ବୌଦ୍ଧ ଜିଲ୍ଲା କଂଗ୍ରେସର ଜନଜାଗରଣ ଅଭିଯାନ ୯ମ ଦିନରେ

ବୌଦ୍ଧ,୨୯ା୧୧ - ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ସହସ୍ରାଧିକ କର୍ମକର୍ତ୍ତାଙ୍କ ଗହଣରେ ତଳଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ଏକ ବିରାଟ ଶୋଭାଯାତ୍ରା ଜରିଆରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ହୋଇଥିବା ବିଭିନ୍ନ
Read More...

ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇ ବାଇକ ଚାଳକ ମୃତ

ଭୁବନ:ଆଜିସକାଳ ୮ ଘଟିକାସମୟରେଜଣେବାଇକ ଚାଳକ ଭାରସାମ୍ୟ ହରାଇ ଇଲେକ୍ଟ୍ରି ଖୁଣ୍ଟରେ ପିଟିହୋଇ ମୃତ୍ୟୁବରଣ କରିଛନ୍ତି । ପ୍ରାପ୍ତ ଖବରରୁ ପ୍ରକାଶ ଯେ, ଗଁନ୍ଦିଆ ଥାନା ଚିରୁଳେଇ ଗ୍ରାମର ଅଲେଖ ସାହୁଙ୍କ ପୁଅ ଅନ୍ତର୍ଯ୍ୟାମୀ ସାହୁ (୪୫) ଆଜି ସକାଳେ ଭୁବନ ବ୍ଲକ ଅନ୍ତର୍ଗତ ମହୁଲପାଳ ଗ୍ରାମକୁ
Read More...

ପାଟଣାଗଡ଼ରେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ରକ୍ତଦାନ ଶିବିର

ପାଟଣାଗଡ : ପାଟଣାଗଡ଼ ରାମପୁର ସ୍ଥିତ ମାରୱାଡ଼ି ଧର୍ମଶାଳା ଠାରେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ପାଟଣାଗଡ ବିଭିଓ ଡ଼ା. ସୁବ୍ରତ କୁମାର ନାଏକ ଓ ପାଟଣାଗଡ଼ ଥାନା ଅଧିକାରୀ ଶ୍ରୀ ଅନନ୍ତ ପଧାନ ଉଦଘାଟନ କରେଇଥିଲେ । ଡ଼ା. ନାଏକ ନିଜେ
Read More...

ପିପିଲି ଗଣଦୁଷ୍କର୍ମ ଘଟଣା : ମୁଖା ଖୋଲିଯିବା ଭୟରେ ତଦନ୍ତ ରିପୋର୍ଟକୁ ଚାପିଛନ୍ତି – କଂଗ୍ରେସ

ଭୁବନେଶ୍ୱର:୨୦୧୧ର ବହୁ ଚର୍ଚ୍ଚିତ ପିପିଲି ବେବିନା ଗଣଦୁଷ୍କର୍ମ ଘଟଣାକୁ ୧୦ ବର୍ଷ ବିତିଯାଇଥିଲେ ବି ନା ଅପରାଧିମାନେ ଦଣ୍ଡ ପାଇଛନ୍ତି ନା ସରକାର ବସାଇଥିବା ତଦନ୍ତ କମିଶନ ରିପୋର୍ଟ ବିଧାନ ସଭାରେ ଆଗତ ହୋଇଛି । ତେଣୁ ଆସନ୍ତା ବିଧାନସଭାରେ ତଦନ୍ତ କମିଶନ ରିପୋର୍ଟ ଉପସ୍ଥାପିତ କରିବା ସହିତ
Read More...

ବୌଦ୍ଧ: ଜିଲ୍ଲାପରିଷଦ ବୈଠକ ଅନୁଷ୍ଠିତ

ବୌଦ୍ଧ,୨୯ା୧୧ - ଜିଲ୍ଲା ପଞ୍ଚାୟତ ଭବନ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କଣ୍ଟାମାଳ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ମହୀଧର ରଣା,
Read More...

