ହରଭଙ୍ଗା ବ୍ଳକରେ କଳାକାର ଭତ୍ତା ପାଇଁ ସାମର୍ଥ୍ୟ ପରୀକ୍ଷା

ବୌଦ୍ଧ,୧୮/୧୨ : ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଆବେଦନକାରୀଙ୍କ ସାମର୍ଥ୍ୟ ପରୀକ୍ଷା ଶନିବାର ଦିନ ବୌଦ୍ଧ ଜିଲା ହରଭଙ୍ଗା କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତାରେ ବ୍ଳକର ୧୫୪ ଜଣ ଆବେଦନ କରିଥିବା ବେଳେ ଭାଗ ନେବା ପାଇଁ ୧୨୨ କଳାକାର ଉପସ୍ଥିତ ଥିଲେ । ଏହି
Read More...

ବିଭିନ୍ନ ଦଳର କର୍ମୀ ବିଜେଡ଼ିରେ ମିଶିଲେ

ଫୁଲବାଣୀ:ଆଜି ସ୍ଥାନୀୟ ଫୁଲବାଣୀ ପ୍ରଦକ୍ଷଣ ଗୃହ ଠାରେ ଚକାପାଦ ବ୍ଲକ ଓ ଫୁଲବାଣୀ ବ୍ଲକର ଥିବା ବିଭିନ୍ନ ଦଳର କର୍ମୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ପଞ୍ଚାୟତ ରାଜ ଓ ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର,
Read More...

ପଞ୍ଜୀକରଣ ବେଳେ ଫୋନନମ୍ବର ଏଣ୍ଟ୍ରିରେ ତ୍ରୁଟି, ଚାଷୀଙ୍କୁ ଘାରିଛି ଅଭାବୀ ଧାନ ବିକ୍ରିର ଭୟ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ ହୋଇଛି ଧାନ ବିକ୍ରି । ବିନିକା ଏବଂ ଡୁଙ୍ଗୁରିପାଲି ବ୍ଲକରେ ଗତ ୬ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଅନ୍ୟ ୪ଟି ବ୍ଲକରେ ୧୩ ତାରିଖରୁ ଧାନ କ୍ରୟ ଆରମ୍ଭ ହୋଇଛି । ତେବେ ଚାଷୀଙ୍କ ନାମ ପଞ୍ଜୀକରଣ ସମୟରେ ଫୋନ୍‌ ନମ୍ବର ଏଣ୍ଟ୍ରିରେ ତ୍ରୁଟି ଥିବାରୁ
Read More...

ଜୀବେ ନିଷ୍ଠୁରତା ନିବାରଣ ସମିତିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ରାୟଗଡା: ଜିଲ୍ଲାରେ ଜୀବେ ନିଷ୍ଠୁରତା ନିରୋଧ ନିମନ୍ତେ ଆଜି ରାୟଗଡ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜିଲ୍ଲାପାଳଙ୍କ ଚିନ୍ତନ କକ୍ଷରେ ଅନୁଷ୍ଠିତ ବୈଠକରେ ଜୀବଜନ୍ତୁ ପ୍ରତି ନିଷ୍ଠୁରତା ଓ ନିର୍ଯାତନ ହେଉଥିବାରୁ ଏହାକୁ ନିରାକରଣ କରିବା
Read More...

ଜିଲ୍ଲାସ୍ତରୀୟ ଛେଳିମାନଙ୍କ କୃତ୍ରିମ ପ୍ରଯୋଜକ ସକାଶେ ଏକ ଦିନିଆ ତାଲିମ ଶିବିର

ଗଜପତି ୧୮।୧୨: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା କନଫରେନ୍ସ ହଲ ଠାରେ ଜିଲ୍ଲାସ୍ତରୀୟ ଛେଳିମାନଙ୍କ କୃତ୍ରିମ ପ୍ରଯୋଜକ ସକାଶେ ଏକ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଡକ୍ଟର ରାମକାନ୍ତ ରଣା
Read More...

