୫ ଟି କାର୍ଯ୍ୟ ଆରମ୍ଭ ପାଇଁ ଭୂମିପୂଜନ ଓ ଶୁଭଖମ୍ବ ସ୍ଥାପନ

ଜହ୍ନ ।ପଙ୍କ,୩/୧୨ : ବୌଦ୍ଧ ବ୍ଳକର ଜହ୍ନ ।ପଙ୍କ ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟକୁ ରାଜ୍ୟ ସରକାର ଦ୍ୱିତୀୟ ପର୍ଯ୍ୟାୟରେ ୫ ଟିରେ ରୂପାନ୍ତରିତ ପାଇଁ ସାମିଲ କରିଥିଲେ । ତେବେ ୫ ଟି କାର୍ଯ୍ୟର ଶୁଭାରମ୍ଭ ପାଇଁ ଆଜି ଜିଲ୍ଲାପାଳଙ୍କ ଦ୍ୱାରା ଭୂମିପୂଜନ ଓ ଶୁଭ ଖମ୍ବ ସ୍ଥାପନ ବିଦ୍ୟାଳୟ
Read More...

ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ସୁବର୍ଣ୍ଣପୁର,୩/୧୨- ଆଜି ସୁବର୍ଣ୍ଣପୁର ଲେପ୍ରା ସୋସାଇଟି ପକ୍ଷରୁ ଜିଲ୍ଲାର ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସଭାଗୃହ ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ଅବସରରେ ୨୨ ଜଣ ଭିନ୍ନକ୍ଷମ ଅଂଶଗ୍ରହଣ କରିଥିଲେ । ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର
Read More...

ବ୍ଲକସ୍ତରୀୟ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ

ବୌଦ୍ଧ,୩/୧୨:- ବୌଦ୍ଧ ବ୍ଲକସ୍ତରୀୟ ବିଶ୍ୱ ଦିବ୍ୟାଙ୍ଗ ଦିବସ ଆଞ୍ଚଳିକ ସାଧନ କେନ୍ଦ୍ର ତେଲିବନ୍ଧ ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ବୌଦ୍ଧ ଆନୁକୂଲ୍ୟରେ ପାଳନ କରାଯାଇଛି । ଶାରୀରିକ ଭିନ୍ନକ୍ଷମ ମାନସିକ ଅନଗ୍ରସର, ଚଳନ ବାଧିତ, ଶ୍ରବଣ ବାଧିତ, ସ୍ୱଳ୍ପଦୃଷ୍ଟି ବାଧିତ,
Read More...

ଫୁଲବାଣୀ ନୀପିଡିତ ପକ୍ଷରୁ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ

ଫୁଲବାଣୀ:୦୩/୧୨, ଫୁଲବାଣୀର ପୁରାତନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନୀପିଡିତ ପକ୍ଷରୁ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବରେ କନ୍ଧମାଳ ସ୍ୱେଚ୍ଛାସେବୀ ମହାସଂଘର ଆବାହକ ଭାବରେ ଅଶୋକ କୁମାର ପରିଡା ଯୋଗଦେଇ ଭିନ୍ନକ୍ଷମ ପିଲାମାନଙ୍କୁ ସେମାନଙ୍କର ଆବଶ୍ୟକତା
Read More...

ଭିନ୍ନକ୍ଷମଙ୍କୁ ନିଶୁଳ୍କ କୃତ୍ରିମ ଅଙ୍ଗଦାନ ନିମନ୍ତେ ରେଡ୍‌ ସ୍ୱସ୍ତିକ ସୋସାଇଟି ପକ୍ଷରୁ ପଞ୍ଚଦିନିଆ ପରିମାପ ଶିବିର

ଭୁବନେଶ୍ୱର : ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ଭିନ୍ନକ୍ଷମ ମାନଙ୍କର ବହୁବିଧ କଲ୍ୟାଣ ନିମନ୍ତେ କାର୍ଯ୍ୟକରୁଥିବା ଅଗ୍ରଣୀ ସମାଜକଲ୍ୟାଣ ପ୍ରତିଷ୍ଠାନ ରେଡ୍‌ ସ୍ୱସ୍ତିକ ସୋସାଇଟି ପକ୍ଷରୁ ୪୦୦ରୁ ଉର୍ଦ୍ଧ୍ୱ ଭିନ୍ନକ୍ଷମମାନଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ ନିମନ୍ତେ ପାଞ୍ଚଦିନିଆ ନିଶୁଳ୍କ ପରିମାପ
Read More...

ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତିରେ ସମ୍ଭାବ୍ୟ ବାତ୍ୟା ଜୱାଦ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଞ୍ଚାୟତ ସମିତିର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପଞ୍ଚାୟତ ସମିତିର
Read More...

ପୁରୀ ଜିଲ୍ଲାର ୧୦୪୦ ଜଣ ଦିବ୍ୟାଙ୍ଗଙ୍କୁ ମିଳିବ ସହାୟତା

ପୁରୀ : ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ପୁରୀ ଜିଲ୍ଲାର ୧୦୪୦ ଜଣ ଭିନ୍ନକ୍ଷମଙ୍କୁ ସେମାନଙ୍କ ଜୀବନ ଜୀବିକା ପାଇଁ ୪ କୋଟି ୭୨ ଲକ୍ଷ ଟଙ୍କାର ସହାୟତା ରାଶି 'ଫୁଲ' ଯୋଜନା ମାଧ୍ୟମରେ ପ୍ରଦାନ୍‌ କରାଯିବ । ଫୁଲ ଯୋଜନାର ଫାଇନାନ୍ସିଆଲ୍‌ ପାର୍ଟନର ଭାବରେ ରାଜ୍ୟ
Read More...

ଏସ୍‌ପିଙ୍କୁ ଭେଟି ଜିଲ୍ଲାର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଉପରେ ଆଲୋଚନା କଲେ ସୁବର୍ଣ୍ଣପୁରର ମିଡ଼ିଆ କର୍ମକର୍ତ୍ତା

ସୁବର୍ଣ୍ଣପୁର : ବିଗତ କିଛିଦିନ ହେଲା ସମଗ୍ର ସୁବର୍ଣ୍ଣପୁର ଜିଲ୍ଲା ସମେତ ସହରରେ କ୍ରମାଗତ ଭାବେ ବଢିଚାଲିଥିବା ଲୁଟ, ରାହାଜାନି, ଛିନତାଇ, ଓ ବାଇକ ଲୁଟ ଘଟଣା ବୃଦ୍ଧି ପାଇଥିଲେ ହେଁ ପୁଲିସର ଢିଲା କାର୍ଯ୍ୟାନୁଷ୍ଠାନ ପାଇଁ ଦିନକୁ ଦିନ ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ଘଟଣାରେ ଉଦବେଗ
Read More...

ମୟଙ୍କ ଶତକ, ପ୍ରଥମ ଦିନ ଖେଳ ଶେଷସୁଦ୍ଧା ଭାରତ ୨୨୧/୪

ମୁମ୍ବାଇ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଦୁଇଟିକିଆ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ଟେଷ୍ଟ ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଛି । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ପ୍ରଥମ ଇନିଂସରେ ୪ ୱିକେଟ୍‌ ହରାଇ ୨୨୧ ରନ୍‌ ସଂଗ୍ରହ କରିଥିଲା । ମାୟଙ୍କ ଅଗ୍ରୱାଲ
Read More...

ଆଉଟ୍‌ ନା ନଟଆଉଟ୍‌ ? ବିରାଟଙ୍କ ଆଉଟକୁ ନେଇ ଉପୁଜିଲା ବିବାଦ

ମୁମ୍ବାଇ : ନ୍ୟୁଜିଲାଣ୍ଡ ବିପକ୍ଷରେ ମୁମ୍ବାଇ ଟେଷ୍ଟରେ ଖାତା ଖୋଲି ନପାରି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପାଭିଲିୟନକୁ ଫେରିଛନ୍ତି । ବିରାଟଙ୍କ ୱିକେଟ୍‌ କୁ ନେଇ ଏବେ ବିବାଦୀୟ ପରିସ୍ଥିତି ଉପୁଜିଛି । ଅନ୍‌-ଫିଲ୍ଡ ଅମ୍ପାୟର ଅନିଲ ଚୌଧୁରୀ ଅଜାଜ ପଟେଲଙ୍କ ଏକ ବଲରେ ବିରାଟଙ୍କୁ
Read More...