ଓଡ଼ିଶାର ଚିନ୍ତା ଓ ଚେତନା ମାନବଜାତି ପାଇଁ ପରମାର୍ଥ : ରାଜ୍ୟପାଳ

ଭୁବନେଶ୍ୱର:ଓଡ଼ିଶା ରାଜ୍ୟର ବିକଳ୍ପ ନାହିଁ । ଏହା ଏକ ଦେବଭୂମି । ଏହି ଭୂମିର କଳା ଓ ସଂସ୍କୃତିରେ ରହିଛି ଜୀବନର ଉତରଣର ମାର୍ଗ । ଓଡ଼ିଶାର ଚିନ୍ତା ଓ ଚେତନା ସମଗ୍ର ମାନବଜାତି ପାଇଁ ପରମାର୍ଥ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି ।ଆଜି ରାଜଭବନରେ ଆୟୋଜିତ ୪୩ତମ ‘ବର୍ଷା
Read More...

ଜେମାମଣି ବିଶୋୟୀଙ୍କ ଆତ୍ମଜୀବନୀ ଲୋକାର୍ପିତ

ନବରଙ୍ଗପୁର : ରାଜ୍ୟପାଳ ପୁରସ୍କୃତା ବିଶିଷ୍ଟ କବିୟତ୍ରୀ ଜେମାମଣି ବିଶୋୟୀଙ୍କ ଆତ୍ମଜୀବନୀ “ବଣ ମଲ୍ଲୀର ଆତ୍ମଲିପୀ ” ଶ୍ରୀ କୁଞ୍ଜ ବିହାରୀ ପାଠାଗାର ଆନୁକୂଲ୍ୟରେ ପ୍ରାକ୍ତନ ମନ୍ତ୍ରୀ ଡମ୍ବୂରୁ ମାଝୀଙ୍କ କର କମଳରେ ଉନ୍ମୋଚିତ ହୋଇଯାଇଛି । ଶିକ୍ଷା ସନ୍ଧାନ ଦ୍ୱାରା ପ୍ରକାଶିତ ମୂଳ ଓଡିଆ
Read More...

ବିଶ୍ୱ ଏଡସ୍‌ ଦିବସ ୨୦୨୧ ଅବସରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

ଫୁଲବାଣୀ : ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍ୱାତୀ’ ଫୁଲବାଣୀ ଓ ରାଜ୍ୟ ଏଡସ୍‌ ନିୟମନ୍ତ୍ରଣ ସମିତି, ଭୁବନେଶ୍ୱରଙ୍କ ମିଳିତ ସହଯୋଗରେ ବିଶ୍ୱ ଏଡସ୍‌ ଦିବସ-୨୦୨୧ ଅବ୍ୟବହିତ ପୂର୍ବର ବିପଦସଙ୍କୁଳରେ ଥିବା ଗ୍ରୁପ୍‌ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଫୁଲବାଣୀ କାର୍ଯ୍ୟାଳୟ ଠାରେ ଆୟୋଜିତ
Read More...

୧ମ ମା ମାହେଶ୍ୱରୀ ମହିଳା ଫୁଟବଲ ପ୍ରତିଯୋଗିତା ଉଦଯାପିତ:କଟକ ଚାମ୍ପିୟାନ

ବୌଦ୍ଧ /ଜହ୍ନ ।ପଙ୍କ,୨୯/୧୧ : ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଞ୍ଚାୟତ ବୁରକଟା ଗଦବସା ପଡ଼ିଆରେ ୧ ମ ମା ମାହେଶ୍ୱରୀ ମହିଳା ଫୁଟବଲ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲା ଫୁଟବଲ ଆସୋସିଏସନର ସଂପାଦକ ଯୁଗଳ କିଶୋର ସାମଲ ଯୋଗଦେଇଥିବାବେଳେ ସମ୍ମାନିତ
Read More...

ଓୟୁଏଟି ସତର୍କବାଣୀ ଜାରି,ବର୍ଷା ଆସୁଛି, କାଟି ଆଣ ଧାନ

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗରରେ ଆସନ୍ତା ୩୦ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଅଧିକ ଘନୀଭୂତ ହୋଇ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇପାରେ। ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଧାନ ଅମଳ ସମୟରେ ବର୍ଷାକୁ ଦେଖି ଓୟୁଏଟି
Read More...