ରକ୍ତଦାନ ଶିବିର | ଆସନ୍ତାକାଲି ସମ୍ବାଦ ସାହିତ୍ୟଘର ଆୟୋଜିତ କରିବ ରକ୍ତଦାନ ଶିବିର

ଦଶପଲ୍ଲା ୧୮।୧୨: ଆସନ୍ତାକାଲି ଅର୍ଥାତ୍ ୧୯ ତାରିଖ (ରବିବାର) ଦିନ ଦଶପଲ୍ଲା ତହସିଲ କାର୍ଯ୍ୟାଳୟସ୍ଥିତ ମୋହରିରଖାନାଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ଅଗ୍ରଣୀ ସାହିତ୍ୟ ସଂଗଠନ ସମ୍ବାଦ ସାହିତ୍ୟଘର ଏବଂ ଆମ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଏହି ଶିବିର ଅନୁଷ୍ଠିତ
Read More...

ପର୍ଲିମାଲରେ ପଞ୍ଚାୟତ ସ୍ତରୀୟ କରମା ମହୋତ୍ସବ ଉଦଯାପିତ

ପାଟଣାଗଡ଼ ୧୮।୧୨: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ପର୍ଲିମାଲ ଗ୍ରାମରେ ସର୍ବ ଭାରତୀୟ ବିଞ୍ଝାଲ ସମାଜ ଆନୁକୁଲ୍ୟରେ ପ୍ରଥମ ବର୍ଷ ପଞ୍ଚାୟତ ସ୍ତରୀୟ କରମା ମହୋତ୍ସବ ଉଦଯାପିତ ହୋଇଯାଇଛି । ଗତ ୧୬ ଡିସେମ୍ବରରୁ ୧୭ ଡିସେମ୍ବର ଦୁଇ ଦିନ ଧରି ଅନୁଷ୍ଠିତ କରମା ମହୋତ୍ସବରେ
Read More...

ଆଗାମୀ ପଞ୍ଚାୟତ ନିର୍ବାଚନରେ ୩ ନମ୍ବର ଜୋନ୍ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଚୟନ ପ୍ରକିୟା

ପାଟଣାଗଡ଼ ୧୮।୧୨: ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଅନ୍ତର୍ଗତ ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଠାରେ ବିଜେଡ଼ି ପକ୍ଷରୁ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଜୋନ୍ ସ୍ତରୀୟ ପ୍ରାର୍ଥୀ ଚୟନ ପ୍ରକିୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ
Read More...

ମୁକ୍ତା ଯୋଜନା ମାଧ୍ୟମରେ ପାରଳାଖେମୁଣ୍ଡି ପୌରପରିଷଦର ରୂପାନ୍ତରିତ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି : ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ପୌରାଞ୍ଚଳର ଉନ୍ନତି ପାଇଁ ଭିଡିଓ କନଫେରନ୍ସ ଦ୍ୱାରା "ମୁକ୍ତା' ଯୋଜନା ମାଧମରେ ପୌରପରିଷଦ କାର୍ଯ୍ୟକ୍ରମରେ ସହରର ରୂପାନ୍ତରିତକରଣ ନିମନ୍ତେ ଆବଶ୍ୟକ ଥିବା ବିଭିନ୍ନ ପ୍ରକଳ୍ପର ମଞ୍ଜୁରୀ ସକାଶେ ୫ଟି ସଚିବଙ୍କ ଜରିଆରେ
Read More...

କରୋନା ମହାମାରୀ | ଭର୍ଚୁଆଲ୍‌ ମାଧ୍ୟମରେ କରୋନା ମହାମାରୀ ପାଇଁ ଆଲୋଚନା କଲେ ବିଧାୟକ

ଦଶପଲ୍ଲା : - ଦଶପଲ୍ଲା ବିଧାୟକ,ଦଶପଲ୍ଲା ତଥା ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଆଜି ଦଶପଲ୍ଲା ବିଜୁ ଛାତ୍ର ଜନତା ଦଳ ତରଫରୁ କୋରୋନା ମହାମାରୀକୁ କିଭଳି ଭାବେ ମୁକାବିଲା କରାଯିବ ନେଇ ଏକ ଭର୍ଚୁୁଆଲ ମିଟିଂ ଆୟୋଜିତ ହୋଇଯାଇଛି । ଏଥିରେ ବିଧାୟକ ଯୋଗଦେଇ
Read More...

