ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୬୪ କରୋନା ପଜିଟିଭ୍, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା

ଭୁବନେଶ୍ୱର ୨୭।୧୧: ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୬୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ ୧୫୪ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୧୦ଜଣ ସ୍ଥାନୀୟ
Read More...

ଓଡିଆ ପର୍ବ ପ୍ରଥମାଷ୍ଟମୀ; ଘରେ ଜ୍ୟେଷ୍ଠ ସନ୍ତାନଙ୍କୁ ବନ୍ଦାପନା

ଭୁବନେଶ୍ୱର ୨୭|୧୧: ଆଜି ପ୍ରଥମାଷ୍ଟମୀ, ଘରେ ଘରେ ଏଣ୍ଡୁରୀ ପିଠାର ମହକ ସାଙ୍ଗକୁ ଦେଖିବାକୁ ମିଳୁଛି ଓଡିଆ ସଂସ୍କୃତିର ଝଲକ। ଘରର ବଡ ସନ୍ତାନ ମାନଙ୍କୁ ନୁଆ ଲୁଗା, ଚନ୍ଦନ, ସିନ୍ଦୂର ଲଗାଯାଇ କରାଯାଉଛି ବନ୍ଦାପନା। ମାର୍ଗଶୀର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ‘ପ୍ରଥମାଷ୍ଟମୀ’ ପାଳନ
Read More...

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା ବାଲେଶ୍ବର ଓ ଭଦ୍ରକ ଜିଲ୍ଲା

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ବର ଓ ଭର୍ଚୁଆଲ ମାଧ୍ୟମରେ ଭଦ୍ରକ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ବାଲେଶ୍ବରର ୨୦ ଲକ୍ଷ ଲୋକ ଏହି ସୁବିଧା ପାଇବା ବେଳେ ଭଦ୍ରକର ୧୧ ଲକ୍ଷରୁ ଅଧିକ ଲୋକ ସ୍ମାର୍ଟ
Read More...

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭୋଟର ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ଅଣ ଶିକ୍ଷକ କର୍ମଚାରୀ, ଅଧ୍ୟକ୍ଷା ଶ୍ରୀମତି ଅମ୍ବିକା ଦେବୀଙ୍କ ନେତୃତ୍ୱରେ ଏକ ବିରାଟ ରାଲି ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାର୍ଶ୍ୱ ଜିଲ୍ଲା ମୁଖ୍ୟ
Read More...

ବିଭିନ୍ନ ଦାବି ନେଇ ଫୁଲବାଣୀ ମେହେନ୍ତର ସଂଘର ଧାରଣା

ଫୁଲବାଣୀ: ବିଭିନ୍ନ ଦାବିନେଇ ଫୁଲବାଣୀ ମେହେନ୍ତର ସଙ୍ଘ ପକ୍ଷରୁ ଆଜି ସଭାପତି ଶେଷଦେବ ମୁଖୀଙ୍କ ନେତୃତ୍ୱରେ ଫୁଲବାଣୀ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ଗଣଧାରଣା ଦିଆଯାଇଥିଲା । ସୂଚନାଯୋଗ୍ୟ ଶତାଧିକ ପୁରୁଷ ଓ ମହିଳା ମେହେନ୍ତର ସହରକୁ ପରିଷ୍କାର ପରିଚ୍ଛନ୍ନ ରଖିବା
Read More...

ଅଷ୍ଟ୍ରେଲିଆ ଉଚ୍ଚାୟୁକ୍ତଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ, କିଟ୍‍-କିସରେ ଶିକ୍ଷା ଓ ଗବେଷଣା ପାଇଁ ଅଷ୍ଟ୍ରେଲିଆର ସହଯୋଗ…

ଭୁବନେଶ୍ୱର,୨୬ ।୧୧: ଓଡ଼ିଶା ଗସ୍ତରେ ଥିବା ଭାରତରେ ଅବସ୍ଥାପିତ ଅଷ୍ଟ୍ରେଲିଆ ଉଚ୍ଚାୟୁକ୍ତ ବାରୀ ଓ’ଫାରେଲ୍‍ ଏଓଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ଶୁକ୍ରବାର କିଟ୍‍ ଓ କିସ୍‍ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେମାନେ କିଟ୍‍ର ସମସ୍ତ କ୍ୟାମ୍ପସ ବୁଲି ଦେଖିବା ସହ କିସ୍‍ର
Read More...

ପଳେଇ ଗଲା ମୂଳ, ବନବିଭାଗ ହାତରେ ଡାଳ !

ଦଶପଲ୍ଲା : ସରକାର ସବୁଜ ବଳୟ କରିବା ପାଇଁ ବନବିଭାଗ ଦ୍ୱାରା ଜଙ୍ଗଲ ସୁରକ୍ଷା ସହିତ ଗଛ ଲଗାଇବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ବନକର୍ମଚାରୀଙ୍କ ଠାରୁ କାଠମାଫିଆ ଦୁଇପାଦ ଅଗରେ ଥିବାଭଳି ମନେହେଉଛି । ଏମିତିକା ଦେଖିବାକୁ ମିଳୁଛି ନୟାଗଡ଼ ଜିଲ୍ଲାର ବିଭିନ୍ନ ବନାଞ୍ଚଳ
Read More...

ଆସନ୍ତାକାଲି ପ୍ରଥମାଷ୍ଟମୀ, ଶ୍ରୀମନ୍ଦିରରେ ପୋଢୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ

ପୁରୀ : ଆସନ୍ତାକାଲି ପ୍ରଥମାଷ୍ଟମୀ । ଶ୍ରୀମନ୍ଦିରରେ ପୋଢୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ । ଏଥିପାଇଁ ମହାପ୍ରଭୁଙ୍କ ମାମୁଁ ଘର କଟକ ନିଆଳି ଶ୍ରୀମାଧବନନ୍ଦଜୀଉ ମନ୍ଦିରରୁ ଆସିଛି ପୋଢୁଆଁ ଭାର । ଏହି ଭାରରେ ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ଡାଲି, ପାଚିଲା କଦଳୀ, ଘିଅ, ଚନ୍ଦନ କାଠ,
Read More...

ଗିରଫ ହେଲେ ମିସ୍‌ ୪୨୦

ଦଶପଲ୍ଲା : ନୟାଗଡ ଜିଲ୍ଲା ନୂଆଗାଁ ପୁଲିସ୍‌ ଦ୍ୱାରା ୮ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ କରିଥିବା ମହିଳାକୁ ନୂଆଗାଁ ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ବରଗଡ଼ ଥାନା ଟୁରା ଗ୍ରାମ ଭଣ୍ଡାରି ସାହିର ଜଣେ ମହିଳା କିଛି ବର୍ଷ ହେବ ନୂଆଗାଁ ବ୍ଲକ୍‌ ଅନ୍ତର୍ଗତ
Read More...

କଣ୍ଟାମାଳ ବିଧାୟକ ମହୀଧରଙ୍କ କରକମଳରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ

କଣ୍ଟାମାଳ,୨୬/୧୧- ଆଜି କଣ୍ଟାମାଳ ନିର୍ବାଚନ ମଣ୍ଡଳୀର କଣ୍ଟାମାଳ ବ୍ଲକ ଓ ବୌଦ୍ଧ ବ୍ଲକର ସମସ୍ତ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଗ୍ୟ ହିତାଧିକାରୀ ମାନଙ୍କୁ ବଣ୍ଟନ କରାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂତନ ସ୍ମାର୍ଟ୍‌ ହେଲଥ କାର୍ଡ କଣ୍ଟାମାଳ ବିଧାୟକ ମହିଧର ରଣା
Read More...