ବଢିବ ଝିଅଙ୍କ ବିବାହ ବୟସ ସୀମା, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ବାହାଘର ପାଇଁ ଝିଅମାନଙ୍କ ସର୍ବନିମ୍ନ ବୟସ ସୀମା ବୃଦ୍ଧି କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମତି ଦେଇଛି। ଏହାର ଅର୍ଥ ଝିଅମାନଙ୍କ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି ପାଇବ। ଝିଅଙ୍କ ସର୍ବନିମ୍ନ ବିବାହ ବୟସ ୨୧ ବର୍ଷ କରିବାକୁ ଦୀର୍ଘ ଦିନରୁ
Read More...

ନିତ୍ୟାନନ୍ଦ ପାଠାଗାରର ବାର୍ଷିକ ଉତ୍ସବ ପାଳନ

ପାରଳାଖେମୁଣ୍ଡି :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଶ୍ରୀ କରଣ ସାହି ସ୍ଥିତ ନିତ୍ୟାନନ୍ଦ ପାଠାଗାର ପରିସରରେ ଅନୁଷ୍ଠାନର ବାର୍ଷିକ ଉତ୍ସବ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଗୌର ହରି ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ
Read More...

ଗଜପତିରେ କୋଭିଡ ଟିକାକରଣ ସଚେତନତା ରଥର ଶୁଭାରମ୍ଭ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ କୋଭିଡ ଟିକାକରଣ ଶତ ପ୍ରତିଶତ ଉଦ୍ଦେଶ୍ୟ ସାଧନ ନିମନ୍ତେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡକ୍ଟର ପ୍ରଦୀପ କୁମାର ପାତ୍ର ସବୁଜ ପତାକା ଦେଖାଇ କୋଭିଡ ଟିକାକରଣ
Read More...

ଗ୍ରାମ୍ୟ ରତ୍ନ ଶିରୋମଣି ଚୂଡାମଣି ପାଣିଗ୍ରାହୀ ଙ୍କ ଅକାଳ ବିୟୋଗ

ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ଗମ୍ଭାରୀ ଗ୍ରାମର ଅବସରପ୍ରାପ୍ତ ବିଶିଷ୍ଟ ଶିକ୍ଷକ ଗ୍ରାମ୍ୟ କବିରତ୍ନ,ଗ୍ରାମ୍ୟ ଶିରୋମଣୀ, କବି ସାରଥୀ ଚୂଡ଼ାମଣି ପାଣିଗ୍ରାହୀଙ୍କ ମଙ୍ଗଳବାର ରାତ୍ର ଘଣ୍ଟା ୧୧.୪୫ରେ ଅକାଳ ବିୟୋଗ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ହୋଇଥିଲା ।
Read More...

ମହାପ୍ରଭୁଙ୍କୁ ଦର୍ଶନ କଲେ ନୀତି ଆୟୋଗ ଉପାଧ୍ୟକ୍ଷ

ପୁରୀ : ନୀତି ଆୟୋଗ ଉପାଧ୍ୟକ୍ଷ ଡଃ ରାଜୀବ କୁମାର ଶ୍ରୀମନ୍ଦିର ଯାଇ ଜଗନ୍ନାଥଙ୍କୁ ଆଜି ସକାଳେ ଦର୍ଶନ କରିଛନ୍ତି । ନୀତି ଆୟୋଗର ବିଭାଗୀୟ ଉପଦେଷ୍ଟା ଅବିନାଶ ମିଶ୍ର, ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ,
Read More...

ବିସିସିଆଇ ନା ବିରାଟ, କିଏ କହୁଛି ସତ ?

ନୂଆଦିଲ୍ଲୀ : ଦିନିକିଆ ଅଧିନାୟକ ପଦରୁ ହଟିବା ପରେ ପ୍ରଥମ ଥର ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବିରାଟ କୋହଲି। ବୁଧବାର କୋହଲି କହିଛନ୍ତି, ସେ ଦିନିକିଆ ଅଧିନାୟକ ଛାଡିବାକୁ ଚାହୁଁନଥିଲେ। ଏଥିସହ ଟି-୨୦ ଅଧିନାୟକତ୍ଵ ନେଇ କୋହଲି ମୁହଁ ଖୋଲିଛନ୍ତି। କୋହଲିଙ୍କ ବୟାନ ଉପରେ ଏବେ ପ୍ରତିକ୍ରିୟା
Read More...

ଜିଲ୍ଲାସ୍ତରୀୟ ପ୍ରତିଭା ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର : ଆଜି ଏବିଭିପି ସୁବର୍ଣ୍ଣପୁର ଜିଲ୍ଲା ତରଫରୁ ଜିଲ୍ଲା ସ୍ତରୀୟ ପ୍ରତିଭା ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଇଛି । ଉଦଘାଟନର ମୁଖ୍ୟ ଅତିଥି ଭାବେ ଆର ଏସଏସ୍‌ର ପୂର୍ବତନ ଜିଲ୍ଲା ସଂଘ ଚାଳକ ମାଙ୍ଗୁ ଭାଇ, ମୁଖ୍ୟ ବକ୍ତା ଭାବେ ଏବିଭିପିର ପୂର୍ବତନ ରାଜ୍ୟ ସହ ସମ୍ପାଦକ ଶିବ
Read More...

ପ୍ରଭୁ ଶ୍ରୀକୃଷ୍ଣ ଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ହେଲା ୭୦୧ ପ୍ରକାର ବ୍ୟଞ୍ଜନ

ପୁରୀ : ଗୋଟିଏ କି ଦୁଇପ୍ରକାର ନୁହେଁ ଭଳିକି ଭଳି ୭୦୧ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ । ପୁରୀ ବଳିଆପଣ୍ଡା ସ୍ଥିତ ଗୌରବିହାର ମାତା ମଠରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ୭୦୧ ପ୍ରକାର ସୁସ୍ୱାଦ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଭୋଗ କରାଯାଇଛି । ପବିତ୍ର ବ୍ୟଞ୍ଜନ ଦ୍ୱାଦଶୀରେ ଶ୍ରୀ ର।ଧା,
Read More...

ଇକୋ ରିଟ୍ରିଟ-୨୦୨୧ | ରାମଚଣ୍ଡୀରେ ଉଦଘାଟିତ ହୋଇଛି ଇକୋ ରିଟ୍ରିଟ-୨୦୨୧

ପୁରୀ : ଉଦଘାଟିତ ହୋଇଛି ଇକୋ ରିଟ୍ରିଟ ୨୦୨୧ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ରେ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି ଏହି ଉତ୍ସବକୁ । ତୃତୀୟ ବର୍ଷରେ ପାଦ ଦେଇଛି ଏହି କାର୍ୟ୍ୟକ୍ରମ । ଏହାକୁ ନେଇ ଉତ୍ସାହିତ ଅଛନ୍ତି ପର୍ଯ୍ୟଟକ । କୋଭିଡ କଟକଣା ଭିତରେ ଆୟୋଜିତ ଏହି
Read More...

ପଞ୍ଚମ ଗଡ଼ଜାତ ଲୋକମହୋତ୍ସବ ଉଦଘାଟିତ

ବୌଦ୍ଧ,୧୫/୧୨: ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକର ବୀରନରସିଂହପୁର ଠାରେ ପଞ୍ଚମ ଗଡ଼ଜାତ ଲୋକ ମହୋତ୍ସବ ଆଜି ବିଶ୍ୱଜିତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଗଡ଼ଜାତ ସଂସ୍କୃତି ପରମ୍ପରାକୁ ବଜାୟ ରଖି ଥିବାରୁ ଗଡ଼ଜାତ
Read More...