କନ୍ଧମାଳ ଜିଲ୍ଲାରେ ବୁଲିଲା ଟିକାକରଣ ରଥ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ବୁଲିଲା ଟିକା ସଚେତନତା ରଥ । ଯେ ଏସଆଇ, ଏଚ ଏଲ ପିପି ଟି ଆନୁକୂଲ୍ୟରେ ଏହି ରଥ ଫୁଲବାଣୀ ସହରର ବିଭିନ ଅଂଚଳରେ ବୁଲି ସଚେତନ କରିବ । ଲକ୍ଷ ରହିଛି ଜିଲାରେ ୧୦୦ ଶତକଡା ଟୀକା ଦାନ କରିବା । ଜିଲ୍ଲାରେ ପ୍ରଥମ ଡୋଜ ଟୀକା କରଣ ଏବଂ ଦ୍ୱିତୀୟ ଡୋଜ ଟିକାକରଣ ହାର
Read More...

ଝିଅଙ୍କୁ ୧୬ ବର୍ଷରୁ ବିବାହ କରିଦେବା ଉଚିତ୍‌, କାରଣ କହିଲେ ସପା ସାଂସଦ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଝିଅଙ୍କ ବିବାହ ବୟସ ୧୮ରୁ ୨୧ କରିବା ପାଇଁ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ ଦେଇଛନ୍ତି । ଏହାକୁ ସମାଜବାଦୀ ପାର୍ଟି(ସପା)ର ବହୁ ନେତା ବିରୋଧ କରୁଛନ୍ତି । ଗତକାଲି ଅବୁଆଜମୀ, ଶପିକୁରହମାନ ବର୍କଙ୍କ ପରେ ଆଜି ସପା ସାଂସଦ ଏସଟି ହସନ ମଧ୍ୟ କେନ୍ଦ୍ର ସରକାରଙ୍କ
Read More...

ଅଣ୍ଟା ଭିଡୁଛି କଂଗ୍ରେସ , ଗଠିତ ହେଲା କମିଟି

ଦଶପଲ୍ଲା,୧୭/୧୨ : - ଓଡ଼ଗାଁ ବ୍ଲକ କଂଗ୍ରେସର ନୂତନ କମିଟି ଗଠନ କରାଯାଇଛି । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏବଂ ଜିଲ୍ଲା ସଭାପତି ରଣଜିତ ଦାସଙ୍କ ଅନୁମୋଦନକ୍ରମେ ୨୫ ଜଣିଆ ଓଡ଼ଗାଁ ବ୍ଲକ କଂଗ୍ରେସ କମିଟି ଘୋଷଣା କରାଯାଇଛି । ଉପସଭାପତି ଭାବେ
Read More...

ଅଣ୍ଡର-୧୯ ଖେଳାଳିଙ୍କୁ କ୍ରିକେଟ ପାଠ ପଢାଇଲେ ରୋହିତ, ଫଟୋ ସେୟାର କଲା ବିସିସିଆଇ

ମୁମ୍ବାଇ : ଟିମ୍‌ ଇଣ୍ଡିଆର ସୀମିତ ଓଭର ଅଧିନାୟକ ରୋହିତ ଶର୍ମା ଆହତରୁ ସୁସ୍ଥ ହେବା ପାଇଁ ନ୍ୟାସନାଲ କ୍ରିକେଟ୍‌ ଏକାଡେମୀରେ ରହିଛନ୍ତି । ଆହତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ତାଙ୍କୁ ବାଦ ଦିଆଯାଇଛି । ତାଙ୍କ ସହ ଟିମ୍‌ ଇଣ୍ଡିଆର ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା
Read More...

ଲକ୍ଷ୍ମୀପୂଜା ଉପଲକ୍ଷେ ପାରାୟଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ଜହ୍ନ ।ପଙ୍କ,୧୭/୧୨ : ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ବାଲିଦୋହଲି ଗ୍ରାମରେ ମାର୍ଗଶିର ମାସ ଶେଷ ଗୁରୁବାର ଉପଲକ୍ଷେ ରାମାୟଣର ସୁନ୍ଦରାକାଣ୍ଡ ପ ।ରାୟଣ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ୟାସ ଭାବେ ନମିତା ସାହୁ ରାମାୟଣ ପାଠ କରିଥିଲେ । ସନ୍ଧ୍ୟାରେ ଗୋଛ ।ପଡ଼ । ଗୁପ୍ତେଶ୍ୱର
Read More...