ଜେଜେ ମା ର ତଣ୍ଟିଚିପି ହତ୍ୟା କଲା ନାତି
ରାଇକିଆ/ଘୁ.ଉଦୟଗିରି,୨୨/୧- ରାଇକିଆ ବ୍ଳକ ଅନ୍ତର୍ଗତ ମଣ୍ଡାକିଆ ପଞ୍ଚାୟତ କାମ୍ବାଗୁଡା଼ ଗ୍ରାମର ଅଭାବନୀୟ ଘଟଣା ଘଟିଛି । ଜେଜେମା ସରୋଜିନୀ ପ୍ରଧାନ ବୟସ ୮୦ ବର୍ଷ ଏବଂ ନାତି ମନୋଜ ପ୍ରଧାନ ବୟସ ୩୦ ବର୍ଷ । ମନୋଜ ଜଣେ ମାନସିକ ରୋଗୀ ଦୁଇଜଣ ଗୋଟିଏ ଘରେ ରହୁଥିଲେ । କୌଣସି କାରଣରୁ ଜେଜେ ଓ!-->…
Read More...
Read More...