ଏଥର ବି ଖଣ୍ଡଗିରି ଯାତ୍ରା ବନ୍ଦ

ଭୁବନେଶ୍ୱର: ମିଳିଲାନି ଅନୁମତି । ଦ୍ୱିତୀୟ ଥର ପାଇଁ ଖଣ୍ଡଗିରି ମେଳାରେ ବନ୍ଦ ହେଲା ଯାତ୍ରା । ଗତବର୍ଷ ପରି ଏବର୍ଷ ବି ହେବନି ଯାତ୍ରା । ଯେଉଁଥିପାଇଁ ଯାତ୍ରା ଦଳ, କଳାକାର, କମିଟି ସମସ୍ତେ ନିରାଶ ହୋଇଛନ୍ତି ।ଗତ ୨୫ ତାରିଖରେ ଖଣ୍ଡଗିରିର ବିଭିନ୍ନ ଯାତ୍ରା କମିଟି ମାନଙ୍କ ପକ୍ଷରୁ ଯାତ୍ରା
Read More...

ମନ୍ଦିରରୁ ପ୍ରାଚୀନ ଅଷ୍ଟଧାତୁର ମୂର୍ତ୍ତି ଚୋରୀ

ପୁରୀ,୨୯/୧- ପୁରୀ ଜିଲ୍ଲାରେ ମାତିଛନ୍ତି ମନ୍ଦିର ଲୁଟେରା । ପୋଲିସକୁ ଖୁଲମଖୁଲା ଚ୍ୟାଲେଞ୍ଜ କରି ଚୋରି କରି ନେଇଛନ୍ତି ପ୍ରାଚୀନ ଅଷ୍ଟଧାତୁ ମୂର୍ତ୍ତିର୍ି । ପୁରୀ ସଦର ବ୍ଲକ ଚନ୍ଦନପୁର ଥାନା ଅନ୍ତର୍ଗତ ଗଡମୃଗଶୀରା ଗ୍ରାମର ପ୍ରାଚୀନ ବଟେଶ୍ୱର ମନ୍ଦିରରୁ ୪୫ କେଜିରୁ ଅଧିକ ହେବ ଅଷ୍ଟଧାତୁରେ
Read More...

ପାଟଣାଗଡ଼ରେ ପ୍ରାଥମିକ ଚକ୍ଷୁ ପରୀକ୍ଷା କେନ୍ଦ୍ର ଶୁଭାରମ୍ଭ

ପାଟଣାଗଡ଼,୨୯/୧- ପ୍ରାଥମିକ ଚକ୍ଷୁ କେୟାର ୟୁନିଟ ଓ ମହାନଦୀ ନେତ୍ର ଚିକିତ୍ସାଳୟ ସୋନପୁର ପକ୍ଷରୁ ଆଜି ପାଟଣାଗଡ଼ ଦଶମତୀ ଗଳିର ଏକ ଷ୍ଟଲ୍‌ ଠାରେ ବେସରକାରୀ ଭାବରେ ପ୍ରାଥମିକ ଚକ୍ଷୁ ପରୀକ୍ଷା କେନ୍ଦ୍ରର ଶୁଭାରମ୍ଭ ହୋଇଯାଇଛି । ଏହାକୁ ସାଂସଦ ସଂଗୀତା କୁମାରୀ ସିଂଦେଓ, ପୂର୍ବତନ ବିଧାୟକ
Read More...

୩ ମେୟର ପଦ ପାଇଁ ପ୍ରକାଶ ପାଇଲା ଚୂଡ଼ାନ୍ତ ସଂରକ୍ଷଣ ତାଲିକା

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପରେ ପରେ ହେବ ପୌର ନିର୍ବାଚନ। ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଏହିକ୍ରମରେ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମେୟର ପଦବୀ ପାଇଁ ସଂରକ୍ଷଣ ତାଲିକା ଚୂଡ଼ାନ୍ତ ହୋଇଛି। ନଗର ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି।
Read More...

ରାଜ୍ୟରେ ୫ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର:  ରାଜ୍ୟରେ ତଳମୁହାଁ ହେଉଥିବା ଦୈନିକ ସଂକ୍ରମଣ ଆଜି ୫ ହଜାର ତଳକୁ ଖସିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪,୮୪୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ୨,୮୦୯ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୨,୦୩୩ ଟି ହେଉଛି ଲୋକାଲ୍ କେସ୍‌। ନୂଆ ଆକ୍ରାନ୍ତଙ୍କ
Read More...

