ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ଫୁଲବାଣୀ: ତାମିଲନାଡୁ କନ୍ନୁରରେ ବାୟୁସେନା ହେଲିକ୍ୟାପ୍‌ଟେର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଜେନରାଲ ବିପିନ ରାୱତ ଓ ଅନ୍ୟ ୧୨ ଜଣ ସହିଦଙ୍କୁ ଫୁଲବାଣୀ ସହରର ଜନସାଧାରଣ ପକ୍ଷରୁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସହରର ବିଜୁ ପଟ୍ଟନାୟକ ଛକ ଠାରେ ତୈଳ ଫୋଟ ଚିତ୍ରରେ
Read More...

ସିଡିଏସ ବିପିନ ରାୱତ | ଦିଲ୍ଲୀରେ ପହଞ୍ଚିଲା ସିଡିଏସ ବିପିନ ରାୱତଙ୍କ ସମେତ ୧୩ ସହକର୍ମୀଙ୍କ ପାର୍ଥିବ ଶରୀର

ନୂଆଦିଲ୍ଲୀ : ତାମିଲନାଡୁର କନ୍ନୁର ନିକଟରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦେଶର ପ୍ରଥମ ପ୍ରତିରକ୍ଷା କର୍ମଚାରୀ ଜେନେରାଲ ସିଡିଏସ ବିପିନ ରାୱତ ଙ୍କ ମୃତଦେହ ଦିଲ୍ଲୀରେ ପହଞ୍ଚିଛି । ସିଡିଏସ ବିପିନ ରାୱତ ଙ୍କ ସହ ତାଙ୍କ ପତ୍ନୀ ମଧୁଲିକା ଏବଂ ଅନ୍ୟ ୧୧ ଜଣ ସେନା
Read More...

ରାଜ୍ୟ ଭାରୋତ୍ତୋଳନ ପ୍ରତିଯୋଗିତା |୧୧ରୁ କଳିଙ୍ଗ ଷ୍ଟାଡିୟମ୍‌ଠାରେ ରାଜ୍ୟ ଭାରୋତ୍ତୋଳନ ପ୍ରତିଯୋଗିତା

ଭୁବନେଶ୍ୱର: ଓଡ଼ିଶା ଭାରୋତ୍ତୋଳନ ସଙ୍ଘ ଓ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଆସନ୍ତା ଡିସେମ୍ବର ୧୧ ଓ ୧୨ ତାରିଖ ଦିନ କଳିଙ୍ଗ ଷ୍ଟାଡିୟମ୍‌ ସ୍ଥିତ ବିଜୁ ପଟ୍ଟନାୟକ ଭାରୋତ୍ତୋଳନ ହଲ୍‌ରେ ରାଜ୍ୟ ଭାରୋତ୍ତୋଳନ ପ୍ରତିଯୋଗିତା ୨୦୨୧ ଆୟୋଜିତ ହେଉଉଛି ।
Read More...

ଫୁଟବଲ ଟର୍ଣ୍ଣାମେଣ୍ଟ |୧୯ ତମ ସ୍ପାଟନ କ୍ଲବର ଫୁଟବଲ ଟର୍ଣ୍ଣାମେଣ୍ଟ, ବରବାହାଲ ଚମ୍ପିୟାନ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ତେନ୍ତୁଳିମୁଣ୍ଡା ଜୟରାମ ମେହେର ହାଇସ୍କୁଲ୍‌ ପଡିଆ ଠାରେ ୧୯ ତମ ସ୍ପାଟନ କ୍ଲବ୍‌ ର ଫାଇନାଲ୍‌ ଖେଳରେ ବରବାହାଲ ବନାମ ମଣ୍ଡଳ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଫୁଟବଲ ଟର୍ଣ୍ଣାମେଣ୍ଟ ମ୍ୟାଚରେ
Read More...

ନିଯୁକ୍ତି ଓ ପରାମର୍ଶ ଭିତ୍ତିକ ନିଯୁକ୍ତି ମେଳା | ଘୁ.ଉଦୟଗିରି ବ୍ଲକରେ ନିଯୁକ୍ତି ଓ ପରାମର୍ଶ ଭିତ୍ତିକ ନିଯୁକ୍ତି…

ଘୁ.ଉଦୟଗିରି : କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ପରିସରରେ ନିଯୁକ୍ତି ଓ ପରାମର୍ଶ ଭିତ୍ତିକ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ବ୍ଲକର ସମସ୍ତ ପଞ୍ଚାୟତର ୩୬୬ ଜଣ ଯୁବକଯୁବତୀ ଯୋଗ ଦେଇଥିଲେ । ନିଯୁକ୍ତି ମେଳାରେ ଯୋଗ ଦେଇଥିବା ୩୬୬ଜଣ ଯୁବକଯୁବତୀ ନିଜ
Read More...

