ଯୁବ ଜ୍ୟୋତି ବିଜ୍ଞାନ ପ୍ରତିଭା ସନ୍ଧାନରେ ସେଞ୍ଚୁରିୟନ ପବ୍ଲିକ ସ୍କୁଲର ଛାତ୍ରୀଙ୍କ ବିଜୟୀ

ପାଟଣାହଗଡ : ପଠାଣି ସାମନ୍ତ ପ୍ଲାନି ଟୋରୀୟମ ସହିତ ମିଳିତ ଭାବରେ ଟାଟା ଷ୍ଟିଲ ଯୁବ ଜ୍ୟୋତି ବିଜ୍ଞାନ ପ୍ରତିଭା ସନ୍ଧାନର ୧୫ ତମ ସଂସ୍କରଣର ଏକ ପ୍ରତିଯୋଗିତା ଡିସେମ୍ବର ମାସ ୧୨ ଓ ୧୩ ତାରିଖରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତା ଭର୍ଚୁଆଲ ହୋଇଥିଲା ପ୍ରତିଯୋଗୀମାନଙ୍କୁ ବ୍ୟକ୍ତିଗତ
Read More...

ବିବାହ ବନ୍ଧନରେ ବାନ୍ଧିହେଲେ ଅଙ୍କିତା ଲୋଖଣ୍ଡେ

ନୂଆଦିଲ୍ଳୀ : ବିବାହ ବନ୍ଧନରେ ବାନ୍ଧିହେଲେ ଅଙ୍କିତା ଲୋଖଣ୍ଡେ । ବହୁ ଚର୍ଚ୍ଚିତ ତଥା ଲୋକପ୍ରିୟ ଟିଭି ଶୋ ‘ପବିତ୍ର ରିସ୍ତା’ ଫେମ୍‌ ଅଙ୍କିତା ଲୋଖଣ୍ଡେ ତାଙ୍କ ପ୍ରେମିକ ଭିକି ଜୈନଙ୍କ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବହୁ ଦିନର ଅପେକ୍ଷାର ଦୁହିଁଙ୍କର ହାତଗଣ୍ଠି ପଡିଲା । ଭିକିଙ୍କ
Read More...

ଅବହେଳିତ ୪ଟି ବୃହତ ସାଗର ଅଞ୍ଚଳର ବିକାଶ ପାଇଁ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସାଗର ଅଞ୍ଚଳକୁ ଗ୍ରସ୍ତ ଓ ଅନୁଧ୍ୟାନ

ପାରଳାଖେମୁଣ୍ଡି : ଜଳସେଚନ କ୍ଷେତ୍ରରେ ବର୍ଷ ବର୍ଷ ଧରି ଅବହେଳିତ ହୋଇ ପଡି ରହିଥିବା ଗଜପତି ଜିଲ୍ଲାର ଅବହେଳିତ ୪ଟି ବୃହତ ସାଗର ଅଞ୍ଚଳର ବିକାଶ ପାଇଁ ରାଜ୍ୟ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ମୁଖ୍ୟଯନ୍ତ୍ରୀମାନେ ସମ୍ପୃକ୍ତ ସାଗର
Read More...

ଭୋଟ ବର୍ଜନ ନିଷ୍ପତ୍ତି | ମୌଳିକ ସୁବିଧାରୁ ବଞ୍ଚିତ ଥିବାରୁ ୫ ଟି ଗ୍ରାମ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଖଜୁରିପଡା ବ୍ଲକ ଅନ୍ତର୍ଗତ ୩ନଂ ୱାର୍ଡ କୁନ୍ଦା, ମାଦିଗୋଚ୍ଛା, ମୁଣ୍ଡାବୁଡି, ଦାରେକୁ, ବିତଲି ଗ୍ରାମଗୁଡିକ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି । ଏନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଖଜୁରୀପଡା, ଥାନା ଭାରପ୍ରାପ୍ତ ଅଧିକାରୀ, ଖଜୁରୀପଡ଼ା,କନ୍ଧମାଳ ଜିଲ୍ଲାପାଳ ଓ
Read More...

ବିଜେଡିରେ ଯୋଗଦେଲେ ଛାତ୍ରନେତା ଚିନ୍ମୟ

ଦଶପଲ୍ଲା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ, ଲୋକାଭିମୁଖୀ କାର୍ଯ୍ୟରେ ଅନୁପ୍ରାଣୀତ ହୋଇ ଆଇନ ମହାବିଦ୍ୟାଳୟ ଭୁବନେଶ୍ୱର ପୂର୍ବତନ ସଭାପତି ଚିନ୍ମୟ ପ୍ରଧାନ । ଦଶପଲ୍ଲାର ଯୁବ ସଂଗଠକ ତଥା ବିଧାୟକ, ଦଶପଲ୍ଲା ତଥା ଜିଲ୍ଲା ବିଜେଡ଼ି ସଭାପତି, ନୟାଗଡ଼ ରମେଶ ଚନ୍ଦ୍ର ବେହେରାଙ୍କ
Read More...

