ଯୁବା ସମବାୟ ସମିତି ଧାନ ମଣ୍ଡିରେ ଧାନ କିଣାରେ ଅନିୟମିତା

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଯୁବା ସେବା ସମବାୟ ସମିତିରେ ମହା ଦୁର୍ନୀତି । ଧାନ ବୋଝେଇ ଟ୍ରକକୁ ଛାଡ଼ିଲେନି ଚାଷୀ । ଟ୍ରକରେ ଗତକାଲି ଧାନ ବୋଝେଇ ହେଇଥିଲା । ହେଲେ ଚାଷୀ ଧାନ ଠିକ୍‌ ସମୟରେ ଉଠି ନ ଥିବାରୁ ଚାଷୀମାନେ ଓଆର୍‌ ୦୩ ବି ୨୮୮୯ ଟ୍ରକଟିକୁ
Read More...

ଚାର୍ଟବୋର୍ଡ ସହାୟତାରେ ଖେଳାଳିଙ୍କ କ୍ଲାସ୍‌ ନେଲେ କୋଚ ରାହୁଲ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରକା ଗସ୍ତରେ ଥିବା ଭାରତୀୟ ଦଳ ଗତକାଲିଠାରୁ ନେଟ୍‌ ପ୍ରାକ୍ଟିସ୍‌ ଆରମ୍ଭ କରିଛି । ଆଜି ଦ୍ୱିତୀୟ ଦନରେ କୋଚ ରାହୁଲ ଦ୍ରାବିଡଙ୍କ ତତ୍ତ୍ୱାବଧାନରେ ଖେଳାଳିମାନେ ବହୁତ ଝାଳ ବୁହାଇଥିବା ଜଣାପଡିଛି । ବିସିସିଆଇ ପକ୍ଷରୁ ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଫଟୋ ଓ
Read More...

ସମ୍ବାଦ ସାହିତ୍ୟ ଘର ଦ୍ୱାରା ଆୟୋଜିତ ହେଲା ରକ୍ତଦାନ ଶିବିର

ଦଶପଲ୍ଲା : ଆଜି ଦଶପଲ୍ଲା ତହସିଲ କାର୍ଯ୍ୟାଳୟସ୍ଥିତ ମୋହରିରଖାନାଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଦଶପଲ୍ଲାର ଅଗ୍ରଣୀ ସାହିତ୍ୟ ସଂଗଠନ ସମ୍ବାଦ ସାହିତ୍ୟଘର ଏବଂ ଆମ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ରକ୍ତ ବିନା କେହି ଯେଭଳି
Read More...

କଂଗ୍ରେସର ମହା ମିଶ୍ରଣ ପର୍ବ : ରାଜ୍ୟ ପ୍ରଭାରୀ ଚେଲା କୁମାରଙ୍କ କନ୍ଧମାଳ ଗସ୍ତ

ଫୁଲବାଣୀ : କଂଗ୍ରେସ ଜିଲ୍ଲା ସଭାପତି ଅନାମ ନାୟକଙ୍କ ସଭାପତିତ୍ୱରେ ସ୍ଥାନୀୟ କରୋନେସନ ପଡିଆ ଠାରେ ବିରାଟ ସାଧାରଣ ସଭା ତଥା କଂଗ୍ରେସର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ପର୍ବ ଆୟୋଜନ କରିଥିଲା । ରାହୁଲ
Read More...

ଆସନ୍ତାକାଲି ବାୟୁ ସ୍ୱାସ୍ଥ୍ୟ ସେବାର ଶୁଭରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତାକାଲିଠୁ ରାଜ୍ୟର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆରମ୍ଭ ହେବ ଆଉ ଏକ ନୂଆ ଅଧ୍ୟାୟ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାରା ରାଜ୍ୟରେ ସ୍ମାର୍ଟ ହେଲଥ୍‌ କାର୍ଡ ବଣ୍ଟନ ପରେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଆଉ ଏକ
Read More...

କାର ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ବୋରିଗୁମ୍ମା: ବୋରିଗୁମ୍ମା-ଜୟପୁର ୨୬ନମ୍ବର ଜାତୀୟ ରାଜପଥ ଦାସରୀ ସାହି ନିକଟରେ ରାଜପଥରୁ ତଳକୁ ଖସିଲା ଏକ କାର । ଆଉ ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ ଗାଡି ଚାଳକ। ସେପଟେ ବୋରିଗୁମ୍ମା ଯୁବଗୋଷ୍ଠୀ ଏହାକୁ ନେଇ ୨୬ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ରାଜପଥ ବିଭାଗର କନିଷ୍ଠ ଯନ୍ତ୍ରୀ
Read More...

ପଞ୍ଚାୟତ ନିର୍ବାଚନ: ଖୁବ୍‌ଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର: ରାଜ୍ୟରେ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ଆଉ ପାଦେ ଆଗେଇଛନ୍ତି । ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ଖୁବ୍‌ଶୀଘ୍ର ନିର୍ବାଚନ ତାରିଖ ଘୋଷଣା ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି । ଭୋଟ ଗଣତି ଶେଷ ହେବା
Read More...

ଉତ୍କଳ ବିଦ୍ୟୁତ ପରିଷଦ ତରଫରୁ ଶୀତ ବସ୍ତ୍ର ବଣ୍ଟନ

ପୁରୀ : ଉତ୍କଳ ବିଦ୍ୟୁତ ପରିଷଦ ତରଫରୁ ଶୀତ ବସ୍ତ୍ର ବଣ୍ଟନ ଅଭିଯାନ ଆରମ୍ଭ କରାଯାଇଛି । ଆଜି ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ପାର୍ଶ୍ୱ ରେ ବଟଶ୍‌ୱେରି ମନ୍ଦିର ନିକଟରେ ମୁକ୍ତି ମଣ୍ଡପ ଅଧିକାରୀ ବ୍ରାହ୍ମଣ ଓ ପଞ୍ଚକୋଶି ବ୍ରାହ୍ମଣ ୯୫ଜଣଙ୍କୁ କମ୍ବଳ ଓ ଦକ୍ଷିଣା ବଣ୍ଟନ କରାଯାଇଥିଲା ।ଏହି
Read More...

କାଶୀନଗର ବ୍ଲକରେ ବିଜେଡିର ମିଶ୍ରଣ ପର୍ବ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଗୋରୀବନ୍ଧା ପଞ୍ଚାୟତର ଖୁରିଗାଁ ଗ୍ରାମରେ ବିଜେଡି ପକ୍ଷରୁ ଏକ ମିଶ୍ରଣ-ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜେଡି ଦଳର ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଶ୍ରଣ-ପର୍ବ
Read More...

ଅଜଣା ବୃଦ୍ଧାର ସମ୍ମାନ ପୂର୍ବକ ଶବସକ୍ରାର କଲା ପୋଲିସ ବାହିନୀ

କଣ୍ଟାବାଞ୍ଜି,୧୯/୧୨- ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଅଜଣା ବୃଦ୍ଧାଙ୍କ ଶନିବାର ମୃତ୍ୟୁ ଘଟିଥିଲା । ତାଙ୍କର ପରିଚିତ କିମ୍ବା ଦାବିଦାର କେହି ନଆସିବାରୁ କଣ୍ଟାବାଞ୍ଜି ପୋଲିସ ସମ୍ମାନ ପୂର୍ବକ ଶବସତ୍କାର କରିଛି । ହିନ୍ଦୁ ନୀତି ଅନୁସାରେ ଶବକୁ କାନ୍ଧରେ ନେଇ
Read More...