ସାଂପ୍ରତିକ ପରିସ୍ଥିତିରେ ସାମ୍ବାଦିକଙ୍କର ଭୂମିକା ସଂପର୍କରେ ଆଲୋଚନାଚକ୍ର,ସାମ୍ବାଦିକତା ସମାଜର ଏକ ଅବିଛେଦ ଅଙ୍ଗ :…

ନବରଙ୍ଗପୁର: ଜିଲା ପ୍ରଶାସନ ପକ୍ଷରୁ ଜିଲାପଞ୍ଚାୟତ ସାଧନକେନ୍ଦ୍ର ଠାରେ ସାଂପ୍ରତିକ ପରିସ୍ଥିତିରେ ସାମ୍ବାଦିକମାନଙ୍କର ଭୂମିକା ସଂପର୍କରେ ଏକ ଜିଲାସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ଡଃ. କମଳଲୋଚନ ମିଶ୍ର ଯୋଗଦେଇ ସମାଜର ବିକାଶରେ ସାମ୍ବାଦିକ
Read More...

ଅବ୍ୟବସ୍ଥା ଘେରରେ ମହାରାଜା ଉଚ୍ଚବିଦ୍ୟାଳୟ

ସୁବର୍ଣ୍ଣପୁର,୩୦/୧୨- ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ୱହେଲା ମହାରାଜା ଉଚ୍ଚବିଦ୍ୟାଳୟରେ ନିୟମିତ ପ୍ରଧାନ ଶିକ୍ଷକ ନାହାନ୍ତି । ରାଜ୍ୟର ଶତାୟୁ ଏହି ଶିକ୍ଷା ଅନୁଷ୍ଠାନ ଏବେ ବିନା କିରାଣୀରେ ଚାଲୁଛି । ଆବଶ୍ୟକ ଶିକ୍ଷକ ଅଭାବରେ ଏହି ପୁରାତନ ଶିକ୍ଷାନୁଷ୍ଠାନର ଶୈକ୍ଷିକ ସୌଧ ସମ୍ପୂର୍ଣ୍ଣ ଭୁଶୁଡି
Read More...

ଫିରିଙ୍ଗିଆ ଘାଟିସାହିରେ କୁଣ୍ଡ ଜରିଆରେ ମାଛଚାଷ ପ୍ରକଳ୍ପ ଶୁଭାରମ୍ଭ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଘାଟିସାହିଠାରେ ଓଡିଶା ଜିବୀକା ମିଶନ ତରଫରୁ କୁଣ୍ଡ ଜରିଆରେ ମାଛ ଚାଷ କାର୍ଯ୍ୟକ୍ରମ ପାଇଁ ଏକ ପ୍ରକଳ୍ପର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଫିରିଙ୍ଗିଆ ଘାଟିସାହି ଠାରେ ଥିବା କୁଙ୍ଗୁର କୁପଡା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏହି
Read More...

ଗୋଚ୍ଛାପଡା ବନ ବିଭାଗ ପକ୍ଷରୁ ଜଙ୍ଗଲରେ ଚାରା ରୋପଣ ଓ ଜଙ୍ଗଲରେ ନିଆଁ ସମ୍ପର୍କିତ କର୍ମଶାଳା

ଫୁଲବାଣୀ:କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବନବିଭାଗ ରେଞ୍ଜ ଅଧିନରେ ଥିବା ଗୋଛାପଡା ବନବିଭାଗ ତରଫରୁ ଚାରା ରୋପଣ କାର୍ଯ୍ୟକ୍ରମ ଓ ଜଙ୍ଗଳକୁ ନିଆଁ ଦାଉରୁ କିଭଳି ରକ୍ଷା କରାଯାଇପାରିବ ସେନେଇ ଏକ ସଚେତନାତା କର୍ମଶାଳା ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଗୋଚ୍ଛାପଡା ଫରେଷ୍ଟର
Read More...

ଦଶପଲ୍ଲା ଏନ୍‌ଏସିର ସ୍ୱଚ୍ଛତା ରାଲି

ଦଶପଲ୍ଲା : ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବବ୍ରତ କରଙ୍କ ସଂଯୋଜନାରେ ଏକ ସ୍ୱଚ୍ଛତା ରାଲି ମାଧ୍ୟମରେ ଜନ ସାଧାରଣଙ୍କୁ ସ୍ୱଚ୍ଛତା ସଂପର୍କରେ ବିଭିନ୍ନ ସ୍ଲୋଗାନ ଦେଇ ସଚେତନ କରାଯାଇଥିଲା । ଲୋକେ କିପରି ସ୍ୱଚ୍ଛତା ପ୍ରତି ଅଧିକ ଧ୍ୟାନ ଦେବେ ଫଳରେ ବିଭିନ୍ନ
Read More...

