ଅଜଣା ବୃଦ୍ଧାର ସମ୍ମାନ ପୂର୍ବକ ଶବସକ୍ରାର କଲା ପୋଲିସ ବାହିନୀ
କଣ୍ଟାବାଞ୍ଜି,୧୯/୧୨- ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଅଜଣା ବୃଦ୍ଧାଙ୍କ ଶନିବାର ମୃତ୍ୟୁ ଘଟିଥିଲା । ତାଙ୍କର ପରିଚିତ କିମ୍ବା ଦାବିଦାର କେହି ନଆସିବାରୁ କଣ୍ଟାବାଞ୍ଜି ପୋଲିସ ସମ୍ମାନ ପୂର୍ବକ ଶବସତ୍କାର କରିଛି । ହିନ୍ଦୁ ନୀତି ଅନୁସାରେ ଶବକୁ କାନ୍ଧରେ ନେଇ!-->…
Read More...
Read More...