ଲୋକସଭାରେ କୃଷି ଆଇନ ଉଚ୍ଛେଦ ବିଲ୍ ପାରିତ
ନୂଆଦିଲ୍ଲୀ : ତିନୋଟି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ସମ୍ପର୍କିତ ବିଲ୍ ଆଜି ଲୋକସଭାରେ ଉପସ୍ଥାପିତ ହୋଇଥିଲା । ବିରୋଧୀ ଦଳର ହଙ୍ଗାମା ମଧ୍ୟରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହାକୁ ଗୃହର ଉପସ୍ଥାପନ କରିଥିଲେ । ବିରୋଧୀଦଳଙ୍କ ହୋହାଲ୍ଲା ମଧ୍ୟରେ ଲୋକସଭାରେ ଏହି ବିଲ୍ ପାରିତ!-->…
Read More...
Read More...