ଉପରାଷ୍ଟ୍ରପତିଙ୍କୁ କରୋନା
ନୂଆଦିଲ୍ଲୀ : ଦେଶର ଉପରାଷ୍ଟ୍ରପତି ଏମ ଭେଙ୍କିଆ ନାଇଡ଼ୁ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ଆଜି ତାଙ୍କର କୋଭିଡ ରିପୋର୍ଟ ପଜିଟିଭ ଆସିଛି । ଆଜି ସେ ଏନେଇ ଟୁଇଟକରି ଜଣାଇଛନ୍ତି । ଏହାକୁ ମିଶାଇ ସେ ଦୁଇ ଥର କୋଭିଡରେ ସଂକ୍ରମିତ ହେଲେଣି । ଏବେ ସେ ହୋଇଦ୍ରାବାଦରେ ଅଛନ୍ତି । ପଜିଟିଭ!-->…
Read More...
Read More...