ବିଧାୟକ ଉନ୍ନୟନ ପାଣ୍ଠିରୁ କଣ୍ଟାବାଞ୍ଜି ସିଏଚସିକୁ ଆମ୍ବୁଲାନ୍ସ ପ୍ରଦାନ

କଣ୍ଟାବାଞ୍ଜି,୧୯/୧୨- ବିଧାୟକ ସନ୍ତୋଷ ସିଂ ସାଲୁଜା ୨୦୨୧ -୨୨ ବର୍ଷର ବିଧାୟକ ଉନ୍ନୟନ ପାଣ୍ଠିରୁ ୨୨ ଲକ୍ଷ ଟଙ୍କା ବ୍ୟୟରେ କଣ୍ଟାବାଞ୍ଜି ସିଏଚସିକୁ ଆମୁଲାନ୍ସ ସେବା ପ୍ରଦାନ କରିଛନ୍ତି । ନିର୍ବାଚନ ମଣ୍ଡଳୀରେ ରହିଥିବା ସମସ୍ତଙ୍କ ପାଇଁ ସେବା ମାଗଣାରେ ରହିବ ବୋଲି ଅନୁଷ୍ଠିତ ସଭାରେ
Read More...

ଜଗତସିଂହପୁର ମୁକ୍ତା ଯୋଜନା ମାଧ୍ୟମରେ ବିଭିନ୍ନ ପ୍ରକଳ୍ପ ଅନୁମୋଦନ

ଜଗତସିଂହପୁର,୧୯/୧୨- ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସହରାଞ୍ଚଳ ବିକାଶ ନିମନ୍ତେ ମୁକ୍ତା ଯୋଜନା ମାଧ୍ୟମରେ ବିଭିନ୍ନ ପ୍ରକଳ୍ପର ଅନୁମୋଦନ ପାଇଁ ୫-ଟି ସଚିବଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଓସ୍ୱାନ ସମ୍ମିଳନୀ କକ୍ଷରେ ୫-ଟି ସଚିବ ଭି
Read More...

ବେଲଗାମ ହେଉଛନ୍ତି ବାଇକ ଚାଳକ

ଜି.ଉଦୟଗିରି : ଜି.ଉଦୟଗିରି ସହରରେ ଦିନକୁ ଦିନ ବେଲଗାମ ହେଉଛନ୍ତି ବାଇକ ଚାଳକ । ବେଲଗାମ ବାଇକ ଚାଳନା ସାଙ୍ଗକୁ ବାଇକ କର୍କଶ ଶବ୍ଦ ସାଧାରଣରେ ଅତିଷ୍ଠ କରୁଥିବା ବେଳେ ବାଇକରେ ତିନି ଜଣ ବସି ବୁଲିବା ଏକ ନିତିଦିନିଆ ଘଟଣା ହୋଇଥିବା ବେଳେ ଏବେ ଗୋଟିଏ ବାଇକରେ ୪ଜଣ ବସି ବୁଲିବା ଦୃଶ୍ୟ
Read More...

ଯାଜପୁର ବିଜେପିର ୨ଦିନିଆ କାର୍ଯ୍ୟକାରିଣୀ ଓ଼ ପ୍ରଶିକ୍ଷଣ ଶିବିର

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଶନିବାର ୨ ଦିନିଆ କାର୍ଯ୍ୟକାରିଣୀ ଓ଼ ପ୍ରଶିକ୍ଷଣ ଶିବିର ସନ୍ଥ ଅରୀକ୍ଷିତ ପୀଠ ଓଳାଶୁଣୀ ଠାରେ ଆୟୋଜିତ ହୋଇଯାଇଛି । ପ୍ରଥମ ଦିବସରେ ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଯାଜପୁର
Read More...

୧୨ ଡିଗ୍ରୀ ତଳେ ୯ ସହର

ଭୁବନେଶ୍ୱର: ଥରୁଛି ଓଡ଼ିଶା, ଖସୁଛି ପାରଦ । ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଆଜି ରାଜ୍ୟର ୯ ସହରରେ ପାରଦ ୧୨ ଡିଗ୍ରୀ ତଳେ ରହିଛି । ୮.୫ ଡିଗ୍ରୀ ସେଲସିୟସ୍ ସହ ଦାରଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ୧୦ ଡିଗ୍ରୀ ତଳେ ସୁନ୍ଦରଗଡ଼, ବଲାଙ୍ଗିର, କୋରାପୁଟ,
Read More...

