ସ୍ୱଚ୍ଛ ଗ୍ରାମ ଓ ସବୁଜ ଗ୍ରାମକୁ ନେଇ ଯୁବବର୍ଗଙ୍କୁ ପ୍ରଶିକ୍ଷଣ

ପାରଳାଖେମୁଣ୍ଡି : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରିଡା ମନ୍ତ୍ରଣାଳୟ ଅଧିନସ୍ତ ନେହେରୁ ଯୁବ କେନ୍ଦ୍ର ଆନୁକୁଲ୍ୟରେ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଝାମୀ ଗ୍ରାମ ଅନ୍ତର୍ଗତ ରାଜୀବଗାନ୍ଧି ସେବା କେନ୍ଦ୍ର ଠାରେ ଜିଲ୍ଲା ନେହେରୁ ଯୁବକେନ୍ଦ୍ର ତରଫରୁ ସ୍ୱଚ୍ଛ ଗ୍ରାମ ଓ ସବୁଜ
Read More...

ସଂସଦରେ କୋଭିଡ୍‍ ଆଲୋଚନା | କୋଭିଡ୍‍ ପରିଚାଳନାରେ ଓଡ଼ିଶା ଅନ୍ୟରାଜ୍ୟ ପାଇଁ ଉଦାହରଣ ପାଲଟିଛି: ଅଚ୍ୟୁତ ସାମନ୍ତ

ଫୁଲବାଣୀ:କୋଭିଡ୍‍ ପରିଚାଳନାରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରି ସମଗ୍ର ଦେଶ ପାଇଁ ଉଦାହରଣ ପାଲଟିଛି ବୋଲି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଆଜି ଲୋକସଭାରେ ପ୍ରକାଶ କରିଛନ୍ତି। କୋଭିଡ୍‍ ଉପରେ ଆଲୋଚନାରେ ବିଜୁ ଜନତା ଦଳ ପକ୍ଷରୁ ଅଂଶଗ୍ରହଣ କରି ଶ୍ରୀ ସାମନ୍ତ କୋଭିଡ୍‍ ଯୋଦ୍ଧା ସମସ୍ତ
Read More...

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଆରମ୍ଭ

ପୁରୀ : ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟ ସମ୍ଭାବ୍ୟ ବାତ୍ୟାକୁ ନେଇ ପୁରୀ ପ୍ରଶାସନ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି । ଖୁବ୍‌ ବେଗରେ ପବନ ବୋହିବା ଆଶଙ୍କା ଥିବାରୁ ମତ୍ସଜିବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ନିମନ୍ତେ ପରାମର୍ଶ ଦିଆଯାଇଛି । ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ
Read More...

ଅବପାତର ରୂପ ନେଲା ଲଘୁଚାପ

ଭୁବନେଶ୍ୱର : ଅବପାତର ରୂପ ନେଲା ଲଘୁଚାପ । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେଲା ଲଘୁଚାପ । ଅଧିକ ଘନୀଭୂତ ହୋଇ ୨୪ ଘଣ୍ଟାରେ ସାମୁଦ୍ରିକ ଝଡରେ ପରିଣତ ହେବ । ଏବେ ଗୋପାଳପୁର ଠାରୁ ୧୦୨୦ କିମି ଓ ପାରାଦ୍ୱୀପ ଠାରୁ ୧୦୬୦କିମି ଦୂରରେ ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ
Read More...

ପେଟ୍ରୋଲ ଓ ଡିଜେଲ ଦରକୁ ନେଇ କେନ୍ଦ୍ର ବିରୁଦ୍ଧରେ ରାଜଭବନ ସମ୍ମୁଖରେ ବିଜେଡି ଛାତ୍ର ଓ ଯୁବ ସଂଗଠନର ଜୋରଦାର ପ୍ରତିବାଦ

ଭୁବନେଶ୍ୱର: ରନ୍ଧନଗ୍ୟାସ, ପେଟ୍ରୋଲ, ଡିଜେଲ ଓ ଖାଉଟି ସାମଗ୍ରୀର ଅହେତୁକ ଦରବୃଦ୍ଧି ସହିତ ଓଡିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ନଦେବାକୁ ହୋଇଥିବା ଷଡଯନ୍ତ୍ର ଏବଂ ବେକାରୀ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଜେଡିର ଆନ୍ଦୋଳନ ଜାରି ରହିଛି । ଗତକାଲି
Read More...

