ଭାଇ-ଭଉଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ ଧାନଶୋଳ ଉପକଣ୍ଠ ଲୋଧାସାହିରେ ନାବାଳକ ଓ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକ ଦ୍ବୟ ଦୂର ସମ୍ପର୍କୀୟ ଭାଇ-ଭଉଣୀ ହୋଇଥିବା ସୂଚନା ।ଖବର ଅନୁଯାୟୀ ଆଜି ସକାଳେ ଗାଁ ପାଖ କେନାଲ ପାର୍ଶ୍ଵ ଆମ୍ବଗଛରୁ
Read More...

ଆଣ୍ଟାର୍କଟିକାରେ ପ୍ରଥମ ଥର ଅବତରଣ କଲା ବାଣିଜ୍ୟିକ ବିମାନ

କେପଟାଉନ ୨୫।୧୧:  ବରଫାବୃତ ଆଣ୍ଟାର୍କଟିକାରେ ଏକ ବାଣିଜ୍ୟିକ ବିମାନ ପ୍ରଥମ ଥର ପାଇଁ ଅବତରଣ କରିଛି । ପାଇଲଟର କାର୍ଲୋସ ମିରପୁରି ଏବଂ ତାଙ୍କର ଅନ୍ୟ ସହ କର୍ମଚାରୀଗଣ କେପଟାଉନରୁ ୪୫୦୬ କିଲୋମିଟର ଯାତ୍ରା କରିବାର ପ୍ରାୟ ୫ ଘଣ୍ଟା ପରେ ଆଣ୍ଟାର୍କଟିକାରେ ଅବତରଣ କରିଥିଲେ । ହାଇ ଫ୍ଲାଇ
Read More...

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ,ଏକକାଳୀନ ୧୨ଟି ସ୍ଥାନରେ ଚଢ଼ଉ

ବାରିପଦା ୨୫।୧୧:  ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ବାରିପଦା ଆଇଟିଡିଏର କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରାଯାଇଥିବା ସୂଚନା ମିଳିଛି । ଭୁବନେଶ୍ବର ଭିଜିଲାନ୍ସ ଟିମ୍ ନେତୃତ୍ବରେ ଏକକାଳୀନ
Read More...

ଦେଶରେ ୧୦୦୦ ପୁରୁଷରେ ୧୦୨୦ ମହିଳା, ଜନ୍ମହାର ବି ହ୍ରାସ ପାଇଛି

ନୂଆଦିଲ୍ଲୀ:   ଦେଶରେ ପ୍ରଥମ ଥର ପାଇଁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଅଧିକ ହୋଇଛି । ଏବେ ପ୍ରତି ୧୦୦୦ ପୁରୁଷରେ  ମହିଳାଙ୍କ ସଂଖ୍ୟା ରହିଛି ୧୦୨୦ । ସ୍ୱାଧିନତା ପରେ ପ୍ରଥମ ଥର ପାଇଁ ଏପରି ହୋଇଛି । ଯେତେବେଳେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ସଂଖ୍ୟା ୧୦୦୦ ଟପିଛି । ଏନେଇ
Read More...

ଦଳିତ ପରିବାରର ୪ ଜଣଙ୍କୁ ନିର୍ମମ ଭାବେ ହତ୍ୟା

ପ୍ରୟାଗରାଜ : ଉତ୍ତରପ୍ରଦେଶର ପ୍ରୟାଗରାଜ ଜିଲ୍ଲାର ଫାଫାମାଉ ଅଞ୍ଚଳରେ ଏକ ଦଲିତ ପରିବାରର ଚାରିଜଣ ସଦସ୍ୟଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି । କୋଠରୀ ଭିତରେ ଫୁଲଚାନ୍ଦ (୫୦), ତାଙ୍କ ପତ୍ନୀ ମେନୁ (୪୭), ଝିଅ ସପ୍ନା (୧୭) ଏବଂ ପୁଅ ଶିବ (୧୦) କୁରାଢ଼ିରେ ହତ୍ୟା
Read More...

ବୁର୍ଲା ଭୀମସାରରେ କାୟା ମେଲାଉଛି କରୋନା; ୧୭ ନୂଆ ଡାକ୍ତରୀ ଛାତ୍ରଛାତ୍ରୀ କରୋନା ସଂକ୍ରମିତ

ସମ୍ବଲପୁର ୨୫।୧୧: ସମ୍ବଲପୁର ବୁର୍ଲା ଭୀମସାରରେ କାୟା ମେଲାଉଛି କରୋନା । ଆଉ ୧୭ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏମାନଙ୍କୁ ମିଶାଇ ମୋଟ ସଂକ୍ରମଣ ସଂଖ୍ୟା ୫୬କୁ ବୃଦ୍ଧି ପାଇଚି ।  ସଂଖ୍ୟା ବଢୁଥିବା ବେଳେ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଗତକାଲି ବୁର୍ଲାରେ
Read More...

