ରାଜ୍ୟରେ ୩୩୨୯ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ୩୩୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୪୯୨୯୦ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା
Read More...

ନୂତନ ବୁଢିମା ମନ୍ଦିର ନିର୍ମାଣ କମିଟିର ବୈଠକ

ସୁବର୍ଣ୍ଣପୁର : ଗତକାଲି ସ୍ଥାନୀୟ ଢେରାପଡା ସ୍ଥିତ ବୁଢିମା କ୍ଲବ ପରିସରରେ ନୂତନ ବୁଢିମା ମନ୍ଦିର ନିର୍ମାଣ କମିଟିର ସଭାପତି କେ. ସହଦେବ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ବୈଠକରେ ପଡାର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ । ଅଗ୍ରଗତି ପଥରେ ଥିବା ନୂତନ ବୁଢିମା ମନ୍ଦିରର ନିର୍ମାଣ କାମ ପାଇଁ
Read More...

ସ୍କୁଲ ଉଚ୍ଛେଦ ପ୍ରତିବାଦ : ଗରଗଡଛାପର ଗ୍ରାମବାସୀଙ୍କ ଭୋଟ ବର୍ଜନ ଚେତାବନୀ

ପାଟଣାଗଡ଼ : ପାଟଣାଗଡ଼ ବ୍ଳକ ଆଦିବାସୀ ପଡ଼ା ଭାବେ ପରିଚିତ ଖୁଣ୍ଟସମଲାଇ ପଞ୍ଚାୟତ ଅଧୀନ ଗରଗଡଛାପର ଗ୍ରାମରେ ସ୍କୁଲକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ
Read More...

ଶିଶୁ ବିକ୍ରି ଅଭିଯୋଗରେ ବାପା-ମା’ ସମେତ ୫ ଗିରଫ

ଯାଜପୁର : ଯାଜପୁର ଧର୍ମଶାଳା ଥାନା ଅନ୍ତର୍ଗତ ସାନରାଇପଡ଼ା ଗାଁରେ ନବଜାତ ଶିଶୁକନ୍ୟାକୁ ବିକ୍ରି ଘଟଣାରେ ଗାଁର ଅଙ୍ଗନବାଡି କର୍ମୀଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି । ଶିଶୁକୁ ୧୨ ହଜାର ଟଙ୍କାରେ ବିକ୍ରି କରିଥିବା ବାପା ମାଆ ଓ କିଣିଥିବା ଦମ୍ପତିଙ୍କ ସହ ମଧ୍ୟସ୍ଥି ଅଙ୍ଗନବାଡି କର୍ମୀ
Read More...

ଶେଷହେଲା ଓଡ଼ିଶା ଓପନ ବ୍ୟାଡମିଣ୍ଟନ : ମହିଳାରେ ଉନ୍ନତି,ପୁରୁଷରେ କିରନ ଚାମ୍ପିଅନ

କଟକ : ଶେଷ ହୋଇଛି ଓଡ଼ିଶା ଓପନ ସୁପର-୧୦୦ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆଜି ଶେଷ ହୋଇଛି । ମହିଳା ସିଙ୍ଗିଲ୍ସରେ ଉନ୍ନତି ହୁଡ୍ଡା ଓ ପୁରୁଷ ସିଙ୍ଗିଲସରେ କିରନ ଜଜ୍‌ର୍ ଚାମ୍ପିଅନ ହୋଇଛନ୍ତି । ଉନ୍ନତି ଚାମ୍ପିଅନ ହେବା ସହ ଇତିହାସ ରଚିଛନ୍ତି । ସେ କନିଷ୍ଠ ଭାରତୀୟ ଶଟଲର୍‌ ଭାବେ
Read More...

ପ୍ରାର୍ଥୀଙ୍କୁ ଚିହ୍ନ ମିଳିବା ପରେ କେରାଣ୍ଡି ପଞ୍ଚାୟତରେ ନିର୍ବାଚନୀ ଉଷ୍ଣତା ବୃଦ୍ଧି

ଗଜପତି,୩୦/୧- ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ନିର୍ବାଚନରେ ପ୍ରାର୍ଥୀଙ୍କୁ ନିଜ ନିଜର ଚିହ୍ନ ମିଳିସାରିଛି । ଫଳରେ ପଞ୍ଚାୟତରେ ନିର୍ବାଚନ ଉଷ୍ଣତା ଦେଖିବାକୁ ମିଳିଛି । କେରାଣ୍ଡି ପଞ୍ଚାୟତରେ ୭ ଗୋଟି ଗ୍ରାମରେ ଏଗାରଟି ୱାର୍ଡ଼ ରହିଥିବାବେଳେ ମୋଟ ଭୋଟର
Read More...

