ଆରଏସପିରେ ଦୁର୍ଘଟଣା: ଜଣେ ମୃତ

ରାଉରକେଲା : ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ (ଆରଏସ୍‌ପି )ରେ ଆଜି ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକଙ୍କ ନାଁ ଅମର ପଣ୍ଡା । ଆହତଙ୍କ ନାଁ ସୁଶୀଲ କୁମାର ଦେବ ବୋଲି ପୁଲିସ୍‌ ପ୍ରକାଶ କରିଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ
Read More...

ଆଇପିଏଲ ପ୍ରଶଂସକଙ୍କ ପାଇଁ ଖୁସି ଖବର : ୨୫% ଦର୍ଶକଙ୍କୁ ଷ୍ଟାଡିୟମକୁ ମିଳିପାରେ ଏଣ୍ଟ୍ରି !

ନୂଆଦିଲ୍ଲୀ : ଆଇପିଏଲ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି । ଦେଶରେ କ୍ରମାଗତ ଭାବେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଆଇପିଏଲ ୨୦୨୨ ସମୟରେ ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ ପାଇଁ ଅନୁମତି ଦିଆଯାଇପାରେ । ଆଇପିଏଲର ସମସ୍ତ ଲିଗ୍‌ ମ୍ୟାଚ ମହାରାଷ୍ଟ୍ରରେ ଅନୁଷ୍ଠିତ ହେବ
Read More...

ଅସହ୍ୟ ଜାଡ଼, ୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ଅସହ୍ୟ ଜାଡ଼ରେ ଥରୁଛି ଓଡ଼ିଶା । ଆସନ୍ତାକାଲି ପର୍ଯ୍ୟନ୍ତ ଜାରି ରହିବ ଶୀତ ଲହରୀ । ପାହାଡିଆ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଅନୂଭୁତ ହେବ ପ୍ରବଳ ଜାଡ । ରାଜ୍ୟରେ ସ୍ୱାଭାବିକଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତତ ତାପମାତ୍ରା କମିବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
Read More...

ବାଲିଗୁଡ଼ାରେ ଚୋର ଆତଙ୍କ : ଗୋଟିଏ ରାତିରେ ଦୁଇଟି ଦୋକାନରୁ ଚୋରି

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଚୋର ଆତଙ୍କ । ଥାନାଠାରୁ ୨୦୦ ମିଟର ଦୂରରେ ଦୁଇ ଦୁଇଟି ଚୋରି ଅଭିଯୋଗ । ଗତକାଲି ରାତିରେ ଦୁଇଟି ଦୋକାନରୁ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ଦିବାକର ସାହୁ ନାମକ ଜଣେ ବ୍ୟବସାୟୀଙ୍କ କିରାନା ଦୋକାନରୁ ୨୫ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ସହ ବିଭିନ୍ନ
Read More...

୧୨ ଟ୍ରେନ୍‌ ବାତିଲ୍‌

ଭୁବନେଶ୍ୱର: ପଶ୍ଚିମ ବଙ୍ଗର ଖଡ଼ଗପୁର ରେଳମଣ୍ଡଳ ଅନ୍ତର୍ଗତ ହିଜଲି ଷ୍ଟେସନ୍‌ ଠାରେ ୧ ରୁ ୪ ଫେବୃଆରୀ ପର୍ଯ୍ୟନ୍ତ ନିରାପତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥରୁ ଛାଡୁଥିବା /ଆସୁଥିବା ଏବଂ ଏହା ମଧ୍ୟଦେଇ ଯାତୟାତ କରୁଥିବା ୧୨ଟି ଟ୍ରେନ ବାତିଲ ରହିବ । ସେହିପରି ୪ ଟି
Read More...

ଘରୋଇ ବସ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ

ଫୁଲବାଣୀ : ଫୁଲବାଣୀ ବାଲିଗୁଡା ମୁଖ୍ୟ ରାସ୍ତାର ଲଦା ଗାଁ ଠାରେ ଖମ୍ବେଶ୍ୱରୀ ନାମକ ଏକ ଘରୋଇ ବସ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇ ଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ଗାଁର ସିମାଞ୍ଚଳ କହଁର ଓ ଗୁରୁତର ଆହତ ଜଣକ ବନ୍ଧଗଡ଼ ପଂଚାୟତ
Read More...

