ବୌଦ୍ଧଜିଲ୍ଲା: ଅନ୍ତିମ ଦିନରେ ୧୦୫୪ ଜଣ ପ୍ରାର୍ଥୀ ଦାଖଲକଲେ ନାମାଙ୍କନ ପତ୍ର

ବୌଦ୍ଧ,୨୧/୧ - ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପ୍ରକ୍ରିୟା ପାଇଁ ଆଜି ଅନ୍ତିମ ଦିନରେ ବୌଦ୍ଧ ଜିଲ୍ଲାରେ ୧୦୫୪ଟି ନାମାଙ୍କନ ପତ୍ର ଦାଖଲ ହୋଇଛି । ଶେଷ ଦିନରେ ବୌଦ୍ଧବ୍ଲକରୁ ୨୧୬ ଜଣ ୱାର୍ଡମେମ୍ବର, ୪୧ ଜଣ ସରପଞ୍ଚ, ୮୪ଜଣ ସମିତିସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୬ଜଣ ନାମାଙ୍କନ
Read More...

ସୁପ୍ରିମ କୋର୍ଟ ବାହାରେ ଆତ୍ମାହୁତି ଉଦ୍ୟମ

ନୂଆଦିଲ୍ଲୀ :  ଶୁକ୍ରବାର ନୋଏଡ଼ାରେ ରହୁଥିବା ଜଣେ ୫୦ ବର୍ଷୀୟ ବ୍ୟକ୍ତି ସୁପ୍ରିମ କୋର୍ଟ ବାହାରେ  ନିଜ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଛନ୍ତି । କିନ୍ତୁ କୋର୍ଟ ପରିସରରେ ନିୟୋଜିତ ହୋଇଥିବା ପୋଲିସ କର୍ମଚାରୀ ଠିକ ସମୟରେ ନିଆଁକୁ ଆୟତ୍ତ କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ
Read More...

କିଏ କେଉଁଠି କରିବେ ଜାତୀୟ ପତାକା ଉତ୍ତୋଳନ

ଭୁବନେଶ୍ୱର: କରୋନା ସଂକ୍ରମଣ ମଧ୍ୟରେ ଏଥର ରାଜ୍ୟବ୍ୟାପୀ ୭୩ତମ ଗଣତନ୍ତ୍ର ଦିବସ ପାଳନ କରାଯିବ । ଭୁବନେଶ୍ୱରସ୍ଥିତ ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପତାକା ଉତ୍ତୋଳନ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିବେ । ମୁଖ୍ୟମନ୍ତ୍ରୀ
Read More...

ବୌଦ୍ଧ: ବିଜେପି ତରଫରୁ ୯ଟି ଜିଲ୍ଲା ପରିଷଦ ଜୋନ ପାଇଁ ବିଜେପିର ପ୍ରାର୍ଥୀ ପତ୍ର ଦାଖଲ

ବୌଦ୍ଧ,୨୧/୧ - ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଅନ୍ତିମ ଦିନରେ ସମସ୍ତ ୯ଟି ଜୋନ୍‌ ପାଇଁ ବିଜେପିର ପ୍ରାର୍ଥୀପତ୍ର ଦାଖଲ ହୋଇଛି । ଜୋନ୍‌ ନଂ ୧ରୁ ଶ୍ରୀମତୀ ପଦ୍ମା କହଁର, ଜୋନ୍‌ ନଂ ୨ରୁ ଶ୍ରୀମତୀ ପଦ୍ମାବତୀ ପ୍ରଧାନ, ଜୋନ୍‌ ନଂ ୩ରୁ ରମେଶ ପ୍ରସାଦ
Read More...

ବୌଦ୍ଧର ସମସ୍ତ ୯ ଟି ଜିଲ୍ଲା ପରିଷଦ ଜୋନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ

ବୌଦ୍ଧ,୨୧/୧- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ଆଜି କଂଗ୍ରେସ ତରଫରୁ ସମସ୍ତ ୯ ଟି ଜୋନରେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ପ୍ରାର୍ଥୀପତ୍ର ଦାଖଲ କରାଯାଇଛି । ୧ନଂ ଜୋନରୁ କୁମୁଦିନୀ ମିର୍ଦ୍ଧା,୨ନଂ ଜୋନରୁ କଳାକାନ୍ତି ଦଳବେହେରା, ୩ ନଂ ଜୋନରୁ କର୍ମୁ
Read More...

