ପାଣ-ଗଣ୍ଡା ସମାଜ ବିକାଶ ପରିଷଦ ତରଫରୁ ସମ୍ବିଧାନ ଦିବସ ପାଳିତ

ବୌଦ୍ଧ, ୨୬/୧୧- ବୌଦ୍ଧଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦ ତରଫରୁ କଚେରୀଛକ ସ୍ଥିତ ଜିଲ୍ଲା ସାମ୍ବାଦିକ ଫୋରମ କାର୍ଯ୍ୟାଳୟ ପରିସରରେ ୭୩ତମ ସମ୍ବିଧାନ ସଂକଳ୍ପ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା କାର୍ଯ୍ୟନିର୍ବାହୀ କମିଟି ସଭାପତି ବଟକୃଷ୍ଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ
Read More...

ବାଲିଗୁଡ଼ା ଥାନାରେ ସମ୍ବିଧାନ ଦିବସ ପାଳିତ

ବାଲିଗୁଡ଼ା: ଆଜି ନଭେମ୍ବର ୨୬ ସମ୍ବିଧାନ ଦିବସ । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପରିସରରେ ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ଦିବସ ପାଳନ ହୋଇଯାଇଛି । ଏଥିରେ ଥାନା ଅଧିକାରୀଙ୍କ ସମେତ ସବ୍‌ ଇନ୍ସପେକ୍ଟର ରବିନ୍ଦ୍ର ମୁଣ୍ଡାରୀ, ଶାନ୍ତନୁ
Read More...

ବଲାଙ୍ଗୀରର ଛାତ୍ର ତାରାଚାନ୍‌ ରଣାଙ୍କ ଇଞ୍ଜିନିୟରିଂ ପଢିବା ସ୍ବପ୍ନ ପୂରଣ କଲେ ମୁଖ୍ୟମନ୍ତ୍ରୀ, ଆଡ୍‌ମିଶନ ପାଇଁ…

ଭୁବନେଶ୍ୱର : ବଲାଙ୍ଗୀର ବଙ୍ଗମୁଣ୍ଡା ତହସିଲର ଜଣେ ପ୍ରତିଭାବାନ ଛାତ୍ର ତାରାଚାନ୍‌ ରଣାଙ୍କ ଇଞ୍ଜିନିୟରିଂ ପଢିବା ସ୍ବପ୍ନକୁ ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଅର୍ଥ ଅଭାବରୁ ତାଙ୍କର ଆଡମିଶନ ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଥିବା ସଂପର୍କରେ ଜାଣି ମୁଖ୍ୟମନ୍ତ୍ରୀ
Read More...

ପୁଣି ଚିନ୍ତା ବଢାଇଲା କରୋନା, ବିଦେଶୀ ଫେରାନ୍ତଙ୍କୁ ନେଇ ଏମିତି କହିଲେ ଡିଏମ୍‌ଇଟି

ଭୁବନେଶ୍ବର ୨୬।୧୧: ପୁଣି ଥରେ ଚିନ୍ତା ବଢ଼ାଇଲା କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ । ଏ ନେଇ ଡ଼ିଏମଇଟି ରମା ରମଣ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଦକ୍ଷିଣ ଆଫ୍ରିକା, ହଂକଂ ଓ ବୋଟସଓ୍ବାନା ଭଳି ଦେଶରୁ ଫେରୁଥିବା ଲୋକଙ୍କ ପାଇଁ ଆଡ଼ଭାଇଜରୀ ଜାରି ହୋଇଛି । କେନ୍ଦ୍ର ସରକାର
Read More...

କରୋନାରୁ ସୁସ୍ଥ ହେଲେ ସୁର, କହିଲେ ଜେଲ ଯନ୍ତ୍ରଣାଠୁ…

ଭୁବନେଶ୍ୱର: ଗତ ୧୭ ନଭେମ୍ବରରେ କରୋନାରେ ସଂକ୍ରମିତ ହୋଇଥିଲେ ବିଧାୟକ ସୁର ରାଉତରାୟ । ଉଭୟ ସୁର ଓ ତାଙ୍କ ପତ୍ନୀ ଏକାସଙ୍ଗରେ କରୋନାରେ ସଂକ୍ରମିତ ହୋଇଥିଲେ । ସୁରଙ୍କ ପତ୍ନୀ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । କନ୍ତୁ କରୋନା କଟକଣାର ଧଜିଆ ଉଡାଇ ସୁର ସଂକ୍ରମିତ ହୋଇଥିବା
Read More...