ସନ୍ତରଣ ପ୍ରତିଯୋଗିତା | ସୁବର୍ଣ୍ଣପୁରରେ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତା

ସୁବର୍ଣ୍ଣପୁର : ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ପକ୍ଷରୁ ସୁବର୍ଣ୍ଣପୁରସ୍ଥିତ ନବ ନିର୍ମିତ ବିଜୁ ପଟ୍ଟନାୟକ ସୁଇମିଂ ପୁଲ୍‌ରେ ଆନ୍ତଃ ମହାବିଦ୍ୟାଳୟସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମା' ଝାଡେଶ୍ୱରୀ ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ଏହି ସନ୍ତରଣ ପ୍ରତିଯୋଗିତାରେ ୯ଟା
Read More...

ମିଶନ ଶକ୍ତି ମାଆମାନେ ନିଜ ପରିବାରର ବିକାଶ ପାଇଁ ଚିନ୍ତା କରନ୍ତୁ, ସରକାର ଚିକିତ୍ସା କଥା ବୁଝୁଛନ୍ତି : ମୁଖ୍ୟମନ୍ତ୍ରୀ

ଦଶପଲ୍ଲା : ନୟାଗଡ଼ ଜିଲ୍ଲାରେ ସ୍ମାର୍ଟ ସ୍ୱାସ୍ଥ୍ୟ ସେବା, ବିଏସ୍‌କେୱାଇ ସ୍ମାର୍ଟ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ସ୍ୱାସ୍ଥ୍ୟ ସେବାରେ ସାମିଲ ହେଲା ନୟାଗଡ ଜିଲ୍ଲା । ଭର୍ଚୁଆଲରେ ନୟାଗଡ ଜିଲ୍ଲା ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ
Read More...

ନିମ୍ନମାନର ପିଚୁ ରାସ୍ତା କାମକୁ ବିରୋଧ କଲେ ଗ୍ରାମବାସୀ, ଠିକ୍‌ ଭାବେ ନକଲେ ଆନ୍ଦୋଳନ ଚେତାବନୀ

ଘୁ.ଉଦୟଗିରି,୧୪/୧୨- ନବନିର୍ମିତ ରାସ୍ତାରୁ ପିଚୁ ଖୋଳି ବାହାର କଲେ ଗ୍ରାମବାସୀ । ଠିକ କାମ କର ନଚେତ ରାଜରାସ୍ତାରେ ଆନ୍ଦୋଳନ କରିବାକୁ ଚେତାବନୀ । ଗୋଟିଏ ରାସ୍ତା ପାଇଁ ବାରମ୍ବାର ନିମ୍ନମାନର କାର୍ଯ୍ୟ ଅଭିଯୋଗ । ତଥାପି ସୁଧୁରୁନି ରାସ୍ତା କାମ । ଠିକାଦାର ପ୍ରତି ବିଭାଗୀୟ ଅଧିକାରୀଙ୍କ
Read More...

ବ୍ଲକସ୍ତରୀୟ ମେଗା ଲୋନ ସମନ୍ୱୟ ମେଳା

ବୌଦ୍ଧ,୧୪/୧୨- ବୌଦ୍ଧ ବ୍ଲକରେ ଆଜି ବ୍ଲକସ୍ତରୀୟ ମେଗା ଲୋନ ସମନ୍ୱୟ ମେଳାର ଆୟୋଜନ କରାଯାଇଛି । ମିଶନ ଶକ୍ତି ଜରିଆରେ ଏସଏଚଜି ମହିଳାମାନଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ବ୍ୟାଙ୍କ ଲୋନ ପ୍ରଦାନ କରାଇବା ଉଦ୍ଦେଶ୍ୟରେ ଏହି ଲୋନ ମେଳାର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି
Read More...

ରାଜ୍ୟ ସ୍ତରୀୟ ଯୁବ ଜ୍ୟୋର୍ତିବିଜ୍ଞାନୀ ପ୍ରତିଭା ସନ୍ଧାନରେ ଅର୍ଣ୍ଣବ ସାହୁଙ୍କ ସଫଳତା

ସୁବର୍ଣ୍ଣପୁର : ଟାଟା ଷ୍ଟିଲ ଲିମିଟେଡ ସହଯୋଗରେ ପଠାଣି ସାମନ୍ତ ପ୍ଲାନୋଟୋରିୟମ ଯୁବ ଜ୍ୟୋର୍ତିବିଜ୍ଞାନ ପ୍ରତିଭା ସନ୍ଧାନ (YATS) ର ୧୫ ତମ ସଂସ୍କରଣରେ ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଦୁଇଟି ବର୍ଗରେ ଯଥା ଜୁନିୟର ଗ୍ରୁପ (ଷଷ୍ଠରୁ ଅଷ୍ଟମ ଶ୍ରେଣୀ) ସିନିୟର ଗୃପ (ନବମରୁ
Read More...