ନୂଆବର୍ଷରୁ କରୋନା ତୃତୀୟ ଲହର !

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଦୈନିକ ୮ ହଜାରରୁ କମ୍‌ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୭୦ ୮୧ ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୨୬୪ ରୋଗୀଙ୍କ ମୃତ୍ୟୁ ଘଟିଛି । ଏଥି ସହିତ, ଗତ ୨୪ ଘଣ୍ଟା ମଧ୍ୟରେ, ୭ ୪୬୯ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତିା ବର୍ତ୍ତମାନ
Read More...

“ଭାରତ ଖୁବଶୀଘ୍ର କହିବ ଆମ ପାଖରେ ବାବର ଓ ରିଜୱାନଙ୍କ ଭଳି ଖେଳାଳି ନାହାନ୍ତି’

କରାଚୀ : ଟି-୨୦ ଫର୍ମାଟରେ ପାକିସ୍ତାନର ଓପନର୍‌ ମହମ୍ମଦ ରିଜୱାନ୍‌ ଏବଂ ବାବର ଆଜାମ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ଅଛନ୍ତି । ଚଳିତ ବର୍ଷ ଉଭୟ ଯେଉଁଭଳି ଖେଳ ପ୍ରଦର୍ଶନ କରିଛନ୍ତି ତାହା ଅତି ପ୍ରଶଂସନୀୟ । ଚଳିତ ବର୍ଷ ନିଜ ଦଳକୁ ଜିତାଇବାରେ ଉଭୟ ବ୍ୟାଟ୍ସମ୍ୟାନ୍‌ ସର୍ବାଧିକ ଅବଦାନ
Read More...

ଦଶପଲ୍ଲାରେ ଶୀତ ଲହରୀ, ଜାଡ଼ରେ ଥରୁଛି ମାଳ ଅଞ୍ଚଳ

ଦଶପଲ୍ଲା : ଦଶପଲ୍ଲାର ଅନେକ ଅଂଚଳରେ ଶୀତର ତରଙ୍ଗ ଅନୁଭୂତ ହେଉଥିବାବେଳେ କେତେକ ସ୍ଥାନରେ ପାରଦ ୧୦ ଡିଗ୍ରୀ ସେଲସିୟସ ତଳକୁ ଖସିବା ସହ ସାଧାରଣ ଜୀବନକୁ ପ୍ରଭାବିତ କରିଛି । କଳସାଖମଣ, ଚଢେୟାପଲ୍ଲୀ, ନୂଆଗାଁ ପ୍ରଭୃତି ପାହାଡ଼ିଆ ଅଞ୍ଚଳରେ ଅତ୍ୟନ୍ତ ଶୀତୁଆ ପାଗ ଦେଖିବାକୁ ମିଳିଥିବା ବେଳେ
Read More...

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମୀକ୍ଷା ବୈଠକ ଓ ମିଶନ ଶକ୍ତିର ଋଣ ମେଳା

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଓ ଫିରିଙ୍ଗିଆ ବ୍ଲକ ଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମୀକ୍ଷା ବୈଠକ ଓ ମିଶନ ଶକ୍ତିର ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀ ତଥା କନ୍ଧମାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ
Read More...

ମୁଖ୍ୟମନ୍ତ୍ରୀଙ୍କ ଲୋକ କଳା ଟ୍ରଫି -୨୦୨୧ ପ୍ରତିଯୋଗିତା ଅନୁଷ୍ଠିତ

ପାରଳାଖେମୁଣ୍ଡି:ଗଜପତି ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ବି.ଏନ. ପ୍ୟାଲେସ ଠାରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀଙ୍କ ଲୋକ କଳା ଟ୍ରଫି-୨୦୨୧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ପଣ୍ଡା ଏଥିରେ ଯୋଗଦେଇ ଜିଲ୍ଲାର ଲୋକକଳାକୁ
Read More...