ଲତା ମଙ୍ଗେସକରଙ୍କ ବିୟୋଗରେ ଶୋକ ସଭା
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ ଆକାଂକ୍ଷା ତରଫରୁ ଦୋଳବନ୍ଧ ସାହି ପରିସରରେ ସୁରସାମ୍ରାଜ୍ଞୀ ଭାରତ ରତ୍ନ ବିଭୂଷିତା ଲତା ମଙ୍ଗେସକରଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଆକାଂକ୍ଷା ମହିଳା ସଙ୍ଗଠନର କର୍ମକର୍ତ୍ତାମାନେ ଲତା ମଙ୍ଗେସକରଙ୍କ!-->…
Read More...
Read More...