ସିଡିଏସ ବିପିନ ରାୱତ | ଅନ୍ତିମଯାତ୍ରାରେ ସିଡିଏସ ବିପିନ ରାୱତ

ନୂଆଦିଲ୍ଲୀ: ସିଡିଏସ ବିପିନ ରାୱତ ଙ୍କ ଅନ୍ତିମଯାତ୍ରା । ଦିଲ୍ଲୀ କୈଣ୍ଟ ବରାର ସ୍କୋୟାରରେ ହେବ ଅନ୍ତିମ ସଂସ୍କାର । ସନ୍ଧ୍ୟା ୫ଟାରେ ପୂର୍ଣ୍ଣ ସାମରିକ ମର୍ଯ୍ୟାଦା ସହ ସଂସ୍କାର କରାଯିବ। ପ୍ରୋଟକଲ୍‌ ଅନୁସାରେ, ଜେନେରାଲ୍‌ ରାୱତ୍‌ଙ୍କୁ ୧୭ ତୋପ ସଲାମୀ ଦିଆଯିବ ଏବଂ ୮୦୦ ସେନା
Read More...

୨୦୧୯ ବିଶ୍ୱକପ ଟିମ୍‌ ଚୟନ କୁ ନେଇ ଏମିତି କହିଲେ ଶାସ୍ତ୍ରୀ

ମୁମ୍ବାଇ : ଟିମ୍‌ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଭାବେ ରବି ଶାସ୍ତ୍ରୀଙ୍କ ଯାତ୍ରା ଶେଷ ହେବାର ପ୍ରାୟ ଏକ ମାସ ବିତିଗଲାଣି । ମୁଖ୍ୟ ପ୍ରଶିକ୍ଷକ ଭାବରେ ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଟି -୨୦ ବିଶ୍ୱକପ ସହିତ ଶେଷ ହୋଇଥିଲା ଏବଂ ରାହୁଲ ଦ୍ରାବିଡଙ୍କୁ ତାଙ୍କ ସ୍ଥାନରେ ଟିମ୍‌ ଇଣ୍ଡିଆର ନୂତନ
Read More...

ବିକାଶଠୁ ବହୁଦୂରରେ ତିନୋଟି ଗାଁ, ଅଭିଶପ୍ତ ଜୀବନ ବିତାଉଛନ୍ତି ଅଞ୍ଚଳବାସୀ

ବାଲିଗୁଡ଼ା: ବଣ ପାହାଡ଼ ଘେରା କନ୍ଧମାଳ ଜିଲ୍ଲା ରେ ବିକାଶଠୁ ବହୁଦୂରରେ ତିନୋଟି ଗାଁ। ପ୍ରକୃତି କୋଳରେ ବସବାସ କରନ୍ତି ଅଧିକାଂଶ ଅନୂସୁଚିତ ଜାତି ଓ ଜନଜାତି ବର୍ଗର ଲୋକେ । ପ୍ରଶାସନିକ ଅବହେଳା କାରଣରୁ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ନିରୀହ ଗ୍ରାମବାସୀ । ନା ଅଛି ରାସ୍ତା,ନାଅଛି
Read More...

ବିଜେଡିରେ ମିଶିଲେ ବିଧାୟକ ପ୍ରଫୁଲ୍ଲ ମାଝୀ| ବିଜେଡିରେ ମିଶିଲେ କଂଗ୍ରେସର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ

ଭୁବନେଶ୍ୱର: ବିଜେଡିରେ ମିଶିଲେ ବିଧାୟକ ପ୍ରଫୁଲ୍ଲ ମାଝୀ । ତଳସରାର ପୂର୍ବତନ କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝୀ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡିର ମିଶ୍ରଣ ପର୍ବରେ ବହୁ ସମର୍ଥକମାନଙ୍କ ସହ ସେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ସାଂଗଠନିକ ସମ୍ପାଦକ
Read More...

ଭାଇକୁ ହତ୍ୟା କଲା ଭାଇ | ଭାଇକୁ କଟୁରୀରେ ହାଣି ହତ୍ୟା କଲା ଭାଇ

ଯାଜପୁର: ଭାଇକୁ ହତ୍ୟା କଲା ଭାଇ, ଭାଇ ହେଲା ବଇରୀ । ପୂର୍ବ ଶତ୍ରୁତାରୁ ସମ୍ପର୍କିୟ ଭାଇକୁ କଟୁରୀରେ ହାଣି ହତ୍ୟା କଲା ଭାଇ । ଏମିତି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଟାଉନ ଥାନା ଅଞ୍ଚଳରେ । ମୃତକ ହେଲେ ପ୍ରକାଶ ଦାସ ।ସୂଚନା ଅନୁସାରେ ମୃତକ ସକାଳୁ ସମିତିସଭ୍ୟଙ୍କ ସହ କଥା
Read More...