ବୌଦ୍ଧ ବ୍ଲକ ସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ

ବୌଦ୍ଧ : ବୌଦ୍ଧ ବ୍ଲକସ୍ତରୀୟ ଜାନୁଆରୀ ମାସର ଦ୍ୱିତୀୟ ଶିକ୍ଷା ସମୀକ୍ଷା ବୈଠକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟରେ ଶ୍ରେଣୀ ଶିକ୍ଷାଦାନ ବନ୍ଦ ଥିବାରୁ ସମସ୍ତ ଶିକ୍ଷକ
Read More...

ପବ୍‌ଜିର ଭୟାନକ ପରିଣାମ : ଗେମ୍‌ ନିଶାରେ ପୂରା ପରିବାରକୁ ମାରିଦେଲା ବାଳକ

ଲାହୋର: ପବଜି ଭଳି ଅନଲାଇନ ଗେମ୍‌ ପିଲାମାନଙ୍କୁ କିଭଳି ବିପଦରେ ପକାଉଛି,ତାହାର ଏକାଧିକ ନଜିର ରହିଛି । ଏପରି କି,ପିଲାଙ୍କ ଜୀବନ ଚାଲିଯାଉଛି ଏବଂ ଘରଲୋକେ ମଧ୍ୟ ଭୟଙ୍କର ବିପଦର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଏଭଳି ଗେମ ଖେଳୁଥିବା ପିଲା ଯେ ଘର ଲୋଙ୍କୁ ହତ୍ୟା କରିଦେବ,ତାହା ଚିନ୍ତା
Read More...

ସ୍ପଟ ଫିକ୍ସିଂ ମାମଲାରେ ୩ ବର୍ଷ ବାସନ୍ଦ ହେଲେ ବ୍ରେଣ୍ଡନ ଟେଲର

ଦୁବାଇ: ସ୍ପଟ ଫିକ୍ସିଂ ଘଟଣା ଜିମ୍ବାୱେର ଜଣାଶୁଣଶ କ୍ରିକେଟର ବ୍ରେଣ୍ଡନ ଟେଲରଙ୍କ ପାଇଁ ମହଙ୍ଗା ପଡ଼ିଛି । ଏହି ମାମଲାରେ ଆଇସିସି ତାଙ୍କୁ ଆଇସିସି ୩ ବର୍ଷ ପାଇଁ ବାସନ୍ଦ କରିଛି । ଫଳରେ ଆସନ୍ତା ତିନି ବର୍ଷ ସେ କୌଣସି ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇପାରିବେ ନାହିଁ । କିଛି ଦିନ ପୂର୍ବରୁ
Read More...

ଫେବୃଆରୀ ପହିଲାରୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର

ପୁରୀ : ଆସନ୍ତା ଫେବୃୟାରୀ ୧ ତାରିଖରୁ ଖୋଲିବ ଶ୍ରୀମନ୍ଦିର । କୋଭିଡ କଟକଣା ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ ହେବ ବୋଲି ନିଷ୍ପତ୍ତି ନେଇଛି ଛତିଶା ନିଯୋଗ । ସଂକ୍ରମଣ ସ୍ଥିତି ନିୟନ୍ତ୍ରଣରେ ରହିଥିବାରୁ ଶ୍ରୀମନ୍ଦିର ଖୋଲିବା ପାଇଁ ସର୍ବସମ୍ମତ ପ୍ରସ୍ତାବ ନିଆଯାଇଛି । ଶ୍ରୀମନ୍ଦିର ସାନିଟାଇଜ
Read More...

ଅନନ୍ତ ନାଗେଶ୍ୱରନ ହେଲେ ନୂଆ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା

ନୂଆଦିଲ୍ଲୀ: ଡ. ଭି ଅନନ୍ତ ନାଗେଶ୍ୱରନ ହେଲେ ଦେଶର ନୂଆ ଅର୍ଥନୈତିକ ପରାମର୍ଶଦାତା(ସିଇଏ) । କେନ୍ଦ୍ର ସରକାର ଆଜି ତାଙ୍କୁ ଏହି ପଦରେ ନିଯୁକ୍ତି ଦେଇଛନ୍ତି । ଆସନ୍ତା ୧ ତାରିଖରେ କେନ୍ଦ୍ର ବଜେଟ ଆସିବାକୁ ଥିବାବେଳେ ଆଜି ଏହି ପଦକ୍ଷେପ ନେଇଛନ୍ତି ସରକାର । ସିଇଏ ହେଉଛନ୍ତି ଅର୍ଥନୈତିକ
Read More...