କୋହଲିଙ୍କ ଇସ୍ତଫା ଉପରେ ଏମିତି ବୟାନ ଦେଲା ବିସିସିଆଇ
ମୁମ୍ବାଇ: ଟେଷ୍ଟ ଅଧିନାୟକ ପଦରୁ ବିରାଟ କୋହଲିଙ୍କ ଇସ୍ତଫା ଏବେ କ୍ରିକେଟ ଜଗତରେ ଝଡ଼ ସୃଷ୍ଟି ହୋଇଛି । ଅନେକ ବ୍ୟକ୍ତି ବିସିସିଆଇକୁ ଟାର୍ଗେଟ କରିଛନ୍ତି । ଏହାରି ଭିତରେ ବିସିସିଆଇ ଆଜି ବୟାନ ଜାରି କରିଛି । ବୋଡର଼୍ ଟ୍ୱିଟକରି କହିଛି,ଏହା(ଇସ୍ତଫା) ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ।!-->…
Read More...
Read More...