ସୁବର୍ଣ୍ଣପୁର ମହାନଦୀ ପୋଲ ଉପରେ ମର୍ମନ୍ତୁଦ ଦୁର୍ଘଟଣା : ୫ମୃତ,୪ଗୁରୁତର

ସୋନପୁର,୨୨/୧- ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାର ମହାନଦୀ ପୋଲ ଉପରେ ବୋଲେରୋ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଛି ଓ ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ
Read More...

ଶେଷହେଲା ପଞ୍ଚାୟତ ନାମାଙ୍କନ ଦାଖଲ : ଜାଣନ୍ତୁ,କେଉଁ ପଦ ପାଇଁ କେତେ ପ୍ରାର୍ଥୀ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ଶେଷ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ରାଜ୍ୟ ନିର୍ବାଚନ କମିଶନଙ୍କ ସୂଚନା ମୁତାବକ, ୱାର୍ଡମେମ୍ବର ପଦ ପାଇଁ ମୋଟ ୧,୬୨,୨୯୭ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିଭଳି ସରପଞ୍ଚ ପଦ ପାଇଁ ମୋଟ ୩୪,୬୧୩ ଜଣ ପ୍ରାର୍ଥୀ, ସମିତି ସଭ୍ୟ
Read More...

ଟେଷ୍ଟ ଗଲା,ଦିନିକିଆ ବି ଗଲା : ଦୁଇଟିଯାକ ସିରିଜରେ ହାରିଲା ଭାରତ

ପାର୍ଲ : ଟେଷ୍ଟ ଗଲା,ଦିନିକିଆ ବି ଗଲା । ଦକ୍ଷିଣ ଆଫ୍ରିକା ମାଟିରେ ଭାରତ ଦୁଇଟିଯାକ ସିରିଜ ହାରିଲା । ଏହା ଭାରତୀୟ ପ୍ରଶଂସକମାନଙ୍କୁ ଭୀଷଣଭାବରେ ମର୍ମାହତ କରିଛି । ଆଜି ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଭାରତ ଘରୋଇ ଦଳଠାରୁ ୭ ୱିକେଟରେ ପରାସ୍ତ ହୋଇଛି । ପ୍ରଥମ ଦିନିକିଆରେ ଭାରତ ୩୧ ରନରେ
Read More...

ଭୟଙ୍କର ମୃତ୍ୟୁ : ବରଫ ପାଲଟିଗଲେ ୪ ଭାରତୀୟ

ଟରେଣ୍ଟୋ : ମୃତ୍ୟୁ କାହା ପାଖକୁ କେମିତି ଆସେ । କିଏ ଝୁଣ୍ଟିକି ଚାଳିଯାଉଛି ତ ଆଉ କିଏ ବସିଥିବା ଅବସ୍ଥାରେ ପ୍ରାଣ ହରାଉଛି । ତେବେ କେହି କେହି ଅତି ଭୟଙ୍କର ମୃତ୍ୟୁର ସାମ୍ନା କରିଥାନ୍ତି । ଅର୍ଥାତ ସେମାନଙ୍କ ମୃତ୍ୟୁ ଅତି ଭୟାନକ ହୋଇଥାଏ । ସେହିଭଳି ମୃତ୍ୟୁର ଶିକାର ହୋଇଛନ୍ତି ଏକ
Read More...

କୋ-ୱିନ ଆପରେ ଆସିଲା ବଡ଼ ସୁବିଧା : ଏଣିକି ଗୋଟିଏ ମୋବାଇଲ ନମ୍ବରରୁ ୬ ଜଣଙ୍କ ଟିକାକରଣ ପାଇଁ ପଞ୍ଜିକରଣ

ନୂଆଦିଲ୍ଲୀ : ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ କେନ୍ଦ୍ର ସରକାର କୋ-ୱିନ ଆପରେ କିଛିଟା ପରିବର୍ତ୍ତନ କରିଛନ୍ତି । କୋ-ୱିନ ଆପରେ ଏଣିକି ଗୋଟିଏ ମୋବାଇଲ ନମ୍ୱରରୁ ୬ ଜଣଙ୍କ ଟିକାକରଣ ପାଇଁ ପଞ୍ଜିକରଣ କରାଯାଇ ପାରିବ । ଏହା ପୂର୍ବରୁ ଗୋଟିଏ ନମ୍ୱରରୁ ଚାରି ଜଣଙ୍କ ଟିକାକରଣ ପାଇଁ ପଞ୍ଜିକରଣ
Read More...