ଅଷ୍ଟ୍ରେଲିଆ ଯୁବତୀଙ୍କୁ ପ୍ରୋପଜ | ଲାଇଭ ମ୍ୟାଚ ବେଳେ ଅଷ୍ଟ୍ରେଲିଆ ଯୁବତୀଙ୍କୁ ପ୍ରୋପଜ କଲେ ଇଂଲଣ୍ଡ ଯୁବକ

ଗାବା : ଗାବାରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଆଶେସ୍‌ ଟେଷ୍ଟ ସମୟରେ କ୍ୟାମେରାରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଥିଲା । ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସମୟରେ ଇଂଲଣ୍ଡର ଜଣେ ଯୁବ କ୍ରିକେଟ ପ୍ରଶଂସକ ତାଙ୍କ ଅଷ୍ଟ୍ରେଲିଆ ଗର୍ଲଫ୍ରେଣ୍ଡ ପ୍ରୋପଜ କରି ସମସ୍ତଙ୍କର
Read More...

କ୍ୟାଟ୍ରିନାଙ୍କ ୬ ଭଉଣୀ ଙ୍କ ବିଷୟରେ ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: କ୍ୟାଟ୍ରିନା କୈଫ ଓ ଭିକି କୌଶଲ ତାଙ୍କର ବିବାହ ପାଇଁ ଏବେ ଲାଇମଲାଇଟରେ ରହିଛନ୍ତି । ଗତ କାଲି ଉଭୟେ ସାତ ଫେରି ନେଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେହିପରି ଏହି ବିବାହ ଉତ୍ସବରେ କ୍ୟାଟ୍ରିନାଙ୍କ ୬ ଭଉଣୀ ମଧ୍ୟ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି । ଆସନ୍ତୁ ଜାଣିବା
Read More...

ବର୍ଷା ଜଳ ସଂଗୃହିତ କାର୍ଯ୍ୟକ୍ରମ

ଫୁଲବାଣୀ: ଫୁଲବାଣୀ ସହରର ସ୍ଥାନୀୟ ପବ୍ଲିକ ଇଂରାଜୀ ମିଡିୟମ ସ୍କୁଲ ଫୁଲବାଣୀ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ବର୍ଷା ଜଳ ସଂଗୃହିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ଅନୁଷ୍ଟିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ପବ୍ଲିକ ସ୍କୁଲର ଅଧକ୍ଷ ମନୋରଞ୍ଜନ ରଥ ଯୋଗ ଦେଇଥିବା
Read More...

ଅଭିନେତା ମିହିର ଦାସ ଅସୁସ୍ଥ

ଭୁବନେଶ୍ୱର: ଓଡିଆ କଳାକାର ଜଗତର ବରିଷ୍ଠ ଅଭିନେତା ମିହିର ଦାସ ଅସୁସ୍ଥ ହୋଇ ପଡିଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଛି । ସେ ଏବେ କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ।ମିହିର ଦାସ ୧୯୭୯ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ । ଗୋଟିଏ
Read More...

ନିଖୋଜ ଯୁବକ ଉଦ୍ଧାର

ପୁରୀ : ଧର୍ମଗଡ଼ର ନିଖୋଜ ଯୁବକ ଉଦ୍ଧାର, ନିଖୋଜ ଥିବା ଯୁବକ ଦେଢ ବର୍ଷ ପରେ ପିପିଲିରୁ ଉଦ୍ଧାର ହୋଇଛନ୍ତି । ଧର୍ମଗଡ଼ ଥାନା ଅନ୍ତର୍ଗତ ସନ୍ଧିକୁଳିଆରୀ ଗ୍ରାମର ନିଖୋଜ ଯୁବକ ଜିଚେନ୍ଦ୍ର ବେହେରା(୨୪)ଙ୍କୁ ଆଜି ପିପିଲିରୁ ଉଦ୍ଧାର କରିଛନ୍ତି ପରିବାର ଲୋକ । ଗତକାଲି ପିପିଲିର ସାମାଜିକ
Read More...