କମିନ୍ସ ହେଲେ ଅଷ୍ଟ୍ରେଲିଆ ଟେଷ୍ଟ ଦଳର ଅଧିନାୟକ, ଜାଣନ୍ତୁ କିଏ ହେଲେ ଉପ ଅଧିନାୟକ
ସିଡନୀ : ଅଷ୍ଟ୍ରେଲିଆର ନିୟମିତ ଟେଷ୍ଟ ଅଧିନାୟକ ଟିମ୍ ପେନ ଇସ୍ତଫା ଦେବା ପରେ ଏହି ପଦ ଖାଲି ପଡିଥିଲା । କ୍ରିକେଟ ଅଷ୍ଟ୍ରେଲିଆ ପଦ ପୂରଣ କରିଛନ୍ତି । ଦଳର ଷ୍ଟାର ବୋଲର ପ୍ୟାଟ କମିନ୍ସଙ୍କୁ ଦଳ ଅଧିନାୟକ ଦାୟିତ୍ୱ ଦେଇଥିବା ବେଳେ ତାଙ୍କ ଡେପୁଟୀ ଭାବେ ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥ!-->…
Read More...
Read More...