ରାୟଗଡା ବ୍ଲକର ଅଷ୍ଟାଦଶ ସମିତି ବୈଠକ ଅନୁଷ୍ଠିତ

ରାୟଗଡା ୧୮।୧୨: ରାୟଗଡା ବ୍ଲକ ସଦଭାବନା ଗୃହ ଠାରେ ସମିତିର ଅଷ୍ଟାଦଶ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ପେଦେଣ୍ଟି ରାମୁଲୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପାଧ୍ୟକ୍ଷା ମିନତୀ ବାଚେଲୀ, ରାୟଗଡ଼ ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ବି ଜୋନ ସଦସ୍ୟ
Read More...

ନୟାଗଡ଼ରେ ନିର୍ମୂଳ ହେବ କି ବିଜେପି ?

ଦଶପଲ୍ଲା ୧୮।୧୨: ପଞ୍ଚାୟତ ନିର୍ବାଚନ ଆଗକୁ ଥିବା ସମୟରେ ନୟାଗଡରେ ବଦଳୁଛି ରାଜନୈତିକ ପାଣିପାଗ ଇରାନୀଙ୍କୁ ଛାଡି ଅରୁଣଙ୍କ ହାତ ଧରିଲେ ନୟାଗଡ଼ର ପୂର୍ବତନ ଏନଏସି ଅଧ୍ୟକ୍ଷା ନିରୁପମା ଖଟେଇ । ବହୁ ବର୍ଷର ଇରାନୀ ନିରୁପମା ବନ୍ଧୁତ୍ୱରେ ପଡିଲା ଛକ ଚିହ୍ନ । ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ
Read More...

ଜାଡ଼ରେ ଥରିଲା ସାରା ଅଞ୍ଚଳ; ପାରଦ ୭ତଳକୁ ଖସି ୬.୪ରେକର୍ଡ଼

ଘୁ. ଉଦୟଗିରି ୧୮।୧୨: ଚଳିତ ବର୍ଷ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ଶୀତର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। ଦିନକୁ ଦିନ ପାରଦ ଖସିବାରେ ଲାଗିଛି। ଗତ ୪ଦିନ ହେଲା ପାରଦ ୧ଡିଗ୍ରୀ ଖସି ଆଜି ୬.୪ଡିଗ୍ରୀ ରହିଥିବା ବେଳେ ଆଭ୍ୟନ୍ତରୀଣ ଅଂଚଳରେ ୬ଡିଗ୍ରୀ ରହିଥିବା ଜଣାପଡିଛି। ଶୀତ ପାଇଁ ଜନ
Read More...

ଘରେ ନିମ୍ବ ଏବଂ ସୋରିଷ ପତ୍ର ଧୂଆଁ ଦିଅନ୍ତୁ, ଘରୁ କରୋନା ଭଗାନ୍ତୁ

ଭୁବନେଶ୍ୱର ୧୮।୧୨: ଭାରତରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମାମଲା ଦିନକୁ ଦିନ ବଢିବାରେ ଲାଗିଛି। ତେଣୁ ଲୋକେ ଓମିକ୍ରନରୁ ବଞ୍ଚିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପାଣଉଛନ୍ତି। ତେଣୁ ମୋଦି ସରକାର କରୋନାରୁ ବଞ୍ଚିବା ପାଇଁ ଦେଶୀ ଉପାୟ ବତାଇଛନ୍ତି।ଯାହା ବିଷୟରେ ଆୟୁଷ ମନ୍ତ୍ରଣାଳୟର
Read More...

‘ଅଗ୍ନି ପ୍ରାଇମ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ ୧୮।୧୨: ପ୍ରତିରକ୍ଷା କ୍ଷେତ୍ରରେ ଆଉ ପାଦ ଆଗେଇଲା ଭାରତ । ଅତ୍ୟାଧୁନିକ କ୍ଷେପଣାସ୍ତ୍ର ପରୀକ୍ଷଣ କରି ପ୍ରତିଦିନ ଭାରତ ଆଣବିକ କ୍ଷେତ୍ରରେ ତା’ର ଶକ୍ତି ବୃଦ୍ଧି କରୁଛି । ଓଡ଼ିଶାର ଭଦ୍ରକସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଆଣବିକ କ୍ଷମତା ସମ୍ପନ୍ନ ‘ଅଗ୍ନି ପ୍ରାଇମ’
Read More...