ଏସ୍‌ପି ଅଫିସ ଘେରିଲା କନ୍ଧମାଳ ଜିଲ୍ଲା କଂଗ୍ରେସ

ଫୁଲବାଣୀ:ରାଜ୍ୟ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଭିତରେ ସଶସ୍ତ୍ର ପୋଲିସ ଜୋର ଜବରଦସ୍ତ ପଶି ଛାତ୍ର ଓ ଯୁବ କଂଗ୍ରେସ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ପ୍ରତିବାଦ କରି ସୋମବାର କନ୍ଧମାଳ ଜ଼ିଲ୍ଲା କଂଗ୍ରେସ, ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ଶତାଧିକ ନେତା ଓ କର୍ମୀମାନେ ପୋଲିସ ବିରୁଦ୍ଧରେ
Read More...

ପାଟଣାଗଡରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ଟିମ୍‌

ପାଟଣାଗଡ : ପାଟଣାଗଡ଼ଠାରେ ଆଗାମୀ ଦିନରେ ସ୍ଥାପନ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ଆଜି ପାଟଣାଗଡରେ ପହଞ୍ଚି ସ୍ଥାନ ନିରୂପଣ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡିଛି । କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ କେନ୍ଦ୍ରୀୟ ବିଦ୍ୟାଳୟ ଅତିରିକ୍ତ ସଚିବ
Read More...

ସଂଜୟ ଦାସବର୍ମାଙ୍କ ପିଏଙ୍କ ମୃତ୍ୟୁ ମାମଲା, ତଦନ୍ତ କରିବ ସ୍ୱତନ୍ତ୍ର ଟିମ୍‌

ପୁରୀ : ସଂଜୟ ଦାସବର୍ମାଙ୍କ ପିଏ ଚିତ୍ତରଞ୍ଜନ ପଲେଇଙ୍କ ସଂଦେହ ଜନକ ମୃତ୍ୟୁ ଘଟଣାର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛି ପୁରୀ ପୋଲିସ । ଅତିରିକ୍ତ ଏସପି ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ କହିଛନ୍ତି ଘଟଣାର ତଦନ୍ତ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ସେ ନିଜେ ଏହି ଟିମର ମୁଖ୍ୟ ରହି ଘଟଣାର
Read More...

ମୌଳିକ ସୁବିଧାରୁ ବଞ୍ଚିତ ବେହେରା ଗାଁ: ଭୋଟ ବର୍ଜନ ନିଷ୍ପତ୍ତି

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ଅନ୍ତର୍ଗତ ବେହେରା ଗାଁ ଠାରେ ବେହେରା ଗାଁ ଗ୍ରାମ ପଞ୍ଚାୟତ ଯୁବମଞ୍ଚର ସଭାପତି ଅନନ୍ତ ଦିଗାଲଙ୍କ ସଭପତିତ୍ୱରେ ଶତାଧିକ ଗ୍ରାମବାସୀ ପୁରୁଷ ମହିଳା ଏକତ୍ରିତ ହୋଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଗ୍ରାମର ବୁଦ୍ଧିଜୀବୀମାନଙ୍କ ଜରିଆରେ
Read More...

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ରୋହିତ ବାଦ, ଏହି ଖେଳାଳି ହେଲେ ସାମିଲ

ମୁମ୍ଵାଇ ୧୩।୧୨: ଦକ୍ଷିଣ ଆଫ୍ରିକା ଗସ୍ତ କରିବା ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ଶକ୍ତ ଝଟକା। ନବନିଯୁକ୍ତ ଆହତଜନିତ ସମସ୍ୟା କାରଣରୁ ଦିନିକିଆ ଦଳର ଅଧିନାୟକ ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରୁ ବାଦ୍ ପଡିଛନ୍ତି। ମୁମ୍ବାଇରେ ଅଭ୍ୟାସ୍ ସମୟରେ ରୋହିତଙ୍କ ଆଘାତ
Read More...

ଟ୍ରକ ଧକ୍କାରେ ସାଇକେଲ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ଲୋକଙ୍କ ରାସ୍ତାରୋକ

ସୁବର୍ଣ୍ଣପୁର: ବିନିକା ସୋନପୁର ମୁଖ୍ୟରାସ୍ତାରେ ନୀତି ପ୍ରତିଦିନ ଦ୍ରୁତ ଗତିରେ ବିଭିନ୍ନ ପ୍ରକାରର ଗାଡ଼ି ଯିବା ଆସିବା କରୁଛି । ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି । ଆଜି ମଧ୍ୟାହ୍ନ ପ୍ରାୟ ୧.୩୦ ସମୟରେ ଏକ ଟ୍ରକ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଛି । ଉତ୍ତ୍ୟକ୍ତ ହୋଇ କ୍ଷତିପୂରଣ ଦାବିରେ
Read More...

