ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସଂଖ୍ୟାଲଘୁ ସେଲ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ପସ୍ତୁତି ବୈଠକ

ଫୁଲବାଣୀ: ବିଜୁଜନତା ଦଳ ସୁପ୍ରିମୋ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କନ୍ଧମାଳ ଜିଲ୍ଲା ଗସ୍ତକୁ ନେଇ ଉତ୍ସାହିତ ହୋଇ ଏବଂ ବିଜେଡିର ଦଳୀୟ ସଂଗଠନ ବୃଦ୍ଧି ଉଦ୍ଦେଶ୍ୟରେ ସଂଖ୍ୟା ଲଘୁସେଲ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଏକ ପସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଫୁଲବାଣୀ ସଦର
Read More...

ଲୋକକଳା ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ଓ ପ୍ରତିଯୋଗିତା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମହାଦେବପାଲି ପଞ୍ଚାୟତ ଲୋକକଳା ଗ୍ରାମ କର୍ତ୍ତଙ୍ଗ ଠାରେ କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ ଓ ପ୍ରତିଯୋଗିତା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଜ୍ୟୋତିରଂଜନ
Read More...

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନବଜାତ ଶିଶୁ କନ୍ୟା ଚୋରି ଅଭିିଯୋଗ

ସୁବର୍ଣ୍ଣପୁର : ଗତକାଲି ବୀରମହାରାଜପୁର ଉପଖଣ୍ଡର ଷଣ୍ଢା ଗାଁର ଗଜେନ୍ଦ୍ର ତାଣ୍ଡି ନିଜ ପତ୍ନୀ ସନ୍ତୋସିନୀଙ୍କୁ ପ୍ରସୂତି ବିଭାଗରେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ କରିଥିଲେ । ତେବେ ଗତକାଲି ସକାଳ ୯ଟା ୧୫ ମିନିଟରେ ସନ୍ତୋଷିନୀ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ସ୍ତ୍ରୀ ଓ ପ୍ରସୂତି
Read More...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ବାର୍‌ହା ଶିକାରୀ ମୃତ

ବୌଦ୍ଧ,୨୦/୧୧:-ବାରହା ଶିକାର କରିବା ପାଇଁ ବିଦ୍ୟୁତ ତାର ଓ ଅନ୍ୟ ସରଞ୍ଜାମ ବ୍ୟବହାର କରି ଜାଲ ବିଛାଇଥିବା ୨ ବାର୍‌ହା ଶିକାରୀ ନିଜ ଜାଲରେ ଛନ୍ଦି ହୋଇ ମୃତ୍ୟୁବରଣ କରିଛନ୍ତି । ଏପରି ଏକ ଦୁଃଖଦ ଘଟଣା ଘଟିଯାଇଛି ବୌଦ୍ଧ ବ୍ଲକ ବଘିଆପଡା ଫାଣ୍ଡି ଅନ୍ତର୍ଗତ ପିପଲମୁଣ୍ଡା ଜଙ୍ଗଲରେ । ମିଳିଥିବା
Read More...

ଜିଲ୍ଲାସ୍ତରୀୟ ବାଞ୍ଜିତଳିଏନ କ୍ରିକେଟ କପ କ୍ଵାଟର ଫାଇନାଲରେ ପାଟଣାଗଡ଼

ପାଟଣାଗଡ଼ ୨୦।୧୧ : ପାଟଣାଗଡ଼ ବ୍ଲକ ବାଲିପଟା ଗ୍ରାମ ପଂଚାୟତ ଅନ୍ତର୍ଗତ ଖଳିଆ କ୍ରିକେଟ ଖେଳପଡ଼ିଆ ଠାରେ ବାଞ୍ଜିତଳିଏନ କ୍ରିକେଟ ଏସୋସିଏସନ ତରଫରୁ ଜିଲ୍ଲାସ୍ତରୀୟ କ୍ରିକେଟ ପ୍ରତିଯୋଗିତାର ଆଜି କ୍ବାଟର ଫାଇନାଲ । କ୍ୱାଟର ଫାଇନାଲ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କଂଗ୍ରେସ ବିଧାୟକ
Read More...

ବେଳାଭୂମି ପଦଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

କୋଣାର୍କ ୨୦।୧୧ : କୋଣାର୍କ ବସଷ୍ଟାଣ୍ଡ ସ୍ଥିତ କୋଣାର୍କ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ଠାରେ ବେଳାଭୂମି ପଦଯାତ୍ରା କାର୍ଯ୍ୟକ୍ରମ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଖବରରୁ ପ୍ରକାଶ ଯେ, ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ କୋଣାର୍କ ଉତ୍ସବ ଅବସରରେ ଆସନ୍ତା ଡିସେମ୍ବର
Read More...

ମହିଳା ସ୍ନାତକ ମହାବିଦ୍ୟାଳୟ ତରଫରୁ ଭୋଟର ସଚେତନତା ରାଲି

ଗଜପତି ୨୦।୧୧ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ମହିଳା ସ୍ନାତକ ମହାବିଦ୍ୟାଳୟ ତରଫରୁ ନୂତନ ଭୋଟରଙ୍କ ନାମ ପଞ୍ଜିକରଣର ସଚେତନତା ପାଇଁ ଏକ ରାଲିର ଆୟୋଜନ କରାଯାଇଥିଲା। ଜିଲ୍ଲା ପ୍ରଶାସନ ତରଫରୁ ଡେପୁଟି କଲେଟର ରାଜେନ୍ଦ୍ର ଭୂୟାଁ ଓ ଅଧ୍ଯକ୍ଷା
Read More...

ଲଘୁଚାପ ପ୍ରଭାବରେ ବାଲିଗୁଡ଼ାର ବିଭିନ୍ନ ଅଞ୍ଚଳରେ ଲାଗିରହିଛି ବର୍ଷା

ବାଲିଗୁଡ଼ା ୨୦।୧୧: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶାରେ କୋହଲା ପାଗ ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ପାଇଁ ୪ଟି ଜିଲ୍ଲାକୁ ୟେଲୋ ୱାର୍ଡିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ନ ଥିଲେ
Read More...

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ମାସିକ ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ

ନବରଙ୍ଗପୁର ୨୦।୧୧ : ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ଜିଲାସ୍ତରୀୟ ମାସିକ ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଡ଼ଃ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଡେପୁଟି
Read More...

ବିଜେଡ଼ି କଂଗ୍ରେସ ମୁହାଁମୁହିଁ

ବାଲିଗୁଡ଼ା ୨୦।୧୧ :  କନ୍ଧମାଳ ଜିଲ୍ଲା କ.ନୁଆଗାଁରେ ବିଜେଡ଼ି କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି । ସୂଚନା ପ୍ରକାରେ ଆଜି କଂଗ୍ରେସ ପକ୍ଷରୁ କ.ନୁଆଗାଁ ବ୍ଲକରେ ମମିତା ମେହେର ହତ୍ୟାକାଣ୍ଡରେ ମମିତାଙ୍କୁ ନ୍ୟାୟ ପ୍ରଦାନ, ଆବାସ ଯୋଜନାରେ ଦୁର୍ନୀତି ଆଦି ପ୍ରସଙ୍ଗକୁ ନେଇ ରାଲି କରୁଥିଲେ
Read More...