ଫାଇନାଲ ପୂର୍ବରୁ ଝଟକା ଖାଇଲେ ଏହି ଷ୍ଟାର ଖେଳାଳି

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆନ ଓପନର ପୁରୁଷ ସିଙ୍ଗିଲ୍ସ ବିଭାଗରେ ଫାଇନାଲ୍‌ ମୁକାବିଲା ଖେଳିବା ପୂର୍ବରୁ ଦାନିଲ ମେଦଭେଦେଭଙ୍କୁ ଲାଗିଛି ଏକ ବଡ଼ ଝଟକା । ଏହି ଚରମ ପର୍ଯ୍ୟାୟ ଲଢେଇ ପୂର୍ବରୁ ଦଣ୍ଡିତ ହୋଇଛନ୍ତି ମେଦଭେଦେଭ । ଏକ ବିଶୃଙ୍ଖଳିତ ଆଚରଣ ସକାଶେ ତାଙ୍କ ବିରାଧରେ କାର୍ଯ୍ୟାନୁଷ୍ଠାନ
Read More...

କରୋନାର ପ୍ରଭାବ : ଅଫିସ ଯିବାକୁ ପସନ୍ଦ କରୁନାହାନ୍ତି ୮୨ ପ୍ରତିଶତରୁ ଅଧିକ କର୍ମଚାରୀ

ନୂଆଦିଲ୍ଲୀ : ଜୀବନ ଓ ଜୀବିକା ଉପରେ କରୋନା ମହାମାରୀ ବ୍ୟାପକ ଓ ଗୁରୁତର ପ୍ରଭାବ ପକାଇଛି । ଜୀବିକାକୁ ଏହା ଏତେ ପ୍ରଭାବିତ କରିଛି ଯେ ଲୋକଙ୍କ ପକ୍ଷେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି । ସଂକ୍ରମଣ କାରଣରୁ କର୍ମଚାରୀମାନେ ଅଫିସ ଯିବାକୁ ଆଉ ପୂର୍ବଭଳି ନିରାପଦ ମନେ କରୁନାହାନ୍ତି ।
Read More...

ମଞ୍ଜରେକରଙ୍କ ମହାନ ଅଧିନାୟକ ତାଲିକାରେ ସ୍ଥାନ ପାଇଲେନି ଏହି କ୍ରିକେଟର

ନୂଆଦିଲ୍ଲୀ : ବହୁ ପୂର୍ବତନ କ୍ରିକେଟର ବିରାଟ କୋହଲିଙ୍କୁ ବିଶ୍ୱର ଜଣେ ଶେଷ୍ଠ ବ୍ୟାଟସମ୍ୟାନ ତଥା ଅଧିନାୟକ ବୋଲି କହୁଥିବା ବେଳେ ଆଉ କିଛି କ୍ରିକେଟର ତାଙ୍କୁ ଏହି ମାନ୍ୟତା ଦେବାକୁ ପ୍ରସ୍ତୁତ ନୁହନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଲେ ସଞ୍ଜୟ ମଞ୍ଜରେକର । ମଞ୍ଜରେକର ତାଙ୍କର ନିଜର ମହାନ
Read More...

ଦେଶ ପାଇଁ ଇତିହାସ ରଚିଲେ ବାର୍ତି

ନୂଆଦିଲ୍ଲୀ : ନୂଆବର୍ଷରେ ଦେଶ ପାଇଁ ଇତିହାସ ରଚିଛନ୍ତି ଅଷ୍ଟ୍ରେଲିଆନ ମହିଳା ଟେନିସ ଖେଳାଳି ଆସଲେ ବାର୍ତ୍ତି । ଅଷ୍ଟ୍ରେଲିଆନ ଓପନ-୨୦୨୨ ମହିଳା ସିଙ୍ଗିଲ୍ସ ଇଭେଣ୍ଟରେ ସେ ଟାଇଟଲ ଜିତି ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଦୁନିଆର ଏକ ନମ୍ବର ଟେନିସ୍‌ ଖେଳାଳି ବାର୍ଟି ଆମେରିକାର
Read More...

ଅଜବ ବିଶ୍ୱାସ : ମାନସିକ ପୂରଣ ପାଇଁ ମନ୍ଦିରରେ କଙ୍କଡ଼ା ଅର୍ପଣ କରାଯାଏ

ଗୁଜରାଟ : ଅଞ୍ଚଳ ଓ ସଂପ୍ରଦାୟକୁ ନେଇ ଭିନ୍ନ ଭିନ୍ନ ପରମ୍ପରା ଓ ବିଧିବିଧାନ ରହିଥାଏ । ଲୋକେ ସେମାନଙ୍କ ଧର୍ମ ତଥା ସଂପ୍ରଦାୟ ଓ ବିଶ୍ୱାସକୁ ନେଇ ବିଭିନ୍ନ କାର୍ଯ୍ୟ କରିଥାନ୍ତି । ତେଣୁ ଏଥିରେ ଫରକ ରହିଥାଏ । ଏହି ରୀତିନୀତି ଯେତିକି କୌତୁହଳପ୍ରଦ ସେତିକି ବିସ୍ମୟକର ମଧ୍ୟ । ସାଧାରଣଣତଃ
Read More...

