କନ୍ଧମାଳ ଜିଲ୍ଲାରେ ମୁକ୍ତ,ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ପ୍ରଶାସନର ଉଦ୍ୟମ

ଫୁଲବାଣୀ : ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ଜିଲା ପ୍ରଶାସନର ସାମ୍ବାଦିକ ସମ୍ମିଳନୀ । ଏନେଇ ଗୁରୁବାର ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ପ୍ରାକ ନିର୍ବାଚନ ପ୍ରସ୍ତୁତି ନେଇ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିଲେ । ଜିଲାରେ ୧୬ ତାରିଖରୁ ୨୪ ତାରିଖମଧ୍ୟରେ ୫ଟି
Read More...

ପୁତୁଡି ଜଳପ୍ରପାତରେ ଦୁର୍ଘଟଣା, ଆହତ ଯୁବକ ଅଗ୍ନିଶମ ବାହୀନି ଓ ଟିମ ହ୍ୟୁମାନିଟିର ସହାୟତାରେ ଉଦ୍ଧାର

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ପ୍ରସିଦ୍ଧ ଜଳ ପ୍ରପାତ ପୁତୁଡିଠାରେ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ବାବରେ ଆହତ ହୋଇଛନ୍ତି । ସେଠାରୁ ତାଙ୍କୁ ଫୁଲବାଣୀ ଅଗ୍ନିଶମ ବାହିନୀ ଏବଂ ଫୁଲବାଣୀ ଟିମ ହ୍ୟୁମାନିଟିର ସଦସ୍ୟ ମାନଙ୍କ ସହାୟତାରେ ଉଦ୍ଧାର କରାଯାଇଛି । ଆହତ ଯୁବକ ଜଣକ ହେଉଛନ୍ତି କନ୍ଧମାଳ
Read More...

ମା ପାଟଖଣ୍ଡା ବାରିକ ସଂଘର ବାର୍ଷିକ ବୈଠକ: କୈଳାଶଙ୍କୁ ମିଳିଲା ରାଜ୍ୟ ବେହେରା ସଂଘ ଦାୟିତ୍ୱ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ନିକଟସ୍ଥ ଶ୍ରୀ ଶ୍ରୀ ଖଡ଼ଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମା ପାଟଖଣ୍ଡା ବାରିକ ସଂଘର ବାର୍ଷିକ ବୈଠକ ସଂଘର ସଭାପତି ନିରଞ୍ଜନ ଡାକୁଆଙ୍କ ଅଧ୍ୟକ୍ଷତାରେ ଆୟୋଜନ ହୋଇଥିଲା । ଏଥିରେ ବାଲିଗୁଡା ସମେତ ମହାଶିଙ୍ଗି, କ.ନୂଆଗାଁ, ସିର୍ତ୍ତିଗୁଡା, କୁର୍ତ୍ତମଗଡ,
Read More...

କଳ୍ପନାଙ୍କ ପାଇଁ ଭୋଟ ପ୍ରଚାର କଲେ ସ୍ଥାନୀୟ ବିଧାୟକ

ବୌଦ୍ଧ ୧୦/୨: ବୌଦ୍ଧ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜିଲ୍ଲା ପରିଷଦ ଯୋନ ୬ ରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ଏହି ଯୋନ ବିଜେଡିର ଗଡ ହୋଇଥିଲେ ହେଁ ଗତ ନିର୍ବାଚନରେ ବିଜେପି ହାତକୁ ଏହି ଆସନ ଚାଲିଯିବା ସହିତ ବିଜେଡିକୁ ବଡ଼ ଝଟକା
Read More...