ପଞ୍ଚାୟତ ନିର୍ବାଚନ ପାଇଁ ଆସିଲା ଚିହ୍ନ

ଭୁବନେଶ୍ୱର ୨: ପଞ୍ଚାୟତ ନିର୍ବାଚନ ପାଇଁ ଚିହ୍ନ ଆସିଲା । ଚିହ୍ନଗୁଡିକ ସମ୍ପର୍କରେ ଅବଗତ କରାଗଲା। ରାଜ୍ୟ ନିର୍ବାଚନ କମିଶନର ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ଖବର ଅନୁଯାୟୀ, ଆଉ କିଛି ଦିନ ମଧ୍ୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି । ଏହାପୂର୍ବରୁ
Read More...

ଖଣ୍ଡିଦେଉଳି ହାଇସ୍କୁଲରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳିତ,ଶିକ୍ଷା ହେଉଛି ପ୍ରଗତିର ଚାବିକାଠି : ସୂର୍ଯ୍ୟ ନାରାୟଣ…

ଗଂଜାମ: ଶିକ୍ଷାହେଉଛି ପ୍ରଗତିର ଚାବିକାଠି । ଏଣୁ ଶିକ୍ଷାର ବିକାଶ ପାଇଁ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରିକରଣ ପାଇଁ ବର୍ତ୍ତମାନ ସ୍ମାର୍ଟ କ୍ଲାସ ରୁମ, ଇ-ଲାଇବ୍ରେରୀ, ସ୍ମାର୍ଟ ବିଜ୍ଞାନ ଗାର, ସହିତ ଉନ୍ନତ ଶୌଚାଳୟ ମାନ ସୁବନ୍ଦବସ୍ତ କରି ଭିତ୍ତିଭୂମିର ବିକାଶ ପ୍ରତି ଧ୍ୟାନ
Read More...

କିଆକଟା ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ, ଚିନ୍ତାରେ ଚାଷୀ

କିଆକଟା : ଚାଷୀକୁ ଚିନ୍ତା ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ । ଖଳା ଓ ଚାଷ ଜମିରେ ପଡି ରହିଥିବା ଧାନ ପ୍ରତି ଅଧିକ ବିପଦ ସୃଷ୍ଟି କରିଛି ଅଦିନିଆ ବର୍ଷା ଓ କୁଆପଥର ମାଡ । ଗତକାଲି ସଂଧ୍ୟା ୯ଟା ବେଳେ ବର୍ଷା ସାଙ୍ଗକୁ କୁଆପଥର ମାଡ ହୋଇଥିଲା । ପ୍ରାୟ ଅଧଘଂଟା ଧରି ବର୍ଷା ଫଳରେ ଚାଷୀଙ୍କ
Read More...

ଟିମ୍‌ ଇଣ୍ଡିଆ ବିଜୟରେ ବାଧକ ସାଜିପାରେ ବର୍ଷା, ଆଜି ଏମିତି ରହିଛି ପାଣିପାଗ

ମୁମ୍ବାଇ ୩୦।୧୨: ସେଞ୍ଚୁରିୟାନ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ଜାରି ରହିଛି । ଆଜି ପ୍ରଥମ ଟେଷ୍ଟର ପଞ୍ଚମ ଦିନ । ବିଜୟ ପାଇଁ ଭାରତକୁ ୬ ଓ୍ୱିକେଟ୍‌ର ଆବଶ୍ୟକତା ଥିବା ବେଳେ ଶେଷ ଦିନରେ ବିଜୟ ପାଇଁ ୨୧୧ରନ୍‌ର ଟାର୍ଗେଟ ପିଛା କରିବ ସାଉଥ ଆଫ୍ରିକାକୁ। ତେବେ ଭାରତ ବିଜୟ ଦ୍ୱାର
Read More...

ବରିଷ୍ଠ ପୁଲିସସ୍ତରରେ ବଦଳି

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ବରିଷ୍ଠ ପୁଲିସ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି। ମାଲକାନଗିରି ଏସପି ପ୍ରହଲ୍ଲାଦ ଏସ୍ ମୀନାଙ୍କୁ ବର୍ଷକ ମଧ୍ୟରେ ୩ଥର ବଦଳି କରାଯାଇଥିବାବେଳେ ଆଇପିଏସ୍ ଏସ୍ ସୁଶ୍ରୀଙ୍କୁ ଭୁବନେଶ୍ୱର ଡିସିପି(ଟ୍ରାଫିକ) ଭାବେ ଅବସ୍ଥାପିତ କରାଯାଇଛି। ଗୃହ ବିଭାଗ ପକ୍ଷରୁ
Read More...