ଶାଶୁଘର ଆଗରେ ମାଣ ବସାଇଲେ ବୋହୂର ଅଧିକାର ପାଇଁ ଧାରଣା ଦେଉଥିବା ମହିଳା

ବ୍ରହ୍ମପୁର: ବୋହୂର ନାର୍ଯ୍ୟ ଅଧିକାର ଦାବି କରି ଗତ ୪ ଦିନ ହେଲା ଶୀତ କାକରରେ ଶ୍ୱଶୁର ଘର ସମ୍ମୁଖରେ ଧାରଣା ଦେଇଥିବା ତପସ୍ୱୀନି ଦାସ ଆଜି ବୋହୂର କର୍ତ୍ତବ୍ୟ କରିବାକୁ ଭୁଲି ନାହାନ୍ତି । ବୋହୂମାନେ ଶାଶୁ ଘରେ ମାର୍ଗଶୀର ମାସ ଗୁରୁବାର ପାଳନ କରିବା ନିୟମ ଥିବା ବେଳେ ଘରେ ନ ପଶି ମଧ୍ୟ ଏହି
Read More...

ଅଧିକ ତୁଳସୀ ପତ୍ର ଖାଉଛନ୍ତି କି? ତେବେ ସାବଧାନ! ହୋଇପାରେ ଏହି ସବୁ କ୍ଷତି

ହୀରାଞ୍ଚଳ ଲାଇଭ ୨୫।୧୧: ତୁଳସୀ ପତ୍ରର ଅନେକ ଔଷଧୀୟ ଗୁଣ ରହିଛି। ଆୟୁର୍ବେଦ ଅନୁଯାୟୀ, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଠାରୁ ଆରମ୍ଭ କରି ଅନେକ ସ୍ୱାସ୍ଥ୍ୟ ସମସ୍ୟାରେ ତୁଳସୀ ପତ୍ର ବେଶ ଲାଭଦାୟକ, ଆମେ ତୁଳସୀ ପତ୍ରର ବ୍ୟବହାର କାଢ଼ା ପ୍ରସ୍ତୁତ ପାଇଁ କରିଥାଉ। ଏହା ଆମର ରୋଗ
Read More...

କ୍ରିକେଟ ଖେଳ ଛାଡି ମାଛ ଧରୁଛନ୍ତି ସାମି, ଭାଇରାଲ ହେଲା ଫଟୋ

ନୂଆଦିଲ୍ଲୀ: ଭାରତୀୟ ଜାତୀୟ କ୍ରିକେଟ୍‌ ଦଳର ୩୧ ବର୍ଷୀୟ ଅଭିଜ୍ଞ ଫାଷ୍ଟ ବୋଲର ମହମ୍ମଦ ସାମି ଆଜିକାଲି କ୍ରିକେଟ୍‌ ଖେଳ ଛାଡି ଛୁଟିଦିନର ମଜା ନେଉଛନ୍ତି । ଏହି ସମୟରେ, ସେ ତାଙ୍କ ପ୍ରଶଂସକଙ୍କ ପାଇଁ ପ୍ରତିଦିନ ସୋସିଆଲ ମିଡିଆରେ ତାଙ୍କର କିଛି ଚିତ୍ର ସେୟାର କରୁଛନ୍ତି । ଏହି ଅବସରରେ ସେ
Read More...

ମେଘାଳୟ କଂଗ୍ରେସରେ ସଂକଟ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୧ ବିଧାୟକ ଟିଏମ୍‌ସି ହେଲେ ସାମିଲ !

ନୂଆଦିଲ୍ଲୀ : ୧୧ଜଣ କଂଗ୍ରେସ ବିଧାୟକଙ୍କ ସହ ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମା ଟିଏମସିରେ ଯୋଗ ଦେଇଛନ୍ତି । ସୂତ୍ରରୁ ପ୍ରକାଶ ଯେ ବିଧାୟକମାନେ ଏ ବାବଦରେ ବାଚସ୍ପତିଙ୍କୁ ଏକ ଚିଠି ଲେଖି ସାରିଛନ୍ତି । କଂଗ୍ରେସ ନେତାଙ୍କ ଏହି ଦଳବଦଳ ପରେ ତୃଣମୂଳ କଂଗ୍ରେସ ରାଜ୍ୟର ମୁଖ୍ୟ
Read More...