ବୌଦ୍ଧ: ୭ ନଂ ଜୋନରେ ବିଜେପିର ପ୍ରଚାର ଜୋରଦାର୍‌

ବୌଦ୍ଧ,୧୦/୨- ବିଜେପି ବୌଦ୍ଧ ଜିଲ୍ଲାର ୭ ନମ୍ବର ଜିଲ୍ଲା ପରିଷଦ ଜୋନରେ ଘରକୁ ଘର ବୁଲି ପ୍ରଚାର ପ୍ରସାର ପାଇଁ ପ୍ରାର୍ଥୀ ଶ୍ରୀ ସୂର୍ଯ୍ୟନାରାୟଣ ମହାପାତ୍ରଙ୍କ ପାଇଁ ଭୋଟରଙ୍କୁ ଭୋଟ୍‌ ଭିକ୍ଷା କରିଛନ୍ତି । ପ୍ରାର୍ଥୀ ଶ୍ରୀ ମହାପାତ୍ରଙ୍କ ସହିତ ୩ ଥର ଲୋକସଭା ସଦସ୍ୟ ଥିବା ଶ୍ରୀ
Read More...

ପୌର ପରିଷଦ ନିର୍ବାଚନ ପାଇଁ ଭୋଟର ତାଲିକା ଉନ୍ମୋଚିତ

ପାରଳାଖେମୁଣ୍ଡି :ଆଜି ସ୍ଥାନୀୟ ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପୌର ନିର୍ବାଚନ ଭୋଟର ତାଲିକା ଉନ୍ମୋଚିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଦିଲ୍ଲୀପ
Read More...

ଡିଇଓ ବୌଦ୍ଧଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ ଓ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବୌଦ୍ଧ,୧୦/୨:- ବୌଦ୍ଧ ଜିଲ୍ଲାସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ ଗତ ଜାନୁଆରୀ ୨୯ ତାରିଖରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ଉଦୟନାଥ ମାଝୀ ଜିଲ୍ଲାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ୧୦ଘଣ୍ଟା ରୁ ୪ଟା ପର୍ଯ୍ୟନ୍ତ ୬ ଘଣ୍ଟା ବିଦ୍ୟାଳୟରେ ଉପସ୍ଥିତ ରହି ଆଭାସି,
Read More...

ବିଜେଡିର ମିଶ୍ରଣ ପର୍ବ, ଅନ୍ୟ ଦଳର ନେତା ଓ କର୍ମୀଙ୍କୁ ଦଳୀୟ ଉପଢୌକନ ଦେଇ ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ ପଦ୍ମନାଭ

ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜ଼ିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ଧର୍ମଶାଳା ଠାରେ ବିଜୁ ଜନତା ଦଳର ଏକ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଯୁବ ନେତା କୃତ୍ତିବାସ ମିଶ୍ରଙ୍କ ଦ୍ୱାରା ଆୟୋଜିତ ଓ ଜ଼ିଲ୍ଲା ବିଜୁ ଛାତ୍ର ଜନତା ଉପ ସଭାପତି ଅମୀୟ ରଞ୍ଜନ
Read More...

କୋଭିଡ୍‌ ଟିକାକରଣ ସଂପୂର୍ଣ୍ଣ ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ,୧୦/୨-ବୌଦ୍ଧ ଜିଲ୍ଲାରେ କୋଭିଡ୍‌ ଟିକାକରଣକୁ ସଂପୂର୍ଣ୍ଣ କରିବାପାଇଁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ବର୍ତମାନସୁଦ୍ଧା କୋଭିଡ୍‌ ଟିକାକରଣ ୯୨.୭୫ ପ୍ରତିଶତ ଥିବାରୁ ଏହାକୁ
Read More...

ଜାଗ୍ରତିଙ୍କ ବିରୋଧରେ ଏତଲା ଦେଲେ ବର୍ଷା

କଟକ: ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ବାନ୍ଧବୀଙ୍କ ନାଁରେ ଏତଲା। ଅନୁଭବଙ୍କ ବାନ୍ଧବୀ ଜାଗ୍ରତି ଶୁକ୍ଳାଙ୍କ ନାଁରେ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ଜାଗ୍ରତି ତାଙ୍କର ସମ୍ମାନହାନି କରୁଥିବା ଏତଲାରେ ଦର୍ଶାଇଛନ୍ତି ବର୍ଷା। ସୋଶାଲ୍‌ ମିଡ଼ିଆରେ ତାଙ୍କ ନାଁ
Read More...