୩୫ ୟୁଟ୍ୟୁବ୍‌ ଚ୍ୟାନେଲକୁ ବ୍ୟାନ୍‌ କଲା କେନ୍ଦ୍ର

ନୂଆଦିଲ୍ଲୀ : ଭାରତ ବିରୋଧୀ ଅପପ୍ରଚାର ଏବଂ ମିଥ୍ୟା ଖବର ପ୍ରସାରଣରେ ଲିପ୍ତ ଥିବା ୟୁଟ୍ୟୁବ ଚାନେଲଗୁଡ଼ିକ ବିରୋଧରେ ଆଜି କେନ୍ଦ୍ର ସରକାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏଭଳି କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ସରକାର ୩୫ଟି ୟୁଟ୍ୟୁବ ଚାନେଲକୁ ବ୍ଳକ୍‌
Read More...

ଆଇଏଏସ ପଦବୀକୁ ପଦୋନ୍ନତି ପାଇଲେ ୧୧ ବରିଷ୍ଠ ଓଏଏସ୍‌

ଭୁବନେଶ୍ୱର : ଓଡିଶା ପ୍ରଶାସନିକ ସେବା(ଓଏଏସ)ର ୧୧ଜଣ ବରିଷ୍ଠ ଅଧିକାରୀ ଆଇଏଏସ୍‌ ପଦବୀକୁ ପଦୋନ୍ନତି ପାଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଜାରି ହୋଇଥିବା ବିଜ୍ଞପ୍ତିରୁ ଏହା ଜଣାପଡ଼ିଛି । ଏହି ଅଧିକାରୀମାନଙ୍କୁ ୨୦୨୦ ସିଲେକ୍ଟ ଲିଷ୍ଟରେ ସାମିଲ କରାଯାଇଛି । ପରବର୍ତ୍ତୀ ସମୟରେ
Read More...

ନାବାଳିକା ଦୁଷ୍କର୍ମକାରୀକୁ ୧୦ ଜେଲ୍‌

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ୱତନ୍ତ୍ର କୋର୍ଟ ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାରଣ କରି କନ୍ଧମାଳ ଜିଲ୍ଲା କୋଟଗଡ ଥାନା କେସ ନମ୍ବର ୪୯/୧୬ ଅଭିଯୁକ୍ତ ମୁକୁନ୍ଦ ମଲ୍ଲିକକୁ(୨୫) ଦୋଷୀ ସାବ୍ୟସ୍ତ କରି ତାକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସମେତ
Read More...

ଶେଷ ଦିନରେ ୭୬ଜଣ ପ୍ରାର୍ଥୀ ନାମାଙ୍କନପତ୍ର କଲେ ଦାଖଲ

ଘୁ ଉଦୟଗିରି : ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିବସରେ ଘୁ.ଉଦୟଗିରି ବ୍ଲକର ୮ଗୋଟି ପଞ୍ଚାୟତର ବିଭିନ୍ନ ପଦବୀ ନିମନ୍ତେ ଆଜି ୭୬ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଗ୍ରେସିଙ୍ଗିଆ ପଞ୍ଚାୟତରୁ ୱାର୍ଡମେମ୍ବର ପାଇଁ ୧୧ଜଣ, ସମିତିସଭ୍ୟ ପାଇଁ ୨ଜଣ, ରଟିଙ୍ଗିଆ ପଞ୍ଚାୟତର ୱାର୍ଡମେମ୍ବର ପାଇଁ
Read More...

ଷଷ୍ଠ ବିଂଶତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ

ଘୁ ଉଦୟଗିରି : କନ୍ଧମାଳ ଜିଲ୍ଲାର ଘୁ ଉଦୟଗିରି ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଆଜି ଷଷ୍ଠ ବିଂଶତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଆୟୋଜିତ କରାଯାଇଥିଲା ।ଏହି ବୈଠକଟି ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଅନଲାଇନ ମାଧ୍ୟମରେ ଆୟୋଜିତ କରାଯାଇଥିଲା । ଏହି ବୈଠକଟିରେ ଓୟୁଏଟିର କୃଷି
Read More...