ବାଲ୍ୟ ବିବାହ ପ୍ରତିରୋଧ ରେ ଚାଇଲ୍ଡ ଲାଇନର ଭୂମିକା

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବନବାସୀ ସେବା ସମିତିର ସଭାଗୃହ ପରିସରରେ ଅନ୍ତରଙ୍ଗ, କନ୍ଧମାଳ ଦ୍ୱାରା ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଉପଖଣ୍ଡ ପୋଲିସ ଅଧିକାରୀ ଗୁନ୍ଦାଲାଲ ରେଡି ରାଘବେନ୍ଦ୍ର
Read More...

ଜେନେରାଲ ବିପିନ ରାୱତ ଓ ତାଙ୍କ ସେନା ଟିମଙ୍କ ଦେହାନ୍ତରେ ସୋନପୁରରେ ଶୋକ ସଭା

ଜେନେରାଲ ବିପିନ ରାୱତ ଙ୍କ ସମେତ ତାଙ୍କ ଧର୍ମ ପତ୍ନୀ ଓ ସେନା ବାହିନୀଙ୍କ ଦେହାନ୍ତରେ ସାରା ଦେଶ ସ୍ତବ୍ଧ ହୋଇ ଯାଇଥିବା ବେଳେ ଆଜି ଶ୍ରୀ ରାୱତ ଓ ଦେଶର ମହାନ ଯୋଦ୍ଧା ସହିଦ ଅମର ଯବାନ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ସୁବର୍ଣ୍ଣପୁର ଏସବିଆଇ ଆରଏସଇଟି ଟ୍ରେନିଙ୍ଗ ସେଣ୍ଟରରେ ଏକ ଶୋକସଭାର ଆୟୋଜନ
Read More...

ଘୁ. ଉଦୟଗିରିରେ ସିନିଅର ସିଭିଲ ଜଜ କୋର୍ଟ ପ୍ରତିଷ୍ଠା ଦାବି, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ବାର ଆସୋସିଏସନ ପକ୍ଷରୁ…

ଘୁ.ଉଦୟଗିରି, ୦୯/୧୨ (ହୀ.ପ୍ର): ଘୁ. ଉଦୟଗିରିରେ ସିନିଅର ସିଭିଲ ଜଜ କୋର୍ଟ ତଥା ଆସିଷ୍ଟାଣ୍ଟ ସେସନ୍ସ ଜଜ କୋର୍ଟ ଖୋଲିବା ନିମନ୍ତେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ସବୁଜ ସଙ୍କେତ ଦେବା ସହ ୨୦୦୯ ମସିହାରୁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଥିବା ସତ୍ତେ୍ୱ ରାଜ୍ୟ ସରକାରଙ୍କ ଆଇନ ବିଭାଗର ନିଦ
Read More...

ପାରଳାଖେମୁଣ୍ଡିରେ ଏଟିଏମ୍‌ ଲୁଟ୍‌ ଉଦ୍ୟମ ଫେଲ, ତିନି ଗିରଫ

ପାରଳାଖେମୁଣ୍ଡି, : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଉପକଣ୍ଠରେ ଥିବା ସନ୍ତୋଷି ମାଆ ପେଟ୍ରୋଲ ଫିଲିଙ୍ଗ ଷ୍ଟେସନ ନିକଟରେ ଥିବା ଏସ.ବି.ଆଇ ଏ.ଟି. ଏମ୍‌ କାଉଣ୍ଟରରୁ ଲୁଟିବା ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ ୩ ଜଣ ଦୁର୍ବୃତ୍ତକୁ ଗିରଫ କରିଛି ଗିରଫ ହୋଇଥିବା ଅଭିଯୁକ୍ତ
Read More...

ରୌପ୍ୟ ପଦକରେ ଝଲସିଲେ ଝିଲ୍ଲୀ

ଦଶପଲ୍ଲା : ଉଜ୍‌ବେକିସ୍ତାନର ତାସକେଣ୍ଟରେ ଚମକିଛନ୍ତି ଓଡ଼ିଆ ଝିଅ ଝିଲି ଦଳବେହେରା । ଏଠାରେ ଆୟୋଜିତ ରାଜ୍ୟଗୋଷ୍ଠୀ ବରିଷ୍ଠ ଭାରୋତ୍ତୋଳନ ଚମ୍ପିଆନସିପ୍‌ରେ ଝିଲି ଭାରତ ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି । ଝିଲି ୪୯ କିଗ୍ରା ମହିଳା ବର୍ଗରେ ୨ୟ ସ୍ଥାନରେ ରହି ଏହି ସଫଳତା ପାଇଛନ୍ତି । ଝିଲି
Read More...