ଟାକରା ପଞ୍ଚାୟତରେ ହେବ ଦ୍ୱିମୁଖି ପ୍ରତିଦ୍ୱନ୍ଦିତା

ଦଶପଲ୍ଲା: ଦଶପଲ୍ଲା ବ୍ଲକ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରାମପଂଚାୟତ ହେଲା ଟାକରା ଗ୍ରାମପଂଚାୟତ । ପଞ୍ଚାୟତ ନିର୍ବାଚନ ପାଇଁ ଜାରି ରହିଥିବା ନାମାଙ୍କନ ଦାଖଲର ଆଜି ଶେଷଦିନ । ଆଜିସୁଦ୍ଧା ଟାକରା ପଞ୍ଚାୟତ ପାଇଁ ସରପଞ୍ଚ ପ୍ରାର୍ଥୀ ଭାବରେ ସ୍ଥାନୀୟ ସମାଜସେବୀ ଜଗବଂଧୁ ଆଚାର୍ଯ୍ୟ ଓ ଆଦିବାସୀ
Read More...

ଶୂନରେ ଆଉଟ ହୋଇ ବି କୀର୍ତ୍ତିମାନ ହାସଲ କଲେ କୋହଲି

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆରେ ବିରାଟ କୋହଲି ଅର୍ଦ୍ଧଶତକ କରିଥିଲେ । କିନ୍ତୁ ଆଜି ଅନୁଷ୍ଠିତ ଦିନିକିଆ ମ୍ୟାଚରେ ସେ ପ୍ରଶଂସକଙ୍କୁ ନିରାଶ କରିଛନ୍ତି । ମାତ୍ର ୫ଟି ବଲ୍‌ ଖେଳି ସେ ଶୂନରେ ଆଉଟ ହୋଇଛନ୍ତି । ତେବେ ଶୂନରେ ଆଉଟ ହୋଇ ବି ସେ ନିଜ ନାମରେ ଅର୍ଜନ
Read More...

ଟେଷ୍ଟ ଅଧିନାୟକ ପଦ ପାଇଁ ଏହି କ୍ରିକେଟରଙ୍କୁ ଶ୍ରେଷ୍ଠ ବୋଲି କହିଲେ ପିଟରସେନ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜରେ ଭାରତର ଶୋଚନୀୟ ପରାଜୟ ପରେ ଏହି ଲମ୍ବା ଫର୍ମାଟର ଅଧିନାୟକ ପଦରୁ ବିରାଟ କୋହଲି ଇସ୍ତଫା ଦେଇଛନ୍ତି । ଆଉ ତା ପରଠୁ ନୂଆ ସମ୍ଭାବ୍ୟ ଅଧିନାୟକ ନାଁକୁ ନେଇ ଗଣମାଧ୍ୟମରେ କଳ୍ପନାଜଳ୍ପନା ଲାଗିରହିଛି । ବର୍ତ୍ତମାନ ସୁଦ୍ଧା ଏକାଧିକ
Read More...

ମୋଦି ବିଶ୍ୱର ନମ୍ବର ୱାନ୍‌ ଲୋକପ୍ରିୟ ନେତା : ଷଷ୍ଠ ସ୍ଥାନରେ ବାଇଡେନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୧% ଭୋଟ ସହ ବିଶ୍ୱସ୍ତରୀୟ ନେତାଙ୍କ ମଧ୍ୟରେ ଶୀର୍ଷରେ ରହିଛନ୍ତି । ୧୩ଟି ବିଶ୍ୱ ନେତାଙ୍କ ତାଲିକାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୪୩ ପ୍ରତିଶତ ରେଟିଂ ସହ ଷଷ୍ଠ ସ୍ଥାନରେ ରହିଛନ୍ତି । କାନାଡାର ରାଷ୍ଟ୍ରପତି ଜଷ୍ଟିନ ଟ୍ରୁଡୋ ମଧ୍ୟ ୪୩%
Read More...

ରାଜ୍ୟରେ ଆଜିଠୁ ୪ ଦିନ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ.ଆର ବିଶ୍ୱାସ ସୂଚନା ଦେଇଛନ୍ତି।ପାଣିପାଗ ବିଭାଗର ସୂଚନା ଅନୁସାରେ,
Read More...