ସ୍ୱର୍ଗଦ୍ୱାରରୁ ହଟିଲା କଟକଣା

ପୁରୀ : ପୁରୀ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାରୁ ମୃତ ବ୍ୟକ୍ତିଙ୍କ ଶବଦାହ କଟକଣା ହଟାଇଛି ପୁରୀ ଜିଲ୍ଲା ପ୍ରଶାସନ । ତେବେ ସ୍ୱର୍ଗ ଦ୍ୱାର ଆସୁଥିବା ମୃତ ବ୍ୟକ୍ତିଙ୍କ ପରିଜନମାନେ କୋଭିଡ ଗାଇଡ଼ ପାଳନ କରିବାକୁ ପୁରୀ ଜିଲାପାଳ ସମର୍ଥ ବର୍ମା ସମସ୍ତଙ୍କୁ ଅପିଲ କରିଛନ୍ତି । ସେହିପରି କେବଳ
Read More...

“ମୁଁ ବିଲକୁଲ କ୍ରିକେଟ ଖେଳିବାକୁ ଚାହୁଁ ନଥିଲି’

ନୂଆଦିଲ୍ଲୀ : “ମୁଁ କ୍ରିକେଟ ଖେଳିବାକୁ ଚାହୁୁଁ ନଥିଲି । ମୋର ବିଲକୁଲ ଇଚ୍ଛା ନଥିଲା । ଅବଶ୍ୟ ଏହା ଏକ ନିର୍ଦ୍ଦିଷ୍ଟ ସମୟର କଥା’ । ଏକଥା ପ୍ରକାଶ କରିଛନ୍ତି ଅଷ୍ଟ୍ରେଲିଆର ଅନ୍ୟତମ ଷ୍ଟାର କ୍ରିକେଟର ମିଚେଲ ଷ୍ଟାର୍କ । ଏକ ସାକ୍ଷାତକାର ଅବସରରେ ସେ କହିଛନ୍ତି ଯେ ବହୁ ଦିନ ତଳର କଥା ମନେ
Read More...

କୋଟିପତି ପ୍ରାଥମିକ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢାଉ

ରାୟଗଡା: କୋଟିପତି ପ୍ରାଥମିକ ଶିକ୍ଷକ । ଛନ୍ଦି ହୋଇ ପଡିଛନ୍ତି ଭିଜିଲାନ୍ସ ଜାଲରେ । ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ହୋଇଛି ଭିଜିଲାନ୍ସ ପକ୍ଷରୁ ୬ଟି ସ୍ଥାନରେ ହୋଇଛି ଆଜି ଏକାକାଳୀନ ଚଢାଉ । ଶିକ୍ଷକ ଜଣକ ହେଲେ ରାୟଗଡା ଜିଲ୍ଳା କାଶିପୁର ବ୍ଳକ କମ୍ପର ଗ୍ରାମର ପ୍ରାଥମିକ ବିଦ୍ୟାଳୟର
Read More...

ନ୍ୟାୟ ନମିଳିବା ପ୍ରତିବାଦରେ ଗ୍ରାମବାସୀଙ୍କ ପକ୍ଷରୁ ଅସ୍ତରଙ୍ଗ ଥାନା ସମ୍ମୁଖରେ ଧାରଣା

ପୁରୀ : ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ତାଳଦା ପଂଚାୟତ ଏଡବାଂସ ଗ୍ରାମରୁ ନିଖୋଜ ବିଜୟ ପରିଡା ନାମକ ଜଣେ ଯୁବକଙ୍କ ମୃତଦେହ ତାଳଦା ଗାଁ ନିକଟ ସରକାରୀ ମଦ ଦୋକାନ ପଛପଟ ଏକ ବିଲରୁ ଉଲଗ୍ନ ମୃତ ଦେହ ଉଦ୍ଧାର ଘଟଣାକୁ ଦେଢ଼ ମାସ ପରେ ମଧ୍ୟ ବିଜୟଙ୍କ ମୃତ୍ୟୁର ରହସ୍ୟ ଉନ୍ମୋଚନ ନହେବା
Read More...