ଜାନୁଆରୀ ପହିଲାରେ ପିଏମ-କିଷାନର ଦଶମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ନବବର୍ଷ (ଜାନୁଆରୀ ୧) ଦିନ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଜରିଆରେ ଯୋଜନାର ୧୦ମ କିସ୍ତିର ଲାଭ କିସ୍ତି ପଠାଇବେ । ଏଥିରେ ୧୦ କୋଟିରୁ ଅଧିକ ଲାଭାର୍ଥି କୃଷକ ପରିବାରଙ୍କୁ ୨୦,୦୦୦ କୋଟିରୁ ଅଧିକ ରାଶିର ହସ୍ତାନ୍ତର!-->…
Read More...
Read More...