ମିଶନ ଜୀବିକା ଦେଖାଇଛି ଜୀଇଁବାର ନୂଆ ରାହା

ପାରଳାଖେମୁଣ୍ଡି,୩୦/୧- ଗଜପତି ଜିଲ୍ଲାରେ ଜୀବିକା ମିଶନ ଲୋକାଭିମୁଖୀ ହେବାରେ ଲାଗିଛି । ଜିଲ୍ଲାରେ ଅନେକ ମତ୍ସ୍ୟଜୀବୀ ଏହି ମିଶନ ଦ୍ୱାରା ଲାଭାନ୍ୱିତ ହେଉଛନ୍ତି । ଚଳିତ ଖରିଫ ଋତୁରେ ଗୁମ୍ମା ବ୍ଳକର ପ୍ରାୟ ୧୯ଜଣ ମାଛଚାଷୀଙ୍କୁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା , ପାରଳାଖେମୁଣ୍ଡି ୩୫୦୦୦
Read More...

ଇତିହାସ ରଚିଲେ ନାଡାଲ

ନୂଆଦିଲ୍ଲୀ : ଇତିହାସ ରଚିଲେ ରାଫେଲ ନାଦାଲ । ଅଷ୍ଟ୍ରେଲିଆନ ଓପନ ପୁରୁଷ ସିଙ୍ଗିଲ୍ସରେ ଚାମ୍ପିଅନ ହେବା ସହ ବର୍ଷର ପ୍ରଥମ ଗ୍ରାଣ୍ଡ ସ୍ଲାମ ଜିତି ସେ ଏହି କୀର୍ତ୍ତିମାନ ହାସଲ କରିଛନ୍ତି । ଏଥିସହ ସେ ୨୧ତମ ଗ୍ରାଣ୍ଡସ୍ଲାମ ଜିତି ଦୁନିଆର ସର୍ବାଧିକ ଗ୍ରାଣ୍ଡସ୍ଲାମ ଜିତିବାର ରେକର୍ଡ ନିଜ
Read More...

ଦେଶରେ କରୋନାକୁ ପୂରିଲା ଦୁଇ ବର୍ଷ : ଗଲାଣି ପାଖାପାଖି ୫ ଲକ୍ଷ ଲୋକଙ୍କ ଜୀବନ

ନୂଆଦିଲ୍ଲୀ : ଭାରତରେ କରୋନା ପ୍ରବେଶକୁ ଦୁଇ ବର୍ଷ ହୋଇଗଲାଣି । ଏହି ଦୁଇ ବର୍ଷ ମଧ୍ୟରେ କରୋନା ପାଖାପାଖି ୫ ଲକ୍ଷ ଲୋକଙ୍କ ଜୀବନ ନେଇ ସାରିଲାଣି । ଦେଶରେ ଏବେ ତୃତୀୟ ଲହର ଚାଲିଛି । ବର୍ତ୍ତମାନ ଯଦିଓ ଦୈନିକ ସଂକ୍ରମଣ କମୁଛି,ସେଥିରେ କିନ୍ତୁ ଖୁସି ହେବାର କିଛି ନାହିଁ । କାରଣ ବିପଦ ଟଳି
Read More...

ନିର୍ବାଚନ ପୂର୍ବରୁ ବନ୍ଦ ରହିବ ମଦ ଦୋକାନ

ଭୁବନେଶ୍ୱର: ଅବକାରୀ ବିଭାଗର ପକ୍ଷରୁ ବଡ଼ ପଦକ୍ଷେପ। ମଦ ମୁକ୍ତ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର ସ୍କ୍ୱାଡ ଗଠନ କରାଯିବ। ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ସବୁ ମଦ କାଉଣ୍ଟର ବନ୍ଦ ରହିବ ବୋଲି ନିଷ୍ପତି ହୋଇଛି । ଏନେଇ ଅବକାରୀ ବିଭାଗ ଡେପୁଟି କମିଶନର ରାମଚନ୍ଦ୍ର
Read More...