ମିଳିତ ନାଗରିକ କମିଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ଫୁଲବାଣୀ: ମିଳିତ ନାଗରିକ କମିଟି ପକ୍ଷରୁ କନ୍ଧମାଳର ଅବସର ପ୍ରାପ୍ତ ଭିଏସ ଡଃ ପୂର୍ଣ୍ଣଚନ୍ଦ୍ର ବେହେରା ଗତ ୯ତାରିଖରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଦେହାନ୍ତ ହୋଇଥିବାରୁ ଅମର ଆତ୍ମାର ସଦଗତି ପାଇଁ ବନାନୀ କଳା ସଙ୍ଗମଠାରେ ଡ଼ଃ ଅରୁପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା
Read More...

ରାଜ୍ୟରେ ଖୋଲିବ ୧୧ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର : ସାଇବର ଅପରାଧ ଏବେ ସାରା ବିଶ୍ୱରେ ଚିନ୍ତାର କାରଣ ହେଇଛି । ଦେଶ ତଥା ଆମ ରାଜ୍ୟ ଓଡିଶାରେ ମଧ୍ୟ ସାଇବର ଅପରାଧର ଅନେକ ଘଟଣା ଦୃଷ୍ଟିକୁ ଆସୁଅଛି ।ସାଇବର ଅପରାଧ, ବ୍ୟାଙ୍କ ଦେଣନେଣ ତଥା ଜଟିଳ ଡିଜିଟାଲ ଦେଣନେଣରେ ଅଧିକ ଭାବରେ ସଂପୃକ୍ତ । ତେଣୁ ଏସବୁ ଅପରାଧର ଯଥାର୍ଥ ଅନୁସଂଧାନ
Read More...

ସ୍ମାର୍ଟ ହେଲଥ କାର୍ଡ | ଗଣିଆରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କଲେ ବିଧାୟକ

ନୟାଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାସହ ଗରିବରୋଗୀଙ୍କୁ ମାଗଣାରେ ଚିକିତ୍ସା ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ବର୍ଷକୁ ୫ ଲକ୍ଷ ଏବଂ ମହିଳା ସଦସ୍ୟଙ୍କୁ ୧୦ ଲକ୍ଷ ସମୁଦାୟ ୧୫ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ
Read More...

ଟେଷ୍ଟ କ୍ରିକେଟରୁ ଅବସର ନେଇପାରନ୍ତି ଜାଡେଜା, ଜାଣନ୍ତୁ କାରଣ

ମୁମ୍ବାଇ: ଟେଷ୍ଟ କ୍ରିକେଟରୁ ଅବସର ନେଇପାରନ୍ତି ଜାଡେଜା । ଭାରତର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଟେଷ୍ଟ କ୍ରିକେୟରୁ ସନ୍ନ୍ୟାସ ନେଇପାରନ୍ତି ବୋଲି ଜଣାପଡିଛି । ଗତ କିଛି ବର୍ଷ ଧରି ଟିମ୍‌ ଇଣ୍ଡିଆ ପାଇଁ କ୍ରିକେଟ୍‌ ର ତିନୋଟି ଫର୍ମାଟରେ ଜାଡେଜା ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି
Read More...

ରୋହିତ ଓ ବିରାଟ ମଧ୍ୟରେ କିଛି ଭୁଲ ବୁଝାମଣା ଅଛି କି

ମୁମ୍ବାଇ : ରୋହିତ ଶର୍ମାଙ୍କୁ ବିସିସାଇ ଦିନିକିଆ ଅଧିନାୟକ ଦାୟିତ୍ୱ ହସ୍ତାନ୍ତର କରିବା ପରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗି ରହିଛି । ଉଭୟ ମଧ୍ୟରେ ଯେମିତି ସବୁକିଛି ଠିକ୍‌ ନଥବା ଆଶଙ୍କା କରାଯାଉଛି । ଏହାର ମଧ୍ୟ ବହୁ କାରଣ ରହିଛି । ଦକ୍ଷିଣ
Read More...

ରାଜଧାନୀରେ ଆଉ ୪ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆଉ ୪ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି । ଏନେଇ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ଦେଶରେ ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪୬କୁ ବୃଦ୍ଧି ପାଇଛି
Read More...

ରାଜ୍ୟସ୍ତରୀୟ ନୃତ୍ୟ ଉତ୍ସବ ପ୍ରତିଯୋଗିତାରେ ଗଜପତି ଜିଲ୍ଲା ପ୍ରଥମ

ପାରଳାଖେମୁଣ୍ଡି : ଭୁବନେଶ୍ୱର ୟୁନିଟି ତିନି ସ୍ଥିତ ଭାରତ ସ୍କାଉଟ ଓ ଗାଇଡ଼ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଥିବା ସ୍କାଉଟ ଭବନ ଠାରେ ଗତ ୮ ତାରିଖ ଠାରୁ ୧୧ତାରିଖ ପର୍ଯ୍ୟନ୍ତ ଚାରିଦିନ ଧରି ରାଜ୍ୟସ୍ତରୀୟ ସ୍କାଉଟ ଓ ଗାଇଡ଼ର ରାଜ୍ୟସ୍ତରୀୟ ନୃତ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ | ଦିନ ଦ୍ୱିପହରରେ ଉପକାରାଗାରରୁ ବିଚାରଧିନ କଏଦୀ ଚମ୍ପଟ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କାରାଗାରରୁ କଏଦୀ ଫେରାର୍‌ । ଦିନ ଦ୍ୱିପହରରେ ପୋଲିସକୁ ଚକମା ଦେଇ ଫେରାର୍‌ ହେଲେ ବିଚାରଧୀନ କଏଦୀ । ପ୍ରଥମେ କାରାଗାର ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିବାପରେ ଶେଷରେ ବାଲିଗୁଡ଼ା ଥାନାରେ ଏନେଇ କାରାଗାର ପକ୍ଷରୁ ଏତଲା
Read More...

ମୁଖ୍ୟ କୃଷି ଅଧିକାରୀ ଭାବେ କୈଳାସ ଚନ୍ଦ୍ର ବେହେରା ଦାୟିତ୍ୱ ଗ୍ରହଣ କରିଛନ୍ତି

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟରେ ନୂତନ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଭାବେ କୈଳାସ ଚନ୍ଦ୍ର ବେହେରା ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ରାଜ୍ୟ ବିହନ ପରୀକ୍ଷାଗାର ସାମନ୍ତରାପୁର ଭୁବନେଶ୍ୱର ଠାରେ ବିହନ ପ୍ରମାଣିକରଣ
Read More...

ସହର ମଧ୍ୟରୁ ୨ ବାଇକ ଚୋରି, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଘୁ.ଉଦୟଗିରି : ରାଜ୍ୟ ସରକାର ପୋଲିସକୁ ଏବଂ ପୋଲିସର କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିବା ନିମନ୍ତେ ଆମ ପୋଲିସ ଗଠନ କରିବା ସହ ପୋଲିସ ସାଧାରଣ ଲୋକଙ୍କ ଧନ ଜୀବନ ସୁରକ୍ଷାର ଭାର ବହନ କରିଥିବା ବେଳେ ସ୍ଥାନୀୟ ସହରରେ ସାଧାରଣ ଜନତାଙ୍କ ଧନ ଚୋରି ହେବାରେ ଲାଗିଛି । ପୋଲିସ ନିଷ୍କ୍ରିୟତାର
Read More...