ଇଡି କାର୍ଯ୍ୟାଳୟରେ ହାଜର ହେଲେ ଐଶ୍ୱର୍ଯ୍ୟା
ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସୋମବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଦିଲ୍ଲୀ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ଐଶ୍ୱର୍ଯ୍ୟା ଦିନ ୧.୩୦ ସମୟରେ ଇଡି ଅଫିସରେ ପହଞ୍ଚିଥିଲେ । ସୂଚନା ଅନୁଯାୟୀ ପନାମା ପେପର୍ସ ମାମଲା ସଂପର୍କରେ ତାଙ୍କୁ ପଚରାଉଚରା!-->…
Read More...
Read More...