ଅର୍ଦ୍ଧ ନିର୍ମିତ ବିଶ୍ରାମାଗାର ପୂର୍ଣ୍ଣ ହେବ କେବେ ?
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିରୁକୁଡି ଗ୍ରାମ ପଞ୍ଚାୟତର ଖଉମୁଣ୍ଡା ଛକରେ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ୱ ହେବ ଯାତ୍ରୀ ବିଶ୍ରାମାଗାର ଅର୍ଦ୍ଧ ନିର୍ମାଣ ହୋଇ ପଡିରହିଛି । ନିର୍ବାହୀ ଅଧିକାରୀ ପିରିକୁଡିଙ୍କୁ ପଚାରିବାରୁ ତାଙ୍କ ଜ୍ଞାତରେ ନାହିଁ କହୁଛନ୍ତି । ଯେଉଁ!-->…
Read More...
Read More...