ଡିସେମ୍ବର ପହିଲାରୁ ଏହି ରାଜ୍ୟରେ ଖୋଲିବ ପ୍ରାଥମିକ ସ୍କୁଲ

ମୁମ୍ବାଇ : ଆସନ୍ତା ଡିସେମ୍ବର ୧ ତାରିଖରୁ ମହାରାଷ୍ଟ୍ରରେ ସମସ୍ତ ପ୍ରାଥମିକ ସ୍କୁଲ ଖୋଲିବ । ପୂର୍ବରୁ ଗତ ଅକ୍ଟୋବର ମାସରୁ ଗ୍ରାମାଞ୍ଚଳରେ ୫ରୁ ୧୨ ଏବଂ ସହରାଞ୍ଚଳରେ ୮ରୁ ୧୨ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିଥିଲା । ବର୍ତ୍ତମାନ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ୧ରୁ ୪ ଓ ସହରାଞ୍ଚଳରେ ୧ରୁ ୭ମ
Read More...

ମହିଳା ସ୍ନାତକ ମହା ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହା ବିଦ୍ୟାଳୟ ପରିସରରେ ଯୁବ ରେଡ଼କ୍ରସ ସଂସ୍ଥା ତରଫରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏଥିରେ ମହା ବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ରୀନା ସାହୁ ସମ୍ବିଧାନର ପ୍ରଣେତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଉପସ୍ଥିତ
Read More...

ସମ୍ବିଧାନ ଦିବସ କାର୍ଯ୍ୟକ୍ରମକୁ ବହିଷ୍କାର କଲେ କଂଗ୍ରେସ ସହ ୧୪ଟି ଦଳ

ନୂଆଦିଲ୍ଲୀ,୨୬।୧୧: ଆଜି ସଂସଦ ଭବନରେ ସମ୍ବିଧାନ ଦିବସ ଅବସରରେ କେନ୍ଦ୍ର ସରକାର ଏକ କାର୍ଯ୍ୟକ୍ରମ ଆୟୋଜିତ କରିଛନ୍ତି, ଯାହାକୁ କଂଗ୍ରେସ, ସମାଜବାଦୀ ପାର୍ଟି, ଡିଏମକେ, ଟିଏମସି ସହିତ ୧୪ଟି ଦଳ ବହିଷ୍କାର କରିଛି। ଏହାଦ୍ବାରା ବିରୋଧୀ ଦଳ ଓ ସରକାରଙ୍କ ବିବାଦ ସାମନାକୁ ଆସିଛି। ଏନେଇ
Read More...

ମହାନଦୀରେ ୪ ଛାତ୍ର ଭାସିଯିବା ଘଟଣା,ସମସ୍ତଙ୍କ ମୃତଦେହ ଉଦ୍ଧାର

କଟକ : ମହାନଦୀରେ ୪ ଛାତ୍ର ଭାସିଯିବା ଘଟଣା। ଶେଷରେ ମିଳିଲା ୪ ଛାତ୍ରଙ୍କ ମୃତଦେହ । ନିଖୋଜ ଛାତ୍ର ଶୁଭମ ସେଠୀର ମୃତଦେହ ଉଦ୍ଧାର କରାଯାଇଛି। ପୂର୍ବରୁ ୩ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଗତକାଲି ଜଗା ବେହେରାର ମୃତଦେହ ଉଦ୍ଧାର ହୋଇଥିଲା। ଆଜି ସକାଳୁ ଆକାଶ ବାହାଲିଆ ଓ ଚନ୍ଦନ
Read More...

ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଜିଲ୍ଲା କୃଷି ଅଧିକାରୀଙ୍କୁ ସ୍ମାରକ ପତ୍ର ପ୍ରଦାନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳ ଓ ଜିଲ୍ଲା ଉପ ସଭାପତି ଜଗନ୍ନାଥ ମହାପାତ୍ରଙ୍କ ନେତୃତ୍ୱରେ ଜିଲ୍ଲାର ଚାଷୀମାନେ କୃଷି ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାରେ ଅଦିନିଆ
Read More...