ପୁଣି ବାଲ୍ୟ ବିବାହକୁ ବନ୍ଦ୍‌ କଲା ପ୍ରଶାସନ

ବୌଦ୍ଧ,୧୪/୨: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସରସରା ଗ୍ରାମଠାରେ ଗୋଟିଏ ପରିବାରର ଦୁଇଟି ନାବାଳିକା କନ୍ୟାର ବିବାହ ଜିଲ୍ଲା ପ୍ରଶାସନର ଉଦ୍ୟମରେ ବନ୍ଦ୍‌ କରାଯାଇଅଛି । ପ୍ରାପ୍ତ ଖବର ଅନୁଯାୟୀ ଜନୈକ ବିଧବା ମହିଳା ନିଜର ୧୭ ବର୍ଷ ଓ ୧୪ ବର୍ଷର ଦୁଇ ନାବାଳିକା କନ୍ୟାର ବିବାହ ନିମନ୍ତେ
Read More...

ଦମ୍ପତିଙ୍କ ନିଆରା ଢଙ୍ଗରେ ପଥମ ବିବାହ ବାର୍ଷିକୀ ପାଳନ

ଘୁ.ଉଦୟଗିରି,୧୪/୨- ଘୁ.ଉଦୟଗିରିର ସାମାଜିକ କର୍ମୀ ଜଗନ୍ନାଥ ରଥ ଏବଂ ପତ୍ନୀ ଅର୍ଚ୍ଚନା ନାୟକ ରଥ ନିଜ ବିବାହ ବାର୍ଷିକ ଦିବସକୁ ନିଆରା ଢଙ୍ଗରେ ପାଳନ କରି ବେଶ୍‌ ପ୍ରଶଂସା ସାଉଁଟିଛନ୍ତି । ରାଇକିଆ ସ୍ଥିତ ସେଣ୍ଟ କ୍ୟାଥେରିନ ଅନାଥ ଆଶ୍ରମରେ ପ୍ରାୟ ୨୦ ଜଣ ଅନାଥ ଶିଶୁଙ୍କୁ ସେରେଲାକ୍‌,
Read More...

ଏଣିକି ବିନା ଟିକା ସାର୍ଟିଫିକେଟରେ ଜଗା ଦର୍ଶନ କରିପାରିବେ ଭକ୍ତ

ପୁରୀ,୧୪/୨ : ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନେଇ ରହିଥିବା କଟକଣାକୁ ପ୍ରଶାସନ ଆଉ ଟିକେ କୋହଳ କରିଛି । ଏହି କୋହଳ ବ୍ୟବସ୍ଥା ଫଳରେ ଭକ୍ତମାନେ ଏଣିକି ବିନା ଟିକା ପ୍ରମାଣପତ୍ରରେ ମନ୍ଦିର ଭିତରକୁ ଯାଇ ପ୍ରଭୁଙ୍କ ଦର୍ଶ କରିପାରିବେ । ପ୍ରଶାସନର ଏହି ନିଷ୍ପତ୍ତିକୁ ଭକ୍ତ ମହଲ
Read More...

ତେଲେଙ୍ଗାନାରେ ହେବ ଏସିଆର ସର୍ବବୃହତ ଆଦିବାସୀ ମେଳା

ହାଇଦ୍ରାବାଦ: ଆସନ୍ତା ୧୬ ତାରିଖରୁ ତେଲେଙ୍ଗାନାରେ ଆରମ୍ଭ ହେବ ଏସିଆର ସର୍ବବୃହତ ଆଦିବାସୀ ମେଳା । ଏହାର ନାଁ ରଖାଯାଇଛି ସମ୍ମାକ୍କା ସରକ୍କା ଯାତ୍ରା । ଚାରି ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ଯୋଗଦେବେ ପ୍ରାୟ ୧କୋଟି ୨୫ଲକ୍ଷ ଲୋକ । ଆନ୍ଧ୍ର,ମହାରାଷ୍ଟ୍ର, କର୍ଣ୍ଣାଟକା, ଛତିଶଗଡ,
Read More...

