ଦିଗପହଣ୍ଡିରେ ଟାଏକୋଣ୍ଡୋ କଲର ବେଲ୍ଟ ପ୍ରତିଯୋଗିତା

ଗଞ୍ଜାମ : ଦିଗପହଣ୍ଡିରେ ଟାଏକୋଣ୍ଡୋ କଲର ବେଲ୍ଟ ପ୍ରତିଯୋଗିତା । ଦିଗପହଣ୍ଡି ସ୍ଥିତ ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦ ପରିସରରେ ଦିଗପହଣ୍ଡି ଟାଏକୋଣ୍ଡୋ ଏକାଡେମୀ ପକ୍ଷରୁ ୨ୟ କଲର ବେଲ୍ଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆଲୋକ ବିଷୋୟୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି
Read More...

ଭୋଟ୍‌ ବର୍ଜନ ଚେତାବନୀ | ମୋବାଇଲ ଟାୱାର ସ୍ଥାପନ ନହଲେ ଭୋଟ୍‌ ବର୍ଜନ ଚେତାବନୀ ଦେଲେ ପଞ୍ଚାୟତବାସୀ

ବୌଦ୍ଧ,୧୩/୧୨- ମୋବାଇଲ ଟାୱାର ସ୍ଥାପନ ନହଲେ ଭୋଟ୍‌ ବର୍ଜନ ଚେତାବନୀ ଦେଲେ ପଞ୍ଚାୟତବାସୀ । ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ମଲ୍ଲିକପଡା ପଞ୍ଚାୟତବାସୀ ମୋବାଇଲ ଟାୱାର ନଥିବାରୁ ବିଭିନ୍ନ ସେବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି । ଏହି ପଞ୍ଚାୟତରେ ବାଲିସାହି, ଟିକିରାସାହି,
Read More...

ବିଏସକେୱାଇ ସ୍ମାର୍ଟକାର୍ଡ | କଟକ ଜିଲ୍ଲାରେ ବିଏସକେୱାଇ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ କଟକରେ ଆୟୋଜିତ ଏକ ଉତ୍ସବରେ ଜିଲାବାସୀଙ୍କୁ ବିଏସକେୱାଇ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏଥିସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)ରେ କଟକ ଜିଲ୍ଲା ସାମିଲ ହୋଇଛି । ବିଏସକେୱାଇ ସ୍ମାର୍ଟକାର୍ଡ
Read More...

ଦିନିକିଆ ଦଳ ଘୋଷଣା | ଖୁବଶୀଘ୍ର ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ହୋଇପାରେ ଦିନିକିଆ ଦଳ ଘୋଷଣା, ଏହି ଯୁବ ଖେଳାଳିଙ୍କୁ…

ନୂଆଦିଲ୍ଲୀ : ଖୁବଶୀଘ୍ର ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ହୋଇପାରେ ଦିନିକିଆ ଦଳ ଘୋଷଣା, ଏହି ଯୁବ ଖେଳାଳିଙ୍କୁ ମିଳିପାରେ ସ୍ଥାନ । ଭାରତୀୟ କ୍ରିକେଟ ଦଳ ଦକ୍ଷିଣଆଫ୍ରିକା ଗସ୍ତରେ ଆସନ୍ତା ଜାନୁଆରୀରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ମ୍ୟାଚ ଖେଳିବ। ଭାରତୀୟ ଦଳ ମନୋନୟନ ଲାଗି ବିସିସିଆଇ
Read More...

କୋଭିଦ୧୯ ସଂକ୍ରମଣ | ଗୋଟିଏ ବିଦ୍ୟାଳୟରୁ ୪୦ ଛାତ୍ରୀ କରୋନା ପଜିଟିଭ

ବାରିପଦା: ଶିକ୍ଷାନୁଷ୍ଠାନରେ ପଶିଲା କୋରୋନା । ଏକାଥରେ ଗୋଟିଏ ବିଦ୍ୟାଳୟର ୪୦ରୁ ଊର୍ଦ୍ଧ୍ୱ ଛାତ୍ରୀ ହେଲେ କୋଭିଦ୧୯ ସଂକ୍ରମଣ ଆକ୍ରାନ୍ତ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଶହେରୁ ଊର୍ଦ୍ଧ୍ୱ ଛାତ୍ରୀ ପଢୁଥିବା ବେଳେ ୮୦ରୁ ଊର୍ଦ୍ଧ୍ୱ ଛାତ୍ରୀଙ୍କ
Read More...

