇ ରହିଛି । ବିଭିନ୍ନ ପର୍ଯ୍ୟାୟରେ ଏହି ମାମଲାର ଶୁଣାଣି ହେଉଛି । ଆଜି ଏକ ଶୁଣାଣି ହୋଇଥଇା । ଏଥିରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡିର ମୁଖ୍ୟ ଲାଲୁ
Read More...

ବୁଥ୍‌ରେ ପହଞ୍ଚିଲେ ପୁଲିଂ ପାର୍ଟି

ଦଶପଲ୍ଲା : - ଆସନ୍ତା ୧୬ତାରିଖ ଦିନ ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ପାଇଁ ଓଡ଼ଗାଁ ବ୍ଲକ୍‌ରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଓଡଗାଁ ବ୍ଲକ୍‌ର ମୋଟ ୫୭୪ଟି ବୁଥ୍‌ ପାଇଁ ୧ ହଜାର ୭ଶହ ୨୨ଜଣ କର୍ମଚାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି । ସେହିପରି ୨୦୭ ଖଣ୍ଡ ବସ୍‌,
Read More...

କାର ଦୁର୍ଘଟଣାଗ୍ରସ୍ତ; ଜଣେ ମୃତ, ୨ ଆହତ

ଘୁ ଉଦୟଗିର: କନ୍ଧମାଳ ଜିଲ୍ଲା ଅଧୀନରେ ଥିବା ଘୁ ଉଦୟଗିରି ବ୍ଳକ ଅଧୀନରେ ଥିବା କଳିଙ୍ଗା ପଞ୍ଚାୟତର ରାଇପଦା ନିକଟରେ ଓଡି୦୫ ଏନ ୦୧୫୪ ବିଶିଷ୍ଟ ଏକ କାର କୌଣସି କାମ ପାଇଁ ବାଲିଗୁଡା ବାରଖାମା ଯାଇ ଫେରୁଥିବା ବେଳେ ସ୍ଥାନୀୟ ପଞ୍ଚାୟତର ରାଇପଦା ଠାରେ ଏକ ଆମ୍ବ ଗଛରେ ପିଟି ହେବା ଫଳରେ ଜଣଙ୍କର
Read More...