ଏଣିକି ଗୋଟିଏ ଶିକ୍ଷାବର୍ଷ ସଂପୂର୍ଣ୍ଣ କରିଥିବା କଲେଜ ମାନ୍ୟତା ପାଇଁ କରିପାରିବେ ଆବେଦନ

ନୂଆଦିଲ୍ଲୀ: କଳେଜ ଓ ବିଶ୍ୱବିଦ୍ୟାଳୟମାନଙ୍କ ପାଇଁ ଏକ ଖୁସି ଖବର । ଏଣିକି କୌଣସି କଲେଜ କିମ୍ବା ବିଶ୍ୱବିଦ୍ୟାଳୟ ଯଦି ଗୋଟିଏ ଶିକ୍ଷା ବର୍ଷ ସଂପୂର୍ଣ୍ଣ କରିଥିବେ, ତେବେ ସେମାନେ ପ୍ରଭିଜନାଲ ନାକ୍‌(ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡେସନ୍‌ କାଉନସିଲ୍‌)ମାନ୍ୟତା ପାଇଁ ଆବେଦନ କରିପାରିବେ
Read More...

ନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ମୋହନା ବ୍ଲକ ଗସ୍ତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିଚାଳନାର ବିଭିନ୍ନ ଭିତ୍ତିଭୂମି ତଦାରଖ କରିବା ପାଇଁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ନିର୍ବାଚନ ସାମଗ୍ରୀ ବିତରଣ କେନ୍ଦ୍ର ଓ ଷ୍ଟ୍ରଙ୍ଗରୁମ ପରିଦର୍ଶନ କରିଛନ୍ତି । ଜିଲ୍ଲାପାଳ ମୋହନା ବ୍ଲକ ଓ ପଞ୍ଚାୟତ ନିର୍ବାଚନ
Read More...

ଆଇପିଏଲ ନିଲାମରେ ବଡ ଭୁଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ, ଯାହା ଭରଣ କରିବା ମୁସ୍କିଲ

ମୁମ୍ବାଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୨ର ମେଗା ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ୨୧ ଖେଳାଳି କିଣିଥିବାବେଳେ ଚାରିଜଣ ଖେଳାଳିଙ୍କୁ ରିଟେନ କରିଥିଲେ । ୪ ଖେଳାଳିଙ୍କୁ ରିଟେନ କରିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ପର୍ସରେ ୪୮ କୋଟି ଟଙ୍କା ଥିଲା । ସେଥରୁ ୧୫.୨୫ କୋଟି ଟଙ୍କାରେ
Read More...

ଅସୁରକ୍ଷିତ ଭୋଟ ଦାନ କେନ୍ଦ୍ର ବରପିଟା ପ୍ରାଥମିକ ବିଦ୍ୟାଳୟ

ପାଟଣାଗଡ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ପୁଣି ଥରେ ଚର୍ଚ୍ଚାରେ ବରପିଟା ପ୍ରାଥମିକ ବିଦ୍ୟାଳୟ ତଥା ୱାର୍ଡସ୍ତରୀୟ ମତଦାନ କେନ୍ଦ୍ର । ଅନେକ ସମୟରେ ଚର୍ଚ୍ଚାର ପରିସର ଆସିଥିବା ଏହି ବିଦ୍ୟାଳୟରେ ଆଗାମୀ ୧୬ ତାରିଖ ଦିନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ହେବ । କିନ୍ତୁ
Read More...

ଗ୍ରାହକ ବେଶରେ ମାଡ଼ିବସିଲା ବନବିଭାଗର ସ୍ୱତନ୍ତ୍ର ଟିମ୍‌; ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ୨ ଗିରଫ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବନାଞ୍ଚଳରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ତୁମୁଡ଼ିବନ୍ଧ ବନାଞ୍ଚଳର କୁର୍ତ୍ତମଗଡ଼ ସେକ୍ସନର ମାଙ୍ଗାପାଙ୍ଗା ଅଞ୍ଚଳରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବାସହ ଘଟଣାରେ ୨ ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି
Read More...

ପଞ୍ଚାୟତ ଭୋଟ ପାଇଁ ଛୁଟି ଘୋଷଣା,ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ପାଇଁ ଲାଗୁ ହେବ ନିୟମ

ଭୁବନେଶ୍ୱର: ପଞ୍ଚାୟତ ଭୋଟ ପାଇଁ ଛୁଟି ଘୋଷଣା । ଭୋଟ ପାଇଁ ଛୁଟି ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ମତଦାନ ପାଇଁ ସମସ୍ତ କର୍ମଚାରୀଙ୍କୁ ମିଳିବ ଛୁଟି । ଭୋଟ ଦିନ ସବୈତନିକ ଛୁଟି ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ପାଇଁ ଲାଗୁ
Read More...