ଗୁମ୍ମାରେ ରବର ଚାଷୀଙ୍କୁ ଚାରା ବଣ୍ଟନ | ଆଇଟିଡିଏ ତରଫରୁ ଗୁମ୍ମାରେ ରବର ଚାଷୀଙ୍କୁ ଚାରା ବଣ୍ଟନ

ପାରଳାଖେମୁଣ୍ଡି : ଆଇଟିଡିଏ ତରଫରୁ ଗୁମ୍ମାରେ ରବର ଚାଷୀଙ୍କୁ ଚାରା ବଣ୍ଟନ । ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାର ଗୁମ୍ମା ବ୍ଳକରେ ଆଦିବାସୀମାନଙ୍କ ଜୀବନ ଶୈଳୀର ବିକାଶ ସହିତ ସେମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ସକାଶେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସମନ୍ୱିତ ଆଦିବାସୀ
Read More...

ପିଏସ୍‌ଓଙ୍କ ମୃତଦେହ ଉଦ୍ଧାର | ସଞ୍ଜୟ ଦାସବର୍ମାଙ୍କ ପ୍ରାଇଭେଟ୍‌ ପିଏସ୍‌ଓଙ୍କ ମୃତଦେହ ଉଦ୍ଧାର

ପୁରୀ : ବ୍ରହ୍ମଗିରିର ପୂର୍ବତନ ବିଧାୟକ ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ପ୍ରାଇଭେଟ୍‌ ପିଏସ୍‌ଓ ନିଖୋଜ ଥିବା ବେଳେ ଆଜି ସକାଳୁ ପୁରୀ ସଦର ଥାନା ଗଡ଼ମୃଗସିରା ବ୍ରିଜ ନିକଟ ନୂଆନଇ ପଠାରୁ ପିଏସ୍‌ଓଙ୍କ ମୃତଦେହ ଉଦ୍ଧାର ହୋଇଛି । ଏ ନେଇ ପୁରୀ ସଦରଥାନା ପୋଲିସର
Read More...

ଓମିକ୍ରନ ଭୂତାଣୁ | ଦକ୍ଷିଣ ଆଫ୍ରିକା ଓ ବ୍ରିଟେନରେ କ୍ଷୀପ୍ର ଗତିରେ ବ୍ୟାପୁଛି ଓମିକ୍ରନ

ଜେନେଭା: ମହାମାରୀ କରୋନାର ମାରାତ୍ମକ ରୂପ ଓମିକ୍ରନ ଭୂତାଣୁ କୁ ନେଇ ଚିନ୍ତାଜନକ ତଥ୍ୟ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଓମିକ୍ରନ ଭାରିଏଣ୍ଟ ଟିକା ଦ୍ୱାରା ସୃଷ୍ଟି ହେଉଥିବା ରୋଗ ପ୍ରତିରୋଧକ ଶକ୍ତିକୁ ମାତ ଦେଇ ପାରୁଛି। ସେହିପରି ଏହା ଡେଲ୍ଟା ଷ୍ଟ୍ରେନ ତୁଳନାରେ ଅଧିକ ବେଗରେ
Read More...

ବିଜେପି କର୍ମୀଙ୍କୁ ଉଠାଇନେଲା ପୁଲିସ

କଟକ: କଟକର ଯୋବ୍ରା ଓ ଆନନ୍ଦ ଭବନ ଛକରୁ ବିଜେପି କର୍ମୀଙ୍କୁ ଉଠାଇନେଲା ପୁଲିସ। ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ ପୂର୍ବରୁ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି। ବକ୍ସିବଜାରରେ କଳାପତାକା ପ୍ରଦର୍ଶନ ସହ ବିକ୍ଷୋଭ କରାଯାଇଛି। ବିରୋଧ ପ୍ରଦର୍ଶନ କରୁଥିବା ପ୍ରାୟ ୨୦ ଯୁବ
Read More...

ହରନାଜ୍ କୌର ମିସ୍ ୟୁନିଭର୍ସ | ଭାରତର ଝିଅ ହରନାଜ୍ କୌର ହେଲେ ମିସ୍ ୟୁନିଭର୍ସ

ନୂଆଦିଲ୍ଲୀ : ହରନାଜ୍ କୌର ମିସ୍ ୟୁନିଭର୍ସ, ମିସ୍ ୟୁନିଭର୍ସ ୨୦୨୧ ତାଜ ପିନ୍ଧିଲେ ହରନାଜ୍ କୌର । ୨୧ ବର୍ଷ ପରେ ଭାରତକୁ ମିଳିଛି ଏହି ସଫଳତା । ଏହି ପ୍ରତିଯୋଗିତାରେ ଭାରତର ଝିଅ ହରନାଜ କୌର ସନ୍ଧୁ ୭୦ ତମ ମିସ୍ ୟୁନିଭର୍ସ ତାଜ୍ ହାସଲ କରିଛନ୍ତି । ଇସ୍ରାଏଲରେ ଆୟୋଜିତ ହୋଇଥିଲା ୭୦
Read More...