ସ୍ମୃତି ପାଲଟିଗଲେ ଓମ ପ୍ରକାଶ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀର ଅଷ୍ଟମ ଶ୍ରେଣୀର ଛାତ୍ର ଓମ ପ୍ରକାଶ ମହାପାତ୍ର ଗତକାଲି ସନ୍ଧ୍ୟାରେ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଦେଇ ଚାଲିଗଲେ । ୰ ଓମ ପ୍ରକାଶ ଗତକାଲି ସନ୍ଧ୍ୟାରେ ତାଙ୍କର ସାନଭାଇଙ୍କୁ ସାଇକେଲ ପଛରେ ବସାଇ ନାରାୟଣୀ ମନ୍ଦିର
Read More...

ସମର୍ପିତ ଓଡ଼ିଶା ଓ କମିଶନରେଟ ପୋଲିସ ର ରକ୍ତଦାନ ଶିବିର

ଭୁବନେଶ୍ୱର: ବିଶ୍ୱ ଏଡ୍ସ ଦିବସ ଅବସରରେ ନୂଆ ଜୀବନ ଫାଉଣ୍ଡେସନ, ଚେଷ୍ଟା ଡି ଆଡିକ୍ସନ ସେଣ୍ଟର ଜଟଣୀ, ପ୍ରଦୀପ୍ତ ଡି ଆଡିକ୍ସନ ସେଣ୍ଟର ପିପିଲି, ର ମିଳିତ ଆୟୋଜନ ରେ ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ଓ ସମର୍ପିତ ଓଡ଼ିଶା ର ସହଯୋଗ ତଥା କମିଶନରେଟ ପୋଲିସ ଭୁବନେଶ୍ୱର କଟକ ର ସହଭାଗିତାରେ
Read More...

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ବିଶ୍ୱ ଏଡ୍‌ସ ଦିବସ ପାଳିତ

ବୌଦ୍ଧ,୨/୧୨- ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ବିଶ୍ୱ ଏଡ୍‌ସ ଦିବସ ପାଳନ ଉପଲକ୍ଷେ ଯୁବ ରେଡକ୍ରସ ଓ ରେଡ ରିବନ କ୍ଲବ ତରଫରୁ ଏନସିସି ଓ ଏନଏସଏସ ସହଯୋଗରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହିତ
Read More...

ଭୁକ୍ତାପଡା ଗ୍ରାମରେ ଜିଆଖତ ତାଲିମ ଶିବିର

ବୌଦ୍ଧ,୨/୧୨- ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ –୨ ବୌଦ୍ଧ ବନବିଭାଗ ତରଫରୁ ଭୁକ୍ତାପଡା ଗ୍ରାମ ଠାରେ ଜିଆ ଖତ ପ୍ରସ୍ତୁତି ତାଲିମ ଶିବିର ଅନୁଷ୍ଠିତ ହେଇଥିଲା । ଉକ୍ତ ତାଲିମ୍‌ ଶିବିରକୁ କୃଷି ବିଭାଗର ଭିଏଡବ୍ଲୁ ଦିଲ୍ଲୀପ ବେହେରା ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ସହକାରୀ ବନ ସଂରକ୍ଷକ,
Read More...

ଆସନ୍ତାକାଲିଠାରୁ ଦ୍ୱିତୀୟ ଟେଷ୍ଟ, ରିଦ୍ଧାମାନ ସାହାଙ୍କ ସଂପର୍କରେ ଏମିତି କହିଲେ ବିରାଟ

ମୁମ୍ବାଇ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଗୁରୁବାର ସୂଚନା ଦେଇଛନ୍ତି ଯେ ୱିକେଟ୍‌ କିପର ରିଦ୍ଧିମାନ ସାହା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳିବାକୁ ପୁରା ଫିଟ୍‌ ଅଛନ୍ତି । ସେ ନିଶ୍ଚିତ କରିଛନ୍ତି ଯେ ସାହା ତାଙ୍କ ବେକ ଆଘାତ ସଂପୂର୍ଣ୍ଣ ଭାବେ ମୁକୁଳିଛନ୍ତି । ଭାରତ
Read More...