ଫେବୃଆରୀ ମାସରେ ୭ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ମାସରେ ପ୍ରାୟ ୧୨ଦିନ କାର୍ଯ୍ୟ ଦିବସରେ ବ୍ୟାଙ୍କ ବନ୍ଦ ରହିବ । ଆରବିଆଇର କ୍ୟାଲେଣ୍ଡର ଅନୁଯାୟୀ ଏହି ସୂଚନା ଜଣାପଡିଛି । ଫେବୃଆରୀ ମାସରେ ୫ତାରିଖ ଟି ସରସ୍ୱତୀ ପୂଜା ବନ୍ଦ ରହୁଥିବା ବେଳେ ୧୫ ତାରିଖ ମହମ୍ମଦ ହଜରତ୍‌ ଅଲ୍ଲୀଙ୍କ ପାଇଁ ବନ୍ଦ ରହିବ, ୧୬ ତାରିଖ
Read More...

ଗାନ୍ଧିଧାମ-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ପୁରୀ ଅଭିମୁଖେ ଆସୁଥିବା ଗାନ୍ଧିଧାମ-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି । ମହାରାଷ୍ଟ୍ର ମନ୍ଦୁରବାର ଠାରେ ଏହି ଅଘଟଣ ଘଟିଛି । ଏକ୍ସପ୍ରେସ ଟ୍ରେନ୍‌ଟି ଓଡିଶା ଅଭିମୁଖେ ଆସୁଥିବା ବେଳେ ଏହାର ଏକ ପ୍ୟାଣ୍ଟ୍ରିକାରରେ ନିଆଁ ଲାଗି
Read More...

ଭିଡିଓ : ୪କି.ମି. ଦଉଡିଲା ଜଳନ୍ତା ଟ୍ରକ୍‌, ଜାଣିପାରିଲେଣି ଡ୍ରାଇଭର

ପାଲଘର(ମହାରାଷ୍ଟ୍ର): ବର୍ଣ୍ଣିଂ ଟ୍ରେନ୍‌ ବା ଜଳନ୍ତା ଟ୍ରେନ୍‌ ଘଟଣାର ଉଦାହରଣ ରହିଛି । ଅନେକ ସମୟରେ ଟ୍ରେନ୍‌ ଯାଉଥିବା ବେଳେ ସେଥିରେ ନିଆଁ ଲାଗିବା ଏବଂ ବହୁ କିଲୋମିଟର ଧରି ଅଗ୍ରସର ହେବାର ନଜିର ରହିଛି । କିନ୍ତୁ ଏକ ବସ୍‌ କିମ୍ବା ଟ୍ରକ୍‌ ଜଳନ୍ତା ଅବସ୍ଥାରେ ଦୀର୍ଘ ପଥ ଧରି ତୀବ୍ର
Read More...

ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଆକସ୍ମିକ ମୃତ୍ୟୁ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଳକ ୮ ନମ୍ବର ଜୋନ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ଅନାଦି ଚରଣ ସିଂଙ୍କ ଆକସ୍ମିକ ମୃତ୍ୟୁ ହୋଇଛି । ଆଜି ସକାଳ ସମୟରେ ସେ ଘରେ ଥିବା ସମୟରେ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ପ୍ରଥମେ ଘଟଗାଁ ମେଡିକାଲ ଏବଂ ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ
Read More...

ଫେବୃଆରୀ ୧୩ ରୁ ଆରମ୍ଭ ହେବ ରଣଜୀ ଟ୍ରଫି, ସ୍ପଷ୍ଟ କଲେ ବିସିସିଆଇର ସଭାପତି

ନୂଆଦିଲ୍ଲୀ : କ୍ରିକେଟ୍‌ ବୋର୍ଡ ଅଫ୍‌ ଇଣ୍ଡିଆ (ବିସିସିଆଇ) ରଣଜୀ ଟ୍ରଫି ୨୦୨୨ ର ତାରିଖ ଘୋଷଣା କରିଛି । ଗତ ବର୍ଷ କରୋନା ମହାମାରୀ ହେତୁ ଏହି ଟୁର୍ନାମେଣ୍ଟ ଆୟୋଜିତ ହୋଇନଥିଲା ଏବଂ ଏଥର ଜାନୁଆରୀ ୧୩ ରୁ ଆରମ୍ଭ ହେବାକୁ ଯୋଜନା କରାଯାଇଥିଲା, କିନ୍ତୁ ଦେଶର ତୃତୀୟ ଲହରକୁ ଦୃଷ୍ଟିରେ ରଖି
Read More...