ରୋହିତ ଶର୍ମା ଅଭ୍ୟାସ ବେଳେ ଆହତ | ଭାରତକୁ ବଡ ଝଟକା, ଅଭ୍ୟାସ ବେଳେ ଆହତ ହେଲେ ଏହି ଷ୍ଟାର ଖେଳାଳି

ନୂଆଦିଲ୍ଲୀ ଦକ୍ଷିଣ ଆଫ୍ରିକା ଗସ୍ତର ଠିକ୍‌ ପୂର୍ବରୁ ଟିମ ଇଣ୍ଡିଆକୁ ବଡ ଝଟ୍‌କା ଲାଗିଛି । ଟେଷ୍ଟ ଫର୍ମାଟର ଉପଅଧିନାୟକ ରୋହିତ ଶର୍ମା ଅଭ୍ୟାସ ବେଳେ ଆହତ ହୋଇଥିବା ଜଣାପଡିଛି । ଆହତ ହେବା କାରଣରୁ ଅଧିକ ସମୟ ପଡିଆରେ ଅଭ୍ୟାସ କରିପାରିନାହାନ୍ତି ରୋହିତ ।ସେ ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ,
Read More...

ସ୍ୱାସ୍ଥ୍ୟ ବୀମା ପ୍ରଦାନ | ପଶ୍ଚିମାଞ୍ଚଳ ଅବସରପ୍ରାପ୍ତ କର୍ମଚାରୀ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ…

ସୁବର୍ଣ୍ଣପୁର : ପଶ୍ଚିମାଞ୍ଚଳ ଅବସରପ୍ରାପ୍ତ କର୍ମଚାରୀ ସଂଘ ସୁବର୍ଣ୍ଣପୁର ଶାଖା ପକ୍ଷରୁ ସ୍ୱାସ୍ଥ୍ୟ ବୀମା ପ୍ରଦାନ ଦାବି କରି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ପଶ୍ଚିମାଞ୍ଚଳ
Read More...

୭ ହଜାର ଶିକ୍ଷକ ନିଯୁକ୍ତି ପାଇବେ

ଭୁବନେଶ୍ବର ୧୩।୧୨: ଅଶାୟୀ ଶିକ୍ଷକଙ୍କ ପାଇଁ ଖୁସି ଖବର । ଏକା ଥରକେ ୭ ହଜାର ଶିକ୍ଷକ ନିଯୁକ୍ତି ପାଇବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି। ୧୬ ତାରିଖରେ ନିଯୁକ୍ତି ପାଇବେ । ପ୍ରଥମ ପର୍ଯ୍ୟାୟରେ ୧୧ ହଜାର ଶିକ୍ଷକ ନିଯୁକ୍ତି ପାଇଁ ସରକାରଙ୍କ
Read More...

ବେଆଇନ୍‌ ଗଞ୍ଜେଇ ଚାଷ | ପୁଣି ନଷ୍ଟ ହେଲା ୧୪କୋଟି ୫୦ ଲକ୍ଷ ଟଙ୍କାର ବେଆଇନ୍‌ ଗଞ୍ଜେଇ ଚାଷ

ବାଲିଗୁଡ଼ା: ଜୋର୍‌ ଧରିଲା କନ୍ଧମାଳ ପୋଲିସ୍‌ ଓ ଅବକାରୀ ବିଭାଗର ଅପରେସନ୍‌ ନୀଳ ଜହର । ପୁଣି ନଷ୍ଟ ହେଲା ୧୪କୋଟି ୫୦ ଲକ୍ଷ ଟଙ୍କାର ବେଆଇନ୍‌ ଗଞ୍ଜେଇ ଚାଷ। ବାଲିଗୁଡ଼ା ଥାନା ମହାସିଙ୍ଗି ପଞ୍ଚାୟତର ଗୁମାପଦର ଓ ସିଟୁପାଜି ଅଞ୍ଚଳର ୧୪୫ ଏକର ଜଙ୍ଗଲ ଜମିରେ ହୋଇଥିଲା ବେଆଇନ୍‌ ଗଞ୍ଜେଇ
Read More...